ଗୁରୁବାର ଦିନ ବୃହସ୍ପତି ଓ ଭଗବାନ ବିଷ୍ଣୁଙ୍କ ଦିନ ହୋଇଥାଏ । ଏହି ଦିନରେ ବୃହସ୍ପତି ଗ୍ରହ ଓ ଭଗବାନ ବିଷ୍ନୁଙ୍କ ପୂଜା କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହା ସହିତ ଜୀବନରେ ସବୁ ସମସ୍ୟା ଦୂର ହୋଇଥାଏ । ଗୁରୁବାରରେ କଣ କରିବା ଦରକାର ଓ କଣ କରିବା ଦରକାର ନୁହେଁ ଏହାର ଉଲେଖ ଲାଲ କିତାବରେ କରାଯାଇଛି ।
ଲାଲ କିତାବ ଅନୁସାରେ ଲୋକ ଗୁରୁବାର ଦିନ ତଳେ କୁହାଯାଇଥିବା କଥାକୁ କରିଥାନ୍ତି ତାଙ୍କର ଭାଗ୍ୟ ଅନ୍ଧକାର ହୋଇଥାଏ ଓ ଜୀବନରେ ସଙ୍କଟ ଆସିଥାଏ । ସେଥିପାଇଁ ଗୁରୁବାର ଦିନ ତଳେ କୁହାଯାଇଥିବା କାମ କରିବେ ନାହିଁ ।
ଗୁରୁବାରରେ ଏହି କାମ କରିବା ଉଚିତ ନୁହେଁ
ନଖ କାଟନ୍ତୁ ନାହିଁ- ଗୁରୁବାରରେ ନଖ ନ କାଟିବା ପାଇଁ ଲାଲ କିତାବରେ କୁହାଯାଇଛି । ଏହି କିତାବ ଅନୁସାରେ ଯେଉଁ ଲୋକ ଗୁରୁବାରରେ ନଖ କାଟିଥାନ୍ତି ତାଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ଓ ପରିବାରରେ ସବୁବେଳେ ଦୁଃଖର ମାହୋଲ ବନି ଥାଏ । ଶେଠୀ ଲାଗି ଗୁରୁବାରରେ ନଖ କାଟିବାର ଭୁଲ କରିବେ ନାହିଁ ।
କେସ କାଟିବା – ଗୁରୁବାରରେ କେସ କାଟିବା ଦ୍ଵାରା ଧନର ହାନି ହୋଇଥାଏ ଓ ଘରେ ଲକ୍ଷ୍ମୀ ମାଙ୍କ ବାସ ହୋଇନଥାଏ । ଶେଠୀ ଲାଗି ଲୋକ ଗୁରୁବାରରେ କେସ କାଟିବା ଓ ଦାଢି କାଟିବା ବର୍ଜିତ ରହିଛି । ଏମିତି କରିବା ଦ୍ଵାରା ବୃହସ୍ପତି ଗ୍ରହ କମଜୋର ହୋଇଥାଏ । ଏହି ଗ୍ରହ କମଜୋର ହେଲେ ଜୀବନରେ ଦୁଖ ଚିନ୍ତା ଆସିଥାଏ ।
କେସ ଧୋଇବେ ନାହିଁ – ମହିଳା ମାନେ ଗୁରୁବାର ଦିନ କେସ ଧୋଇବା କଥା ନୁହେଁ । କୁହାଯାଏକି ଏହି ଦିନରେ ଯେଉଁ ମହିଳା କେସ ଧୁଅନ୍ତି, ତାଙ୍କ ଘର ସଦସ୍ୟଙ୍କ ମୃତ୍ୟୁ ଜଲ୍ଦି ହୋଇଥାଏ । ଶେଠୀ ପାଇଁ ଗୁରୁବାରରେ କେସ ଧୋଇବାର ଭୁଲ କରିବେ ନାହିଁ । କପଡା ମଧ୍ୟ ସଫା କରିବେ ନାହିଁ ।
ପୋଛା ମଧ୍ୟ ମାରିବେ ନାହିଁ – ଏହି ଦିନରେ ଘର ପୋଛିଲେ ମା ଲକ୍ଷ୍ମୀ ରାଗନ୍ତି । ଘରେ ପଇସାର ଅଭାବ ହୋଇଥାଏ । ଏହା ସହିତ ଘର ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।
କଦଳୀ ଖାଇବେ ନାହିଁ – ଏହି ଦିନରେ କଦଳୀର ସେବନ କରିବା କଥା ନୁହେଁ, କଦଳୀର ସେବନ କରିବା ଦ୍ଵାରା ବୃହସ୍ପତି ଗ୍ରହ କମଜୋର ହେବାକୁ ଲାଗିଥାଏ । ବାସ୍ତବରେ କଦଳୀ ଗଛ ବୃହସ୍ପତି ଗ୍ରହ ସହିତ ଜଡିତ ଅଛି, ସେଥିପାଇଁ ଗୁରୁବାରରେ କଦଳୀ ଗଛର ପୂଜା କରାଯାଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।