ଏହି ୫ଟି ଲକ୍ଷଣ ଥିଲେ ପୁଅ ହିଁ ହେବ, ତେବେ ଜାଣନ୍ତୁ କଣ ଏହି ଲକ୍ଷଣ

ସନ୍ତାନ ସୁଖ ବହୁତ ବଡ ସୁଖ ହୋଇଥାଏ, ଏହି ସୁଖ ସବୁ ଦମ୍ପତି ମାନଙ୍କ ସପନ ହୋଇଥାଏ, ତେବେ ସନ୍ତାନ ସୁଖ ଠାରୁ ବଡ କୌଣସି ସୁଖ ନାହିଁ ବୋଲି ଶାସ୍ତ୍ରରେ କୁହା ଯାଇଛି । ପୁଅ ହେଉ ବା ଝିଅ ସନ୍ତାନ ସୁଖ ବହୁତ ବଡ ସୁଖ ଅଟେ, ତେବେ ଆଜି ଆମେ ଆପଣଙ୍କୁ ପୁଅ ଓ ଝିଅ ହବାର ଲକ୍ଷଣ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣ ଜାଣି ପାରିବେ ଯେ ପୁଅ ହବ ବା ଝିଅ । ତେବେ ଭାରତରେ ବୃଣ ର ଲୀଙ୍ଗ ପରୀକ୍ଷା କରିବା ଆଇନ ଗତ ଅପରାଧ ଅଟେ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ ଜଣା ପଡିବ ଯେ ଆପଣଙ୍କ ପୁଅ ହବ ବା ଝିଅ ।

Image Courtesy: Google

୧. ଯଦି ଗର୍ଭବତୀ ମହିଳାଙ୍କ ମୁହଁରେ ବହୁତ ଗୁରେ ପିମ୍ପଲ ବାହାରିଥାଏ ତେବେ କୁହା ଯାଏ ପୁଅ ହବ ବୋଲି କିନ୍ତୁ ଯଦି ଗର୍ଭବତୀ ମହିଳାଙ୍କ ମୁହଁ ସୁନ୍ଦର ହୋଇଥାଏ ତେବେ କୁହା ଯାଏ ଝିଅ ହବ ।

୨. ଯଦି ଗର୍ଭବତୀ ମହିଳାଙ୍କୁ ବାନ୍ତି ବହୁତ କମ ହେଉଛି ବା ଯାହାକୁ ମରନିଙ୍ଗସିକନେସ କୁହା ଯାଏ ତାହା ପୁଅ ପେଟରେ ରହିଲେ ବହୁତ କମ ମାତ୍ରାରେ ହୋଇଥାଏ ।

Image Courtesy: Google

୩. ଶୋଇବା ଏମିତି ଗୋଟେ ପ୍ରକ୍ରିୟା ଯାହା ଆପଣ ବଦଳି ପାରାନ୍ତି ନାହିଁ କିନ୍ତୁ ଗର୍ଭବତୀ ମହିଳାଙ୍କୁ ବାଁ କର ବା ଡାହାଣ କର ଦେଇ ଶୋଇବାକୁ ପଡିଥାଏ ଯାହା ଦ୍ଵାରା ଶିଶୁକୁ କୌଣସି ହାନି ନ ହେଉ । ତେବେ ଯେଉଁ ମହିଳା ପ୍ରାୟତାହ ବାଁ କର ଦେଇ ଶୋଇବା ପସନ୍ଦ କରନ୍ତି ବା ତାଙ୍କୁ ଆରାମ ମିଳିଥାଏ ସୋଇଥାନ୍ତି ତେବେ ଗର୍ଭରେ ପୁଅ ଅଛି ବୋଲି କୁହନ୍ତି ।

Image Courtesy: Google

୪. ଯଦି ଗର୍ଭବତୀ ମହିଳାଙ୍କୁ ରୋଷେଇରେ ବା କଞ୍ଚା ରସୁଣ ଅଦା ଗନ୍ଧ ହୋଇଥାଏ, ଏହା ଦ୍ଵାରା ତାଙ୍କ ମୁଡ ଖରାପ ହୋଇଥାଏ ମନ ବିଚଳିତ ହୋଇଥାଏ ତେବେ ପେଟରେ ପୁଅ ଅଛି ବୋଲି ବଡ ମାନେ କୁହନ୍ତି ଓ ଯଦି ଆପନାଙ୍କୁ ଏହି ସବୁ ଜିନିଷ ଗନ୍ଧାଏ ନାହିଁ ଆପାନ ଖିଆ ପିଆ ଭଲରେ କରନ୍ତି ତେବେ ଆପଣଙ୍କ ପେଟରେ ଝିଅ ଅଛି ।

Image Courtesy: Google

୫. ତେବେ ବହୁତ ଗୁଡେ ଜିନିଷ ଅଛି ଯାହା ବାସ୍ନା ମହିଳାଙ୍କୁ ଗର୍ଭା ଅବସ୍ତାରେ ଭଲ ଲାଗି ନଥାଏ ବା ଭଲ ଲାଗିଥାଏ ଏହା ଅନୁଯାଇ ଆପଣ ଜାଣି ପାରିବେ ଆପଣଙ୍କ ପେଟରେ ଝିଅ ଅଛି ବା ପୁଅ ଯେମିତିକି ଯଦି ଆପଣଙ୍କୁ ନେଲ ପଲିସ ବା କୋଲଗେଟ ବାସ୍ନା ଭଲ ଲାଗୁ ନାହିଁ ଆପଣଙ୍କୁ ଗନ୍ଧ ହେଉଛି ତେବେ ଆପଣଙ୍କ ପେଟରେ ପୁଅ ଅଛି ବୋଲି କୁହା ଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *