ବାସ୍ତୁ ଅନୁସାରେ ଏହି ଦିଗରେ ରଖିଲେ ଆଲମୀରା, ଘରେ ହେବ ଧନର ବର୍ଷା

ପରିଶ୍ରମ ଓ ଯୋଗ୍ୟତା ଅନୁସାରେ ଆପଣଙ୍କ ଇନକମ ହେଉ ନାହିଁତ ଏହାର କାରଣ ଆପଣ ନିଜେତ ନୁହନ୍ତି । ବାସ୍ତୁ ବିଜ୍ଞାନ ଅନୁସାରେ ଆଲମୀରା କି ସିଂଦୁକ ଭୁଲ ଦିଗରେ ରଖିବା ଦ୍ଵାରା ଏହାର ପ୍ରଭାବ ଘର ମୁରବିଙ୍କ ଉପରେ ପଡିଥାଏ । ଏହା ଦ୍ଵାରା ଧନର ବୃଦ୍ଧି ହୁଏ ନାହିଁ । ସେଥି ପାଇ ଯଦି ଆପଣଙ୍କ ଘରେ ଏହି ଦୋଷ ଅଛିତ ଏହାକୁ ଜଲ୍ଦି ଠିକ କରନ୍ତୁ ।

ସୁନା ଗହଣା ଥିବା ଆଲମାରିକୁ ଯଦି ଦକ୍ଷିଣ ପାଟ କାନ୍ଥକୁ ଲଗେଇ ରଖନ୍ତିତ ତାହାକୁ ଶୁଭ ମନା ଯାଏ । ଏହା ଦ୍ଵାରା ଆଲମାରିର ମୁହଁ ଉତର ଦିଗକୁ ଖୋଲିବ, ଏହି ଦିଗରେ ଧାନର ଦେବତା କୁବେର ରହିଥାନ୍ତି ।  ଉତ୍ତର ଦିଗରେ ଆଲମାରିର ମୁହଁ ଖୋଲିବା ଦ୍ଵାରା ଧନ ଓ ଗହଣାର ବୃଦ୍ଧି ହୋଇଥାଏ ।

Image Courtesy: Google

ବାସ୍ତୁ ହିସାବରେ ପୂର୍ବ ଦିଗକୁ ଉନ୍ନତିର ଦିଗ କୁହାଯାଇଛି, ଏହି ଦିଗର ସ୍ଵାମୀ ଇନ୍ଦ୍ର ଅଟନ୍ତି ।  ଜିଏକି ଦେବତା ମାନଙ୍କର ରାଜା, ସେଥିପାଇଁ ଯେଉଁ ମାନେ ଧନ ସମ୍ପତିର ବୃଦ୍ଧିର ଆଶା ରଖିଛନ୍ତି ସେମାନେ ଆଲମାରିକୁ ପଶ୍ଚିମ କାନ୍ଥକୁ ଲଗେଇକି ରଖିବା ଉଚିତ । ଏହା ଦ୍ଵାରା ଆଲମାରିର ମୁହଁ ପୂର୍ବ ଦିଗ ଆଡକୁ ଖୋଲିବା ।

Image Courtesy: Google

ଏବଂ ଦେବରାଜଙ୍କ କୃପା ଦ୍ରୁଷ୍ଟି ସବୁବେଳେ ଆପଣଙ୍କ ଆଡକୁ ରହିବ । ଯଦି ଆଲମାରିର ମୁହଁ ଦକ୍ଷିଣ ଦିଗ ଆଡକୁ ଖୋଲୁଚିତ ଜଲ୍ଦି ଆଲମାରିର ସ୍ଥାନ ବଦଳ କରିଦିଅନ୍ତୁ । ଦକ୍ଷିଣ ଦିଗର ସ୍ଵାମୀ ଜମା ଅଟନ୍ତି, ଏହି ଦିଗରେ ଆଲମାରୀର ମୁହଁ ଖୋଲିବା ଦ୍ଵାରା  ରୋଗ ଏବଂ ଅନ୍ୟ ଜିନିଷ ଉପରେ ଧନରଖର୍ଚ ବଢିଯାଏ ।

Image Courtesy: Google

ଏହି ଦିଗରେ ଧନ ରଖିବା ଦ୍ଵାରା ଧନର ହାନି ହୋଇଥାଏ । ବାସ୍ତୁ ବିଜ୍ଞାନ ଦ୍ଵାରା ଏହି ଦିଗରେ ସୁନା ଟଙ୍କା ଗହଣା ରଖିବା ଦ୍ଵାରା ଏହାର ବୃଦ୍ଧି ଅଟକି ଯାଏ । ଏହିସବୁ ଆର୍ଥିକ ସମସ୍ୟାରୁ ସମ୍ପତିର ବୃଦ୍ଧି ପାଇଁ ଏହା ନିହାତି ଆବଶ୍ୟକକି ଆପଣଙ୍କୁ  ଆପଣଙ୍କ ଆୟର କିଛି ଭାଗ ସେଭିଙ୍ଗ ହେବା ଆବଶ୍ୟକ ।

Image Courtesy: Google

ଆପଣ ପଶ୍ଚିମ ଦିଗରେ ଆଲମାରୀକୁ ରଖନ୍ତୁ ନାହିଁ ।ବାସ୍ତୁ ବିଜ୍ଞାବାନ ଅନୁସାରେ ଏହି ଡୁଗରା ସ୍ଵାମୀ ବରୁଣକୁ ମନାଯାଏ ।  ଏଥିପାଇଁ ଏହି ଦିଗରେ ଧନ ରଖିବା ଦ୍ଵାରା ଧନ ରଖିବା ପାଇ କଠିନ ପରିଶ୍ରମ କରିବାକୁ ପଡିବ ଏବଂ ଧନ ପାଣିଭଳି ଖର୍ଚ ହୁଏ । ଏଥିପାଇଁ ଆର୍ଥିକ ସମସ୍ୟା ସବୁବେଳେ ରହିଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *