ଯାହାବି କାମ ଅଛି ତୁରନ୍ତ ସାରନ୍ତୁ! ଏହି ମାସରେ ୧୩ ଦିନ ପାଇଁ ବନ୍ଦ ରହିବ ବ୍ଯାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ

ଅକ୍ଟୋବର ମାସରେ ବ୍ୟାଙ୍କରେ ବହୁତ ଗୁଡିଏ ପରିବର୍ତନ ହେଉଛି ଯାହା ବିଷୟରେ ଆପଣ ଜାଣି ରଖନ୍ତୁ, ତେବେ ଏବେ ତିନିଦିନ ତଳେ ବ୍ଯାଙ୍କ ବନ୍ଦ ଥିଲା ଓ ଆଗକୁ ଆହୁରି ୧୦ ଦିନ ମଧ୍ୟ ବନ୍ଦ ରହିବ । ଏହା ପୂର୍ବରୁ ଯାହା କାମ ଅଛି ସାରି ଦିଅନ୍ତୁ । ନହେଲେ ଆପଣଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିପାରେ ।

ଏହି କରୋନା ଭାଇରସ ଲାଗି ଲୋକ ବହୁତ ହଇରାଣ ହେଉଛନ୍ତି କାରଣ ଏହି ମହାମାରୀ ବହୁତ ଅଧିକା ବ୍ୟାପୀ ଗଲାଣି । ଏବେ ବ୍ୟାଙ୍କରେ ବହୁତ ବଡ ପରିବର୍ତନ ହେବାକୁ ଯାଉଛି । କାରୋନା ମହାମାରୀକୁ ରୋକିବା ପାଇଁ ସରକାର ଲକଡାଉନ କରିଥିଲେ ।

Image Courtesy: Google

ପରେ ଅଧିକ ହେବାରୁ ସରକାର ସଟଡାଉନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଥିଲେ । ଲକ ଡାଉନ ପ୍ରକ୍ରିୟା ଲାଗି ଲୋକ ମାନେ କୁଆଡେ ଯାଇପାରିଲେନି, କାମଧନ୍ଦା ମଧ୍ୟ ସେଥି ଲାଗି ବନ୍ଦ ହୋଇଗଲା । ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଲେ ଓ ଏବେ ବି ବହୁତ ଅସୁବିଧା ଭୋଗୁଛନ୍ତି । ସେହି କାରଣରୁ ସରକାର ପୁଣି ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

Image Courtesy: Google

ତେବେ ବ୍ଯାଙ୍କରେ ମଧ୍ୟ କରୋନାର ତାଣ୍ଡବ ଦେଖିବାକୁ ମିଳିଛି । ବହୁତ ବ୍ଯାଙ୍କ କର୍ମୀ ମାନେ କରୋନା ପଜିଟିଭ ବାହାରିଲେଣି । ଯାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏହା ପରେ ସରକାର ବ୍ୟାଙ୍କ ଅନେକ ପରିବର୍ତନ ଆଣିଛନ୍ତି । ଏହି ଅକ୍ଟୋବର ମାସରେ ବହୁତ ପୂଜା ପର୍ବାଣି ଲାଗି ବହୁତ ଛୁଟି ରହିଛି । ସେମିତିରେ ପ୍ରତିମାସରେ ଦ୍ଵିତୀୟ, ଚତୁର୍ଥ ଶନିବାର ଛୁଟି ରହିଥାଏ । ପୁଣି ସରକାରଙ୍କ ତରଫରୁ ପ୍ରତି ରବିବାର ଛୁଟି ରହିଥାଏ ।

Image Courtesy: Google

କରୋନା ମହାମାରୀ ଲାଗି ପୁଣି ଶୁକ୍ରବାର ଛୁଟି ରହିବ । ଏହି ମାସରେ ଦଶହରା ବହୁତ ବଡ ପର୍ବ ରହିଛି । ଏହି ମାସରେ ସବୁଠୁ ଅଧିକ ଛୁଟି ମାନେ ୧୩ ଦିନ ଛୁଟି ରହିଛି । ଏହି ଛୁଟି ଆରମ୍ଭ ହୋଇଛି ଅକ୍ଟୋବର ୨ ରୁ  ଗାନ୍ଧୀ ଜୟନ୍ତୀ ଥିଲା । ଆଉ ବହୁତ ପର୍ବ ମଧ୍ୟ ରହିଛି ଯେମିତିକି ଲକ୍ଷ୍ମୀ ପୂଜା, ମହମ୍ମଦ ଜୟନ୍ତୀ, ମାହାଦେବୀ ଅମ୍ବିକା ମହାଳୟା ଓ ସପ୍ତମୀ ପୂଜା, ଅଷ୍ଟମୀ ପୂଜା, ନବମୀ ପୂଜା, ଦଶହରା, କୁମାର ପୁର୍ଣିମା, ଇଦ ଉଲ ଜୁହା ଆଦି ବହୁତ ଛୁଟି ରହିଛି । ତେବେ ଏହି ସମୟରେ ସରକାର କହିଛନ୍ତି ବ୍ୟାଙ୍କ ଏଟିଏମରେ ସବୁବେଳେ ଟଙ୍କା ରହିବ ।

Leave a Reply

Your email address will not be published. Required fields are marked *