ବିବାହ ପରେ ମଧ୍ୟ ଭୁଲି ନଥାନ୍ତି ପ୍ରଥମ ପ୍ରେମକୁ ଏହି ନାମର ଝିଅ ମାନେ, ପ୍ରେମୀକୁ ସବୁବେଳେ ପକାନ୍ତି ମନେ

ପ୍ରଥମ ପ୍ରେମ ଗୋଟେ ଏମିତି ଅନୁଭବ ହୋଇଥାଏ ଯାହା ସବୁବେଳେ ଆମର ମନରେ ରହିଥାଏ ଓ ସବୁ ମଣିଷ କେବେ ନା କେବେ ପ୍ରଥମ ପ୍ରେମର ଅନୁଭବ ଥାଏ । ପ୍ରଥମ ପ୍ରେମ ବିନା ବୁଝି ବିଚାରୀ ହୋଇଯାଏ । ହୋଇପାରେ ପ୍ରଥମ ପ୍ରେମ ଲକ୍ଷସ୍ଥଳରେ ପହଞ୍ଚି ପାରିନଥାଏ ।

କୁହାଯାଏକି ପ୍ରେମର ମନେ ଏହା  ନୁହେଁକି ପାଇବା କିଛି ପାଇକି ହଜେଇବାକୁ ମଧ୍ୟ ପ୍ରେମ କୁହାଯାଏ । ବିବାହ ପରେ ମଧ୍ୟ ପ୍ରଥମ ପ୍ରେମକୁ ଭୁଲୁ ନଥାନ୍ତି ଏହି ନାମର ଝିଅ ମାନେ, ପ୍ରଥମ ପ୍ରେମକୁ ସବୁବେଳେ ମନେ ପକାଇଥାନ୍ତି ।

Image Courtesy: Google

ଏହି କଥା ପୁରା ସତ ଅଟେ ପ୍ରଥମ ପ୍ରେମ ମଣିଷକୁ ବହୁତ କିଛି ଶିଖାଇ ଦେଇଥାଏ । ଓ ପ୍ରଥମ ପ୍ରେମକୁ ଚାହିଁଲେବି ଭୁଲି ହୁଏନି, ତାପରେ ମଧ୍ୟ ଆଉ କାହା ସହିତ ଭଲପାଇବା ହେଲେ ମଧ୍ୟ । ଆଜି ମଧ୍ୟ ବହୁତ ଲୋକ ଅଛନ୍ତି ଯେଉଁ ମନେ ବିବାହ କରି ବହୁଆ ଖୁସି ଅଛନ୍ତି କିନ୍ତୁ ଯେଉଁଠି କଥା ଆସେ  ପ୍ରଥମ ପ୍ରେମର ଆଜି ମଧ୍ୟ ପ୍ରଥମ ପ୍ରେମକୁ ଭୁଲି ହୋଇନି ।

M ନାମ ବାଲି ଝିଅ

Image Courtesy: Google

ଏମ ନାମ ବାଲି ଝିଅ ମନେ ସ୍ଵଭାବ ବହୁତ ଭଲ ହୋଇଥାଏ ଓ ଜଲ୍ଦି ଏମାନେ କାହାକୁ ନିଜର କରିପାରନ୍ତି ନହିଁ କିନ୍ତୁ ଯଦି କାହା ଉପରେ ଥରେ ଏମାନଙ୍କ ହୃଦୟ ଆସିଗଲା ସେମଣିଷ ହି ଏମାନଙ୍କ ଜୀବନ ବନିଯାଇଥାଏ ଓ ସେହି ଝିଅମାନେ ଏମାନଙ୍କୁ ବହୁତ ପ୍ରେମ କରିଥାନ୍ତି । ଏହାଛଡା ଯଦି ଏମାନଙ୍କ ବିବାହ କୌଣସି କାରଣ ବଶତ ଅନ୍ୟ କାହା ସହିତ ହୋଇଥାଏ, ଏମାନେ ଜୀବନ ସାରା ପ୍ରଥମ ପ୍ରେମକୁ ଭୁଲି ପାରିନଥାନ୍ତି ଓ ତାକୁ ସବୁବେଳେ ମନେ ପକାଇଥାନ୍ତି ।

R ନାମ ବାଲି ଝିଅ

Image Courtesy: Google

ଏହି ନାମର ଝିଅଙ୍କ ପାଖରେ ପ୍ରେମ କରିବାର ଅନୋଖି କଳା ରହିଥାଏ ଓ ଏମାନେ ଜ୍କାହା ସହିତ ପ୍ରେମରେ ଥାନ୍ତି ସେ ତାକୁ ମରିବା ପର୍ଯ୍ୟନ୍ତ ଭୁଲିପାରିନଥାନ୍ତି ଓ କେବେ କେବେ ତାଙ୍କର ଏହି ପ୍ରେମ ତାଙ୍କର କମଜୋରି ହୋଇଥାଏ ଯାହାର ଲୋକ ଫାଇଦା ମଧ୍ୟ ଉଠାଇ ଥାନ୍ତି । ଏହିନାମର ଝିଅମାନେ ବିବାହ ପରେ ମଧ୍ୟ ନିଜ ପ୍ରଥମ ପ୍ରେମକୁ ଭୁଲି ପାରିନଥାନ୍ତି ଓ ସବୁବେଳେ ତାଙ୍କୁ ହୃଦୟରେ ରଖିଥାନ୍ତି ।

S ନାମବାଲି ଝିଅ

Image Courtesy: Google

ଏହିନାମର ଝିଅ ମନେ ସ୍ବଭାବରେ ବହୁତ ନଟଖଟି ହୋଇଥାନ୍ତି ଓ ତାଙ୍କ ଝଗଡାରେ ଭଲ ପାଇବା ରହିଥାଏ । ପ୍ରେମ ମାମଲାରେ ଏମାନେ ବହୁତ ସିରିଏସ ହୋଇଥାନ୍ତି ଓ ଯାହାକୁ ଥରେ ଭଲ ପାଇଥାନ୍ତି ସେ ତାଙ୍କୁ କେବେବି ଭୁଲି ପାରି ନଥାନ୍ତି ଓ ସବୁବେଳେ ଭାବିଥାନ୍ତି ତାଙ୍କ ବିଷୟରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *