ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ୟ ପଦାର୍ଥ,ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି ।
ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ । ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ ।
ଜୋକ-୧
ଗୋଟେ କଞ୍ଜୁସ ସ୍ଵାମୀକୁ କରେଣ୍ଟ ଲାଗିଲା ….
ପତ୍ନୀ – ତମେ ଠିକ ଅଛନା…?
କଞ୍ଜୁସ – ମୁ ଠିକ ଅଛି, ତୁ ମିଟର ଦେଖ ମିଟର କେତେ ବଢିଲା …!!!
ଜୋକ-୨
ମାମା – ପୁଅ ସ୍କୁଲରୁ କେତେବେଳୁ ଆସିଲୁଣି… ?
ଛୁଆ – ଏବେ ଆସିଲି ମାମା ….
ମାମା – ଠିକ ଅଛି, କହିଲୁ ପୁଅ –
ମାଷ୍ଟରକୁ ଇଂରାଜୀରେ କଣ କୁହାଯାଏ….?
ଛୁଆ – GST
ମାମା – କଣ ପାଗଳ କି ତୁ …?
ଛୁଆ – ଆରେ ମାମା, ଜିଏସଟି ମାନେ ‘ ଗରମେଣ୍ଟ ସ୍କୁଲ ଟିଚର ‘
ଜୋକ-୩
ଗୋଟେ ମଦୁଆର ବାହାଘରରେ କାର୍ଡରେ ଲେଖାଯାଇଥିଲା,
ଚାଖନା ଆସିବ, ଦାରୁ ଆସିବ ଓ ସାରାଜମାନା ଥିବ……
ଆପଣଙ୍କୁ ମୋ ଚାଚୁର ବାହାଘରରେ ପେଗ ନେବାକୁ ପଡିବ ….!!!
ଜୋକ-୪
ପତ୍ନୀ – ଯଦି ମୁ ସମୟ ହୋଇଥାନ୍ତି ତାହେଲେ ଲୋକ ମୋର ବହୁତ କଦର କରିଥାନ୍ତେ …
ପତି – ନା, ଲୋକ ତୁମକୁ ଦେଖି ଡରିଥାନ୍ତେ…
ପତ୍ନୀ – କଣ ପାଇଁ…?
ପତି – ଲୋକ କହିଥାନ୍ତେ ଦେଖ ଖରାପ ସମୟ ଆସୁଛି …!!!
ଜୋକ-୫
ପପୁ – କୁହାଯାଏକି ଯୋଡି ସ୍ଵର୍ଗରେ ବନିକି ଆସିଥାଏ,
କଣ ତୋତେ ଜଣା ଅଛି ନର୍କରେ କଣ ହୋଇଥାଏ …?
ଗପୁ – କଣ ହୋଇଥାଏ …?
ପପୁ – ବାହାଘର ପରେ ଯାହା ଦୁର୍ଗତି ଆସିଥାଏ,
ନର୍କରେ ହିଁ ନିସ୍ପତି କରାଯାଇଥାଏ ….!!!
ଜୋକ-୬
ଓକିଲ – ହତ୍ୟା ଦିନ ରାତିରେ ତୁମ ସ୍ଵାମୀଙ୍କ ସେଶ ଶବ୍ଦ …?
ମହିଳା – ମୋର ଚଷମା କେଉଁଠି ଅଛି ସଂଗୀତା …
ଓକିଲ – ତ ଏଥିରେ ମାରିବା ଭଳି କଥା କେଉଁଠି ରହିଲା ….?
ମହିଳା – ମୋର ନାମ ରଞ୍ଜନା ଅଟେ ….!!!
ଅଦାଲତରେ ଘୋର ସନାଟା ଖେଳିଗଲା ….
ଜୋକ-୭
ପତ୍ନୀ – ତୁମର ଏହି ନର୍କରେ ତୁମର ଗୁଲାମି କରି କରି ମୁଁ ବିରକ୍ତି ହୋଇଗଲିଣି……
ଲାଗୁଛି ପୂର୍ବ ଜନ୍ମରେ ମୁଁ ବହୁତ ଖରାପ କର୍ମ କରିଥିଲି …..
ପତି – ଏବେ ତ ଭଲ କର୍ମ କର …
ନିଜ ମା ଘରକୁ ଯାଇ ମୋ ଘରକୁ ସ୍ଵର୍ଗ ବନାଅ …..!!
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।