ମଜାକଥା- ଓକିଲ- ହତ୍ୟା ଦିନ ରାତିରେ ତୁମ ସ୍ଵାମୀଙ୍କ ଶେଷ ଶବ୍ଦ …? ମହିଳା- ମୋର ଚଷମା କେଉଁଠି ଅଛି ସଂଗୀତା… ଓକିଲ- ତ ଏଥିରେ ମାରିବା ଭଳି…

ଜୀବନରେ ହସର ବହୁତ ଗୁରୁତ୍ଵପୂର୍ଣ ଭୂମିକା ରହିଛି । ହସିବ ଦ୍ଵାରା ଆମର ସବୁ ପ୍ରକାର ସମସ୍ୟାର ସମଧାନ ହୋଇଥାଏ ଯେମିତିକି ମାନସିକ ଚିନ୍ତା ଦୂର ହୋଇଥାଏ ଏହା ସହିତ ଶରୀର ସୁସ୍ଥ ରହିଥାଏ । ଖାଦ୍ୟ ପଦାର୍ଥ,ପାଣି ପବନ ଭଳି ଏହାରବି ବହୁତ ଆବଶ୍ୟକତା ରହିଛି ।

ସେଥିପାଇଁ ଆମେ ଆପଣଙ୍କ ପାଇଁ ଏହିଭଳି ମଜା କଥା ନେଇକି ଆସିଛୁ ଯାହାକୁ ପଢିଲେ ଆପଣ ଖୁସି ହେବା ସହିତ ବହୁତ ହସିଥାନ୍ତି ଏହାଦ୍ବାରା ଆପଣଙ୍କ ସ୍ଵାସ୍ଥ୍ୟକୁ ଭଲ ରଖିବାରେ ଗୁରୁତ୍ଵପୂର୍ଣ ଭୂମିକା ନିଭେଇଥାଏ । ଯଦି ଆମେ ପ୍ରତିଦିନ ହସିବାର ଅଭ୍ୟାସ କରିବା ତେବେ କୌଣସି ପ୍ରକାର ରୋଗ ହୋଇନଥାଏ ।

Image Courtesy: Google

ଜୋକ-୧

ଗୋଟେ କଞ୍ଜୁସ ସ୍ଵାମୀକୁ କରେଣ୍ଟ ଲାଗିଲା ….

ପତ୍ନୀ – ତମେ ଠିକ ଅଛନା…?

କଞ୍ଜୁସ – ମୁ ଠିକ ଅଛି, ତୁ ମିଟର ଦେଖ ମିଟର କେତେ ବଢିଲା …!!!

ଜୋକ-୨

ମାମା – ପୁଅ ସ୍କୁଲରୁ କେତେବେଳୁ ଆସିଲୁଣି… ?

ଛୁଆ – ଏବେ ଆସିଲି ମାମା ….

ମାମା – ଠିକ ଅଛି, କହିଲୁ ପୁଅ –

ମାଷ୍ଟରକୁ ଇଂରାଜୀରେ କଣ କୁହାଯାଏ….?

ଛୁଆ – GST

ମାମା – କଣ ପାଗଳ କି ତୁ …?

ଛୁଆ – ଆରେ ମାମା, ଜିଏସଟି ମାନେ ‘ ଗରମେଣ୍ଟ ସ୍କୁଲ ଟିଚର ‘

Image Courtesy: Google

ଜୋକ-୩

ଗୋଟେ ମଦୁଆର ବାହାଘରରେ କାର୍ଡରେ ଲେଖାଯାଇଥିଲା,

ଚାଖନା ଆସିବ, ଦାରୁ ଆସିବ ଓ ସାରାଜମାନା ଥିବ……

ଆପଣଙ୍କୁ ମୋ ଚାଚୁର ବାହାଘରରେ ପେଗ ନେବାକୁ ପଡିବ ….!!!

ଜୋକ-୪

ପତ୍ନୀ – ଯଦି ମୁ ସମୟ ହୋଇଥାନ୍ତି ତାହେଲେ ଲୋକ ମୋର ବହୁତ କଦର କରିଥାନ୍ତେ …

ପତି – ନା, ଲୋକ ତୁମକୁ ଦେଖି ଡରିଥାନ୍ତେ…

ପତ୍ନୀ – କଣ ପାଇଁ…?

ପତି – ଲୋକ କହିଥାନ୍ତେ ଦେଖ ଖରାପ ସମୟ ଆସୁଛି …!!!

Image Courtesy: Google

ଜୋକ-୫

ପପୁ – କୁହାଯାଏକି ଯୋଡି ସ୍ଵର୍ଗରେ ବନିକି ଆସିଥାଏ,

କଣ ତୋତେ ଜଣା ଅଛି ନର୍କରେ କଣ ହୋଇଥାଏ …?

ଗପୁ – କଣ ହୋଇଥାଏ …?

ପପୁ – ବାହାଘର ପରେ ଯାହା ଦୁର୍ଗତି ଆସିଥାଏ,

ନର୍କରେ ହିଁ ନିସ୍ପତି  କରାଯାଇଥାଏ ….!!!

ଜୋକ-୬

ଓକିଲ – ହତ୍ୟା ଦିନ ରାତିରେ ତୁମ ସ୍ଵାମୀଙ୍କ ସେଶ ଶବ୍ଦ …?

ମହିଳା – ମୋର ଚଷମା କେଉଁଠି ଅଛି ସଂଗୀତା …

ଓକିଲ – ତ ଏଥିରେ ମାରିବା ଭଳି କଥା କେଉଁଠି ରହିଲା ….?

ମହିଳା – ମୋର ନାମ ରଞ୍ଜନା ଅଟେ ….!!!

ଅଦାଲତରେ ଘୋର ସନାଟା ଖେଳିଗଲା ….

Image Courtesy: Google

ଜୋକ-୭

ପତ୍ନୀ – ତୁମର ଏହି ନର୍କରେ ତୁମର ଗୁଲାମି କରି କରି ମୁଁ ବିରକ୍ତି ହୋଇଗଲିଣି……

ଲାଗୁଛି ପୂର୍ବ ଜନ୍ମରେ ମୁଁ ବହୁତ ଖରାପ କର୍ମ କରିଥିଲି …..

ପତି –  ଏବେ ତ ଭଲ କର୍ମ କର …

ନିଜ ମା ଘରକୁ ଯାଇ ମୋ ଘରକୁ ସ୍ଵର୍ଗ ବନାଅ …..!!

ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *