ପ୍ରଥମ ପ୍ରେମ ଗୋଟେ ଏମିତି ଅନୁଭବ ହୋଇଥାଏ ଯାହା ସବୁବେଳେ ଆମର ମନରେ ରହିଥାଏ ଓ ସବୁ ମଣିଷ କେବେ ନା କେବେ ପ୍ରଥମ ପ୍ରେମର ଅନୁଭବ ଥାଏ । ପ୍ରଥମ ପ୍ରେମ ବିନା ବୁଝି ବିଚାରୀ ହୋଇଯାଏ । ହୋଇପାରେ ପ୍ରଥମ ପ୍ରେମ ଲକ୍ଷସ୍ଥଳରେ ପହଞ୍ଚି ପାରିନଥାଏ ।
କୁହାଯାଏକି ପ୍ରେମର ମନେ ଏହା ନୁହେଁକି ପାଇବା କିଛି ପାଇକି ହଜେଇବାକୁ ମଧ୍ୟ ପ୍ରେମ କୁହାଯାଏ । ବିବାହ ପରେ ମଧ୍ୟ ପ୍ରଥମ ପ୍ରେମକୁ ଭୁଲୁ ନଥାନ୍ତି ଏହି ନାମର ଝିଅ ମାନେ, ପ୍ରଥମ ପ୍ରେମକୁ ସବୁବେଳେ ମନେ ପକାଇଥାନ୍ତି ।
ଏହି କଥା ପୁରା ସତ ଅଟେ ପ୍ରଥମ ପ୍ରେମ ମଣିଷକୁ ବହୁତ କିଛି ଶିଖାଇ ଦେଇଥାଏ । ଓ ପ୍ରଥମ ପ୍ରେମକୁ ଚାହିଁଲେବି ଭୁଲି ହୁଏନି, ତାପରେ ମଧ୍ୟ ଆଉ କାହା ସହିତ ଭଲପାଇବା ହେଲେ ମଧ୍ୟ । ଆଜି ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁ ମନେ ବିବାହ କରି ବହୁଆ ଖୁସି ଅଛନ୍ତି କିନ୍ତୁ ଯେଉଁଠି କଥା ଆସେ ପ୍ରଥମ ପ୍ରେମର ଆଜି ମଧ୍ୟ ପ୍ରଥମ ପ୍ରେମକୁ ଭୁଲି ହୋଇନି ।
M ନାମ ବାଲି ଝିଅ
ଏମ ନାମ ବାଲି ଝିଅ ମନେ ସ୍ଵଭାବ ବହୁତ ଭଲ ହୋଇଥାଏ ଓ ଜଲ୍ଦି ଏମାନେ କାହାକୁ ନିଜର କରିପାରନ୍ତି ନହିଁ କିନ୍ତୁ ଯଦି କାହା ଉପରେ ଥରେ ଏମାନଙ୍କ ହୃଦୟ ଆସିଗଲା ସେମଣିଷ ହି ଏମାନଙ୍କ ଜୀବନ ବନିଯାଇଥାଏ ଓ ସେହି ଝିଅମାନେ ଏମାନଙ୍କୁ ବହୁତ ପ୍ରେମ କରିଥାନ୍ତି । ଏହାଛଡା ଯଦି ଏମାନଙ୍କ ବିବାହ କୌଣସି କାରଣ ବଶତ ଅନ୍ୟ କାହା ସହିତ ହୋଇଥାଏ, ଏମାନେ ଜୀବନ ସାରା ପ୍ରଥମ ପ୍ରେମକୁ ଭୁଲି ପାରିନଥାନ୍ତି ଓ ତାକୁ ସବୁବେଳେ ମନେ ପକାଇଥାନ୍ତି ।
R ନାମ ବାଲି ଝିଅ
ଏହି ନାମର ଝିଅଙ୍କ ପାଖରେ ପ୍ରେମ କରିବାର ଅନୋଖି କଳା ରହିଥାଏ ଓ ଏମାନେ ଜ୍କାହା ସହିତ ପ୍ରେମରେ ଥାନ୍ତି ସେ ତାକୁ ମରିବା ପର୍ଯ୍ୟନ୍ତ ଭୁଲିପାରିନଥାନ୍ତି ଓ କେବେ କେବେ ତାଙ୍କର ଏହି ପ୍ରେମ ତାଙ୍କର କମଜୋରି ହୋଇଥାଏ ଯାହାର ଲୋକ ଫାଇଦା ମଧ୍ୟ ଉଠାଇ ଥାନ୍ତି । ଏହିନାମର ଝିଅମାନେ ବିବାହ ପରେ ମଧ୍ୟ ନିଜ ପ୍ରଥମ ପ୍ରେମକୁ ଭୁଲି ପାରିନଥାନ୍ତି ଓ ସବୁବେଳେ ତାଙ୍କୁ ହୃଦୟରେ ରଖିଥାନ୍ତି ।
S ନାମବାଲି ଝିଅ
ଏହିନାମର ଝିଅ ମନେ ସ୍ବଭାବରେ ବହୁତ ନଟଖଟି ହୋଇଥାନ୍ତି ଓ ତାଙ୍କ ଝଗଡାରେ ଭଲ ପାଇବା ରହିଥାଏ । ପ୍ରେମ ମାମଲାରେ ଏମାନେ ବହୁତ ସିରିଏସ ହୋଇଥାନ୍ତି ଓ ଯାହାକୁ ଥରେ ଭଲ ପାଇଥାନ୍ତି ସେ ତାଙ୍କୁ କେବେବି ଭୁଲି ପାରି ନଥାନ୍ତି ଓ ସବୁବେଳେ ଭାବିଥାନ୍ତି ତାଙ୍କ ବିଷୟରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।