ବାଛନ୍ତୁ ନିଜ ପସନ୍ଦ ଫ୍ଲେବରର ଗୋଟେ ଆଇସକ୍ରିମ ଓ ଜଣନ୍ତୁ ନିଜ ବିଷୟରେ କିଛି ମଜାଳିଆ କଥା

ଆଜିକା ସମୟରେ ମଣିଷ ଏତେ ଗୋପନୀୟ ହୋଇଯାଇଛି ଯେ କେହି କାହାକୁ ମାପି ପାରନ୍ତି ନାହିଁ, କେତେବେଳେ କାହା ମନରେ କଣ ଚାଲିଛି ତାହା ଭଗବାନ ଓ ତା ଛଡା ଅନ୍ୟ କେହି ଜାଣି ନଥାନ୍ତି, ତେବେ ମଣିଷ ଯାହାକୁ ଭଲ ପାଇଥାଏ ଓ ଯାହା ସହ ଶତ୍ରୁତା କରିଥାଏ ତା ବିଷୟରେ ଜାଣିବା ପାଇଁ ସବୁବେଳେ ଇଛୁକ ହୋଇଥାଏ । ଆଜି ଆମେ ଆପଣଙ୍କୁ ଗୋଟେ ସାମାନ୍ଯ କଥା ଦ୍ଵାରା ଲୋକଙ୍କ ସ୍ଵଭାବ ବିଷୟରେ କହିବାକୁ ଯାଉଛୁ ।

ତେବେ ଆସନ୍ତୁ ଜାଣିବା ଆପଣଙ୍କୁ ଏହି ୫ଟି ଆଇସ କ୍ରିମ ଫ୍ଲେବର ମଧ୍ୟରୁ ଗୋଟେ ବାଛିବାକୁ ହବ ଓ ଆପଣଙ୍କ ପସନ୍ଦ ଅନୁଯାଇ ଆମେ ଆପଣଙ୍କୁ ଆପଣଙ୍କ ବ୍ୟକ୍ତିତ୍ବ ବିଷୟରେ କିଛି ମଜାଳିଆ କଥା କହିବୁ ।

Image Courtesy: Google

୧. ଯେଉଁ ବ୍ୟକ୍ତି ମାନେ ଭାନିଲା ଫ୍ଲେବର ପସନ୍ଦ କରିଛନ୍ତି, ସେହି ଭଳି ଲୋକ ବହୁତ ସଫା ମନର ହୋଇଥାନ୍ତି ଏହି ଭଳି ଲୋକଙ୍କୁ କେବେ ଅନ୍ୟ ମାନଙ୍କ ଖ୍ଯାତି ବିଷୟରେ ଭାବନା ଆସି ନଥାଏ ।

୨. ଯେଉଁ ବ୍ୟକ୍ତି ମାନେ ଷ୍ଟ୍ରବେରି ଫ୍ଲେବର ପସନ୍ଦ କରିଛନ୍ତି ଏହି ଭଳି ବ୍ୟକ୍ତି ବହୁତ ସହନଶୀଳ ହୋଇଥାନ୍ତି, ତେବେ ଏହି ଭଳି ବ୍ୟକ୍ତି କେବେ ଝଗଡା ବା ଉଞ୍ଚା ସ୍ଵରରେ କାହା ସହ କଥା ହୁଅନ୍ତି ନାହିଁ । ଏହି ଭଳି ବ୍ୟକ୍ତି ବହୁତ ବିଚାରଶୀଳ ମଧ୍ୟ ହୋଇଥାନ୍ତି କୌଣସି କାମ କରିବା ଆଗରୁ ହଜାର ଥର ଚିନ୍ତା କରନ୍ତି ।

Image Courtesy: Google

୩. ଯଦି ଆପଣ ଚକଲେଟ ଫ୍ଲେବର ପସନ୍ଦ କରିଛନ୍ତି, ତେବେ ଆପଣ ବହୁତ ଡ୍ରାମେ ବାଜ ଲୋକ ଅଟନ୍ତି, ଆପଣ ନିଜ ଭାବନା କାହାକୁ ବ୍ୟକ୍ତ କରନ୍ତି ନାହିଁ । ଆପଣଙ୍କ ମଜାଳିଆ ସ୍ଵଭାବ ଲୋକଙ୍କୁ ବହୁତ ପସନ୍ଦ ଆସିଥାଏ ଓ ସେଥିପାଇଁ ଆପଣଙ୍କ ସାଙ୍ଗ ବହୁତ ଅଧିକ ଅଛନ୍ତି ।

୪. ଯଦି ଆପଣଙ୍କୁ ଚକଲେଟ ଚିପ ଫ୍ଲେବର ବହୁତ ପସନ୍ଦ ଅଟେ ତେବେ ଆପଣଙ୍କ ବ୍ୟକ୍ତିତ୍ବ ସମସ୍ତଙ୍କ ଠାରୁ ଭିନ୍ନ ଅଟେ । ତେବେ ଆପାନ ପ୍ରତିସ୍ପର୍ଦ୍ଧା ରେ ବିଶ୍ଵାସ ରଖନ୍ତି ଓ ଆପଣଙ୍କ ଭିତରେ ଆତ୍ମ ବିଶ୍ଵାସ ବହୁତ ଅଧିକ ଅଟେ । ଏହା ଛଡା ଆପଣ ବହୁତ କ୍ରୋଧୀ ବ୍ୟକ୍ତି ଅଟନ୍ତି ଆପଣଙ୍କୁ ଅନ୍ୟ ମାନଙ୍କ ଉପରେ ବହୁତ ଶୀଘ୍ର ରାଗ ଆସିଥାଏ କିନ୍ତୁ ସେତେ ଶୀଘ୍ର ରାଗ ସାନ୍ତ ମଧ୍ୟ ହୋଇଥାଏ ।

Image Courtesy: Google

୫. ଯଦି ଆପଣ ବଟର ସ୍କଚ ଫ୍ଲେବର ପସନ୍ଦ କରିଛନ୍ତି, ତେବେ ଆପଣ ମାନେ ସାଙ୍ଗ ବନେଇବାରେ ବହୁତ ଭାବି ଚିନ୍ତି କାମ କରନ୍ତି, ଆପାନ ହଟାତ କାହାକୁ ଦେଖା କଲେ ତା ସହ ଏତେ ମିଶି ପାରନ୍ତି ନାହିଁ । ଆପଣମାନେ ବହୁତ ସମର୍ପିତ ପ୍ରେମୀ ହୋଇଥାନ୍ତି, ଏହା ଛଡା ଆପଣ ଯେଉଁ ଜାଗାରେ ରୁହନ୍ତି ଶେଠୀ ଆପଣ ଆକର୍ଷଣ କେନ୍ଦ୍ର ହୋଇ ରହିବା ପସନ୍ଦ କରନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *