ଆପଣମାନଙ୍କୁ ଯୋକ୍ସ ଶୁଣିବାକୁ ବହୁତ ପସନ୍ଦ ହୋଇଥିବ ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଯୋକ୍ସ କହିବାକୁ ଯାଉଛୁ ଯାହା ଶୁଣି ଆପଣ ନିଜ ହସ କଣ୍ଟ୍ରୋଲ କରି ପାରିବେ ନାହିଁ, ତେବେ କିଛି ଯୋକ୍ସ ଏମିତି ହୋଇଥାଏ ଯାହା ଯେତେ ଥର ଶୁଣିଲେ ମଧ୍ୟ ହସ ଲାଗିଥାଏ ଓ ଏହି ଭଳି ହସ ବେଲୁନ ଆଜି ଆମେ ଆପଣ ମାନଙ୍କ ପାଇଁ ଆଣିଛୁ ଯାହା ଫୁଟିଲା ପରେ ଆପଣଙ୍କ ହସ ଆଉ କଣ୍ଟ୍ରୋଲ ହବ ନାହିଁ । ତେବେ ଆସନ୍ତୁ ଆରମ୍ଭ କରିବା ।
୧. ଗୋଲୁ – ସେହି ଲୋକ ଯିଏ ଅଫିସରେ ଅଧିକ କାମ କରନ୍ତି ସେ କଣ ଅଧିକ ପରିଶ୍ରମ କରନ୍ତି ?

ମୋନୁ – ନା ?
ଏମିତି ଲୋକ ସ୍ତ୍ରୀ ଦ୍ଵାରା ସମସ୍ଯାରେ ଅଛନ୍ତି ନଚେତ ଅଫିସରେ କାହା ସହ ବ୍ୟସ୍ତ ଅଛନ୍ତି ।
୨. ସନ୍ତା – ଆରେ ଏଇ ମୋବାଇଲ ମତେ କଙ୍ଗାଳ କରି ଦବ ।
ବନ୍ତା – କଇଁ କଣ ହେଲା ??
ସନ୍ତା – ବାରମ୍ବାର ଦେଇଖାଉଛି ବେଟ୍ରି ଲୋ ମୁଁ ବର୍ତମାନ ପର୍ଯ୍ୟନ୍ତ ୫୦ଟି ବେଟ୍ରି ନେଇ ସାଇଲିଣି ।
୩. ପପ୍ପୁ ନିଜ ସାଙ୍ଗ ଗପୁ କୁ ପଚାରିଲା – ତୁ ମୋ ଜାମୁ କୋଳି ଗଛ ତଳେ ଗୋଲାପ ଗଛ କଣ ପାଇଁ ଲଗଉଛୁ ??
ଗପୁ କହିଲା – କାହିଁକିନା ଏହି ଦୁଇ ଗଛ ମିଶି ଆମକୁ ଗୋଲାପଜାମୁ ଦେବେ

୪. ପ୍ରେମୀ ପ୍ରେମିକା କଥା ହାଉଥିଲେ
ପ୍ରେମୀ କହିଲା – ଆମେ ଦୁହେଁ ଏକାଠି ରହିବା ଓ ଦେଖିବା ଯଦି ଆମ ଭାବନା ମିଶିବ ତେବେ ଆମେ ବିବାହ କରିବା ନଚେତ କୌଣସି ଭୁଲ ହେଲେ ଆମେ ଅଲଗା ହୋଇଯିବା ।
ପ୍ରେମିକା ଆଶ୍ଚର୍ଯ୍ୟ ହୋଇ ପଚାରିଲା – ଯଦି ଆମେ ଅଲଗା ହୋଇଯିବୁ ତେବେ ଆମ ଭୁଲ କାହା ପାଖରେ ରହିବ ?

୫. ଗୋଟେ ନେପାଲି ଚାକର ନିଜ ମାଲିକକୁ ସକାଳେ ସକାଳେ କହିଲା – ଶାବ ଜି ମୋଟର ଖରାପ ହୋଇଯାଇଛି ।
ମାଲିକ ସମସ୍ଯାରେ – ଏବେ କଣ କରିବି କେମିତି ଗାଧେଇବି ସକାଳେ ସକାଳେ ମୋଟର ଖରାବ ହୋଇଗଲା ?
ଚାକର – କଣ କରିବି ଶାବ ଜି ? ଫୋପାଡି ଦେବୀ ?
ମାଲିକ କହିଲା – ପାଗଳ ନା କଣ ? ସନ୍ଧ୍ୟା ପର୍ଯ୍ୟନ୍ତ ଠିକ କରେଇ ଦେବୀ ।
ଚାକର – ଠିକ ଅଛି ଶାବ ତାହେଲେ ଆଜି ଆଳୁ ମୋଟର ବଦଳରେ ଗୋବୀ ପକେଇ ଦଉଛି ।
୬. ଗପୁ ନିଜ ସ୍ତ୍ରୀ ଅଫିସକୁ ଗଲା ଓ ଦେଖିଲା ଯେ ତା ସ୍ତ୍ରୀ ନିଜ ବସ କୋଳରେ ବସିଛି ।
ଗପୁ କହିଲା – ଚାଲ ଗୋପିକା, ଘରେ ଚାଲ ଏମିତି ଜାଗାରେ କାମ କରିବା ଦରକାର ନାହିଁ ଯେଉଁଠି ଷ୍ଟାଫକୁ ବସିବା ପାଇଁ ଚେଅର ନାହିଁ ।
ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।