କରନ୍ତୁ ଲବଙ୍ଗର ଏହି ଉପାୟ ନିଶ୍ଚୟ ପୂର୍ଣ୍ଣ ହେବ ସମସ୍ତ କାର୍ଯ୍ୟ

ପୂଜା ପାଠ ଓ ଧାର୍ମିକ କାର୍ଯ୍ୟରେ ଲବଙ୍ଗର ବ୍ୟବହାର କରାଯାଇଥାଏ । ପୂଜା ସାମଗ୍ରୀ ମଧ୍ୟରୁ ଲବଙ୍ଗକୁ ଗୋଟେ ପ୍ରମୁଖ ସାମଗ୍ରୀ ଅଟେ । ଲୋକ ମସଲା ଓ ଔଷଧୀ ରୂପରେ ପ୍ରୟୋଗ କରାଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଲୋକଙ୍କ ପୂଜା ପାଠରେ ବହୁତ ଉପାୟ ବିଷୟରେ କୁହାଯାଇଛି ଯାହା କରିବା ଦ୍ଵାରା ଜୀବନରେ ସୁଖ ସମୃଦ୍ଧି ଆଣିପାରିବେ । ଯେଉଁ ଲୋକ ଉପାୟ କରିବାରେ ବିଶ୍ବାସ ରଖିଥାନ୍ତି ସେ ଏହି ଉପାୟକୁ କରିକି ଦେଖି ପାରିବେ । ଜାଣିଛନ୍ତିକି ଲବଙ୍ଗର କେଉଁ ଉପାୟ କରିବା ଦ୍ଵାରା ଘରେ ସୁଖ ସମୃଦ୍ଧି ଆସିଥାଏ ଓ ବିଗିଡିଥିବା କାମ ଠିକ ହୋଇଥାଏ ।

୫ ଟି ଲବଙ୍ଗ ଓ ୩ଟି ଇଲାଇଚିକୁ କର୍ପୁର ସହିତ ନେଇ କୌଣସି ପାତ୍ରରେ ଶନିବାର ଦିନ ଜଳାନ୍ତୁ ଓ ସେହି ଅଗ୍ନିକୁ ପୁରା ଘରେ ବୁଲାଅ ଏଥିରେ ଘରେ ନକରାତ୍ମକ ଊର୍ଜା ଘରେ ନଷ୍ଟ ହୋଇଥାଏ ଓ ସକାରାତ୍ମକର ସଂଚାର ହୋଇଥାଏ ।

Image Courtesy: Google

କର୍ପୁର ଜଳେଇବା ଦ୍ଵାରା ଯେଉଁ ବାସ୍ନା ହୋଇଥାଏ ତା ଦ୍ଵାରା ଥିବା ଜୀବାଣୁ ଓ ବିଶାଣୁ ନଷ୍ଟ ହୋଇଥାଏ । ଏଥିରେ ରୋଗ ଫେଲିବାର ଆଶଙ୍କା କାମ ଥାଏ । ଯଦି କୌଣସି ଚାକିରି ପାଇଁ ସାକ୍ଷାତକାର କରିବାକୁ ଯାଉଛନ୍ତିତ ମୁହଁରେ ଗୋଟେ ଲବଙ୍ଗର ଯୋଡା ପକାଇ ଯାଆନ୍ତୁ । ଯେବେ ସେହି ସ୍ଥାନରେ ପହଞ୍ଚି ଯାଉଛନ୍ତି ଲବଙ୍ଗର ଟୁକୁଦାକୁ ମୁହଁରୁ ବାହାର କରି ଦିଅନ୍ତୁ । ଇନ୍ଟରଭିଉରେ ସଫଳତା ପାଇଁ ପ୍ରାର୍ଥନା କରି ଭିତରକୁ ଯାଆନ୍ତୁ, କୁହାଯାଇ ଏଥିରେ ସଫଳତା ମିଳିଥାଏ ।

Image Courtesy: Google

ଯଦି ଆପଣ ବହୁତ ପରିଶ୍ରମ କରୁଛନ୍ତି ଓ ତା ପରେବୀ ଆପଣଙ୍କୁ ତାର ହିସାବରେ ଫଳ ପ୍ରାପ୍ତି ହେଉନାହିଁ, ଓ ସବୁ ସମୟରେ ଅସୁବିଧା ଘେରି ରହୁଛି, ତ ମଙ୍ଗଳ ବାରରେ ହନୁମାନଜିଙ୍କ ସାମ୍ନାରେ ଗୋଟିଏ ଲବଙ୍ଗର ଯୋଡା ପକାଇ ସୋରିଷ ତେଲରେ ଦୀପ ଜଳାନ୍ତୁ, ଏହା ସହିତ ହନୁମାନ ଚାଲିସର ପାଠ କରନ୍ତୁ । ତାପରେ ଭଗବାନଙ୍କ ସାମ୍ନାରେ ପ୍ରାର୍ଥନା କରନ୍ତୁ ଓ କାର୍ଯ୍ୟ କ୍ଷେତ୍ରରେ ମନ ଲଗାଇ ପରିଶ୍ରମ କରନ୍ତୁ ।

Image Courtesy: Google

ଆପଣଙ୍କ ଅସୁବିଧା ଦୂର ହେବ । ଯଦି ଆପଣଙ୍କ ଧନ କେଉଁଠି ଅଟକିକି ରହିଛି କି ଆପଣ କାହାକୁ ଉଧାର ଦେଇଛ ଓ ବ୍ୟକ୍ତି ଧନକୁ ଫେରାଉ ନହିଁ, ତ ତାକୁ ପାଇବା ପାଇଁ ଲବଙ୍ଗର ଉପାୟ କରନ୍ତୁ । ପୁର୍ଣିମା କି ଅମାବାସ୍ୟା ରାତି ସମୟରେ କର୍ପୁର ଓ ୨୧ ଲବଙ୍ଗରେ ମା ଲକ୍ଷ୍ମୀଙ୍କ ଧ୍ୟାନ କରି ହବନ କରନ୍ତୁ । ମା ଲକ୍ଷ୍ମୀଙ୍କ ସାମ୍ନାରେ ପୁରା ବିଶ୍ଵାସର ସହିତ ପ୍ରାର୍ଥନା କରନ୍ତୁ ।

Leave a Reply

Your email address will not be published. Required fields are marked *