ମୁଣ୍ଡ ଘୂରିଯିବ ଏହି ସବୁ ପ୍ରଶ୍ନରେ, ଦେଖିବା ଆପଣ କେତୋଟି ପ୍ରଶ୍ନର ଉତ୍ତର ଦେଇ ପାରୁଛନ୍ତି

ଆଜି ଆମେ ଜୀବ ଜନ୍ତୁ ମାନଙ୍କ ଉପରେ ଏମିତି କିଛି ପ୍ରଶ୍ନ କରିବା ପାଇଁ ଯାଉଛୁ ଯାହା ଆପଣଙ୍କ ମଧ୍ୟରୁ କିଛି ଲୋକ ଜାଣିଥିବେ ଓ କିଛି ଲୋକ ଜାଣିନଥିବେ, ତେବେ ଏହି ପ୍ରଶ୍ନ ଗୁଡିକ ବହୁତ ରୋମାଞ୍ଚକ ଅଟେ ଯଦି ଆପଣ ଏହି ପ୍ରଶ୍ନ ଉତ୍ତର ଗୁଡିକ ଜାଣିବେ ତେବେ ନିଜ ସାଙ୍ଗ ମାନଙ୍କୁ ନିଶ୍ଚିନ୍ତ ପଚାରିବେ ଓ ମଜା ନେଇ ପାରିବେ । ତେବେ ଆପଣ ନିଜ ସାଙ୍ଗ ମାନଙ୍କ ମଧ୍ୟରେ ବୁଦ୍ଧିମାନ ହୋଇପାରିବେ । ତେବେ ଆସନ୍ତୁ ଏହି ପ୍ରଶ୍ନ ଉତ୍ତର ଗୁଡିକ ଜାଣିବା ।

Image Courtesy: Google

ପ୍ରଶ୍ନ : କେଉଁ ପକ୍ଷୀ କେବଳ ବର୍ଷା ସମୟରେ ହିଁ ପାଣି ପିଇଥାଏ ?

ଉତ୍ତର : ଚାତକ ପକ୍ଷୀ

ପ୍ରଶ୍ନ : ପକ୍ଷୀ ମାନଙ୍କ ମଧ୍ୟରୁ କେଉଁ ପକ୍ଷୀଟି ଅଧିକ ବୁଧିମାନ ?

ଉତ୍ତର : ଆଫ୍ରିକାନ ଗ୍ରେ ପ୍ୟାରୋଟ

ପ୍ରଶ୍ନ : କେଉଁ ପକ୍ଷୀ ତାର ବେକକୁ ସଂପୂର୍ଣ୍ଣ ବୁଲାଇ ପାରେ ?

ଉତ୍ତର : ପେଚା

Image Courtesy: Google

ପ୍ରଶ୍ନ : କେଉଁ ଜୀବ ମଲା ପରେ ମଧ୍ୟ ଗଛରେ ଓହଳି ହୋଇ ରହିଥାଏ ?

ଉତ୍ତର : ସ୍ଳୋଥ

ପ୍ରଶ୍ନ : କେଉଁ ମାଛ ପଛପଟୁଆ ପହଁରି ଥାଏ ?

ଉତ୍ତର : ଟ୍ରିଗର ମାଛ

ପ୍ରଶ୍ନ : କେଉଁ ମାଛ ର ରକ୍ତ ଗରମ ?

ଉତ୍ତର : ଓପାହ ମାଛ

Image Courtesy: Google

ପ୍ରଶ୍ନ : କେଉଁ ମାଛ ତାର ମୁହଁ ରେ ପରିଶ୍ରା କରିଥାଏ ?

ଉତ୍ତର : ଗୋଦରା ଚିଙ୍ଗୁଡି

ପ୍ରଶ୍ନ : କେଉଁ କୀଟ ଲୋକଙ୍କ ମୁହଁକୁ ଚିହ୍ନି ପାରେ ?

ଉତ୍ତର : ମହୁମାଛି

ପ୍ରଶ୍ନ : କେଉଁ ମାଛର ମୁଣ୍ଡ ସବୁଠାରୁ ବଡ ହୋଇଥାଏ ?

ଉତ୍ତର : ସ୍ପେରମ ୱ୍ହେଲ

ପ୍ରଶ୍ନ : କେଉଁ ଜୀବ କେବେ ହେଲେ ଶୋଇ ନଥାଏ ?

ଉତ୍ତର : ବୁଲ ଫ୍ରଗ

ପ୍ରଶ୍ନ : ୫କେଜି ମିଟର ଦୂରରୁ ଥିବା ପାଣିକୁ କେଉଁ ଜୀବ ଶୁଙ୍ଘି ଜାଣିପାରେ ?

ଉତ୍ତର : ହାତୀ

ପ୍ରଶ୍ନ : ସେ କେଉଁ ଜାଗା ଅଟେ ଯେଉଁଠାରେ ୧୦୦ ଜଣେ ଗଲେ ୯୯ ଜଣ ଫେରିକି ଆସନ୍ତି ?

ଉତ୍ତର : ମସାଣି

ଆପଣ ମାନେ ଏମିତିକା ପ୍ରଶ୍ନ କେବେ ଶୁଣିଥିଲେ, ଆଶା କରୁଛୁ ଆପଣଙ୍କୁ ଏହି ସୂଚନା ରୋମାଞ୍ଚକ ଲାଗିଥିବ ଓ ଆପଣଙ୍କୁ ଏହି ବିପଦ ସମୟରେ କୌଣସି ପ୍ରକାର ଅସୁବିଧା ହବ ନାହିଁ, ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ ।

Leave a Reply

Your email address will not be published. Required fields are marked *