ଠରକି ବାବା କହି ଏହି ଫୋଟୋଟି ଭାଇରାଲ ହୋଇଥିଲା, କିନ୍ତୁ ଫୋଟୋଟିର ଅସଲ ସତ୍ୟତା ଜାଣି ଉଡିଯିବ ହୋସ…

ଶିଲ୍ପା ସେଟ୍ଟୀ ଦକ୍ଷିଣ ଭାରତର ନିବାସୀ ଓ ହିନ୍ଦୀ ଫିଲ୍ମର ନାମକରା ଅଭିନେତ୍ରୀ ଅଟେ । ଫିଲ୍ମ ବାଜିଗରରୁ ସେ ଡେବ୍ୟୁ କରିଥିଲେ ଓ ଆଜିବି ଚରିତ୍ର ଭୂମିକରେ ଫିଲ୍ମରେ ଦେଖାଦେଉଛନ୍ତି । ବିବାହ ପରେ ସେ ତାଙ୍କ ସ୍ଵାମୀଙ୍କ ବ୍ୟାପାରରେ ସାହାର୍ଯ୍ୟ କରୁଛନ୍ତି, ଫିକସିଙ୍ଗ ପରେସେ ରାଜସ୍ଥାନ ରୟ୍ଯାଲ୍ସ ରୁ ସେ ଦୂରେଇ ଯାଇଥିଲେ । ଶିଲ୍ପାଙ୍କ ଜୀବନରେ କେବେ ଏମିତି କିଛି ବିବାଦ ହୋଇନି କିନ୍ତୁ ଘର ଭାଙ୍ଗିବାର ଆରୋପ ତାଙ୍କ ଉପରେ ଲାଗିଥିଲା ।

Image Courtesy: Google

ଶିଲ୍ପା ରାଜ କୁନ୍ଦ୍ରାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି, କିନ୍ତୁ ଜାଣିବାର କଥା ଏଇଆକି ଯେଉଁ ଦିନ ରାଜ କୁନ୍ଦ୍ରାଙ୍କର ଛୁଆ ହୋଇଥିଲା ସେ ଦିନ ସେ ତାଙ୍କ ପ୍ରଥମ ପତ୍ନୀଙ୍କୁ ଶିଲ୍ପାଙ୍କ ପାଇଁ ଛାଡପତ୍ର ଦେଇଥିଲେ । ସେ ପ୍ରଥମରୁ ପ୍ଲାନ୍ନିଙ୍ଗରେ ଥିଲେ କିନ୍ତୁ ଗୋଟେ ନିଉବର୍ନ ବେବିର ମା ପାଇଁ ଏହଠୁ ଦୁଃଖର କଥା କଣ ହୋଇପାରେ, କିନ୍ତୁ ଆଜିର କଥା କିଛି ଅଲଗା ରହିଛି । ଶିଲ୍ପା ସେଟ୍ଟୀକୁ ଜଣେ ବୃଦ୍ଧ ପୂଜାରୀ ଚୁମା ଦେଉଥିବାର ଫୋଟୋ ଦେଖିଥିବେ, ତାହା ପରେ ବାବାକୁ ଠକ କହି ବହୁତ ଦେବେଇକି ରଖିଥିଲେ ।

Image Courtesy: Google

ଏହି ଫୋଟୋକୁ ଦେଖି ଆପଣଙ୍କ ଭିତରେ ବହୁତ ନକରାତ୍ମକ କଥା ବହୁତ ଆସିଥିବ ଓ ଆପଣ ଏହାକୁ ଦେଖି କିଛି ଓଲଟା ବିଚାର ଆସିଥିବ ମନରେ । ଶିଲ୍ପା ଏହି ପୂଜାରୀକୁ ପ୍ରଣାମ କରୁଛନ୍ତି ଓ ଓ ଠିକ ତାଙ୍କ ପଛରେ ଦେବା ପ୍ରତିମା ଦେଖାଯାଉଛି । ଶିଲ୍ପା ନଗ ପଞ୍ଚମୀ ଦିନ ଏହି ମନ୍ଦିରକୁ ଯାଇଥିଲେ ସେଠିକାର ପୂଜାରୀ ସହିତ ତାଙ୍କର ପୁରୁଣା ପରିଚୟ ରହିଛି, ଏହି ସମୟରେ ପୂଜାରୀ ଶିଲ୍ପା ସହିତ ଟିକେ ମସ୍ତି କରିଥିଲେ । ଶିଲ୍ପା ପୂଜାରୀଙ୍କ ଠାରୁ ଶୁଭ କାମନା ଓ ଆଶୀର୍ବାଦ ନେଇଥିଲେ ଓ ଫୋଟୋବୀ ଉଠେଇଥିଲେ ।

Image Courtesy: Google

ଏହି ସମୟରେ ଶିଲ୍ଫା ଛୋଟୀ ପୂଜାରୀଙ୍କ ସହିତ ଫୋଟୋ ଉଠେଇ ଥିଲେ ସେ ଇବିଏସ ଦେଖି ତାଙ୍କ ଆଡକୁ ଇସାରା କରିଥିଲେ ଓ ତାଙ୍କର ପ୍ରଶଂସା କରିଥିଲେ । ମସ୍ତିଭରା ମହୋଲ ଥିଲା ନା, ଯଦି ଏଠାରେ ଖାଲି ବାବାକୁ ଠକ କହିବେ ଏହି କଥା ଅଲଗା ହୋଇପାରେ । ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *