ତଳେ ବସି ଖାଉଥିବା ଲୋକ ଏହାକୁ ଥରେ ମାତ୍ର ନିଶ୍ଚୟ ପଢନ୍ତୁ 

ଭାରତୀୟ ପରମ୍ପରା ବା ହିନ୍ଦୁ ଧର୍ମରେ ଲୋକମାନେ ତଳେ ବସି ଖାଇବାକୁ ପସନ୍ଦ କରିଥାନ୍ତି । ପୂଜା ପର୍ବ ହେଉକି କୌଣସି ମନ୍ଦିରରେ ଆମେ ତଳେ ବସି ଖାଇଥାଉ । ପ୍ରତିଦିନ ଡାଇନିଙ୍ଗରେ ବସି ଖାଉଥିବ ଲୋକ ମଧ୍ୟ ସୁଯୋଗ ମିଳିଲେ ତଳେ ବସି ଖାଇବାକୁ ପସନ୍ଦ କରିଥାନ୍ତି ।

କୁହାଯାଏକି ତଳେ ବସି ଖାଇବା ଦ୍ଵାରା ଆନନ୍ଦ ମିଳିଥାଏ, ଶାସ୍ତ୍ର ଅନୁସାରେ ଭୋଜନ ସବୁବେଳେ ତଳେ ବସି କରିବା ଉଚିତ । ବନ୍ଧୁଗଣ ଆସନ୍ତୁ ଜାଣିବା ତଳେବସୀ ଖାଇବାର କାରଣ କଣ ହୋଇପାରେ । ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଅରନ୍ନକୁ ଅର୍ନପୂର୍ଣା ମା ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଥାଏ ।

Image Courtesy: Google

ସେଥିପାଇଁ ମା ଲକ୍ଷ୍ମୀଙ୍କୁ ସନମାନ ଦେବା ପାଇଁ ଯେମିତି ଠାକୁର ପୂଜା କଲାବେଳେ ତଳେ ବସି ପୂଜା କରାଯାଏ ସେହିଭଳି ଭୋଜନ କଲାବେଳେ ମଧ୍ୟ ତଳେ ବସିବା ଆବଶ୍ୟକ । ଠିଆ ହୋଇ ଖାଇଲେକି ଖାଇଲା ବେଳେ କଥାବର୍ତା ହେଲେ ମା ଲକ୍ଷ୍ମୀଙ୍କର ଅପମାନ ହୁଏ ବୋଲି ବିଶ୍ବାସ ରହିଛି ।

Image Courtesy: Google

ଏହା କରିବା ଦ୍ଵାରା ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ । ଏପରକୀ ବୈଜ୍ଞାନିକ ମାନେ ମଧ୍ୟ ଏହିକଥାକୁ ପ୍ରମାଣ କରିଛନ୍ତି ମଧ୍ୟ ତଳେବସି ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ତଳେ ବସି ଖାଇବା ଦ୍ଵାରା ଶରୀରରେ ରକ୍ତସଞ୍ଚାଳନ ଠିକ ଭାବେ ହୋଇଥାଏ ଓ ମାନସିକ ଶାନ୍ତି ମିଳିବା ସହିତ ଖାଦ୍ଯ ଭଲ ଭାବରେ ହଜମ ହୋଇଥାଏ ।

Image Courtesy: Google

ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ, ତଳେ ବସି ଖାଇବା ଦ୍ଵାରା ମତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ ରହିଥାନ୍ତି । ଘରେ କେବେବି ଧନ ଜନିତ ସମସ୍ୟା ଦେଖାଦିଏ ନହିଁ । ଯଦି ଆପଣମାନେ ମାତା ଲକ୍ଷ୍ମୀଙ୍କୁ ହୃଦୟରୁ ଭକ୍ତି କରୁଥାନ୍ତି ତାହେଲେ ଏହିକଥା ମାନିବେ । ଏହାତ ଥିଲା ତଳେ ବସି ଖାଇବାର ମହତ୍ଵ, ଆପଣ ମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣେଇବେ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *