ଘରେ ଦରିଦ୍ରତା ଆସିବାର ୧୦ଟି କାରଣ ଯାହା ଆପଣ ମାନେ କରିଥାନ୍ତି

ଆଜିକା ସମୟରେ ସମସ୍ତଙ୍କୁ ଧନ ଆବଶ୍ଯ ହୋଇଥାଏ, ଧନ ବିନା କୌଣସି କାର୍ଯ୍ୟ ପୂର୍ଣ ହୋଇନଥାଏ, ତେବେ ଆଜି ଆମେ ଆପଣଙ୍କୁ ଯେଉଁ କଥା କହିବାକୁ ଯାଉଛୁ ତାହା ଧ୍ୟାନ ଦେଇ ଶୁଣିବେ ଓ ନିଜ ଜୀବନରେ କରିବାରୁ ବଞ୍ଚିବେ । ତେବେ ବ୍ୟବସାୟରେ ବା ଘରେ ଏହି ଭଳି କାମ ଭୂଲରେ ବି କରନ୍ତୁ ନାହିଁ ନଚେତ ଧନ କେବେ ପ୍ରାପ୍ତ କରି ପାରିବେ ନାହିଁ ।

୧. ପାଣି :

ପାଣିକୁ ରାତିରେ କେବେ ବି ଖୋଲା ଛାଡନ୍ତୁ ନାହିଁ, ରାତିରେ ଶୋଇଲା ବେଳେ ବହୁତ ଲୋକ ଗ୍ଳାସରେ ଅଧା ପାଣି ପି ଅଧା ଛାଡି ଦିଅନ୍ତି ଏମିତି କରିବା ଉଚିତ ନୁହ ଘରେ ନକାରାତ୍ମକ ଊର୍ଜା ପ୍ରବେଶ କରି ଥାନ୍ତି ।

୨. ଗଛ ମୂଳେ ପରିଶ୍ରା :

ବହୁତ ଲୋକ ବାହାରେ ପରିଶ୍ରା କରନ୍ତି କିନ୍ତୁ ମନେ ରଖନ୍ତୁ କେବେ ବି କୌଣସି ଗଛ ମୂଳରେ ପରିଶ୍ରା କରନ୍ତୁ ନାହିଁ ଏହା ଦ୍ଵାରା ପାପ ଲାଗିଥାଏ ।

୩. ଭଙ୍ଗା ପାନିଆ :

କେବେ ବି ଭଙ୍ଗା ପାନିଆ ବ୍ୟବହାର କରନ୍ତୁ ନାହିଁ ଭଙ୍ଗା ପାଣି ଆପଣଙ୍କ ଜୀବନରେ ଦରିଦ୍ରତା ଆଣିଥାଏ ସେଥିପାଇଁ ପାନିଆ ଭାଙ୍ଗି ଗଲେ ଫୋପାଡି ଦିଅନ୍ତୁ ।

Image Courtesy: Google

୪. ଅସନା :

ଘର ବା ଦୋକାନ କେବେ ବି ଅସନା କରି ରଖିବା ଉଚିତ ନୁହ, ଏହା ଦ୍ଵାରା ଆପଣଙ୍କ ଘରୁ ସକାରାତ୍ମକ ଊର୍ଜା ବାହାରକୁ ଯାଇଥାଏ ଓ ନକାରାତ୍ମକ ଊର୍ଜା ବଢିବାକୁ ଲାଗିଥାଏ । ତେବେ ଅସନା ସକାଳେ ସନ୍ଧ୍ୟାରେ ଘରୁ ବାହାର କରନ୍ତୁ ଓ ଘର ଦୋକାନ ସଫା କରନ୍ତୁ ।

୫. କପଡା :

ଓଲଟା ଗୋଡ ବାଁ ଗୋଡ ଦ୍ଵାରା କେବେ ବି କପଡା ପିନ୍ଧିବା ଉଚିତ ନୁହ, ଏହା ଅଶୁଭ ହୋଇଥାଏ ।

୬. ରୁଟି :

ରୁଟି ଚିଣ୍ଡେଇ ଖାଇବା ରାକ୍ଷାଶ ର କାମ ହୋଇଥାଏ, ସେଥିପାଇଁ ମଣିଷ ଭଳି ଖାଇବା କ୍ଷାନ୍ତୁ । ରୁଟି ଚିଣ୍ଡେଇ କ୍ଷାନ୍ତୁ ନାହିଁ ।

Image Courtesy: Google

୭. ନଖ :

ବହୁତ ଲୋକଙ୍କର ବହୁତ ଖରାପ ଅଭ୍ଯାସ ହୋଇଥାଏ ଦାନ୍ତରେ ନଖ ଖାଇବାର ଏହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ଓ ଭାଗ୍ୟ ଦୁହେଁ ଖରାପ ହୋଇଥାନ୍ତି ।

୮. ସକାଳେ ଡେରି ପର୍ଯ୍ୟନ୍ତ ଶୋଇବା :

ଆଜି କାଳିକା ସମୟରେ ଲୋକଙ୍କର ଏହା ଅଭ୍ଯାସ ହୋଇ ଗ୍ଳାନି ଯେ ରାତିରେ ଡେରିରେ ସୋଇବେ ଓ ସକାଳେ ଲେଟରେ ଉଠିବେ । ତେବେ ଶାସ୍ତ୍ର ଅନୁଯାଇ ସକାଳେ ଲେଟରେ ଉଠିବା ଉଚିତ ନୁହ ।

Image Courtesy: Google

୯. ଜୋତା ଚପଲ :

ଆପଣ ମାନେ ଏହି କଥା ଜାଣିଛନ୍ତି ଯେ ଜୋତା ସଠିକ ଜାଗାରେ ନରଖିଲେ ଦରିଦ୍ରତା ଆସିଥାଏ କିନ୍ତୁ ଜୋତା ବା ଚପଲ ଓଲଟା ଦେଖିଲେ ସିଧା କରନ୍ତୁ କାହିଁକିନା ଏହା ଦ୍ଵାରା ବି ଦରିଦ୍ରତା ଘରେ ଆସିଥାଏ ।

୧୦. ଅତିଥି :

ଯେଉଁ ଲୋକ ଅତିଥିଙ୍କୁ ଦେଖି ଖୁସି ହୋଇନଥାଏ ସେହି ଘରେ ଭଗବାନ ବାସ କରନ୍ତି ନାହିଁ ଓ ସେହି ଘର ଖୁବ ଶୀଘ୍ର ଦରିଦ୍ର ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *