ସଂସାରର ସବୁଠୁ ବଡ ପାପ କଣ? Krishna Vani

ଏହି ସଂସାରରେ ସବୁଠୁ ବଡ ପାପ କଣ ଅଟେ କିଏ କହେ ଅସତ୍ୟ, କିଏ କହେ ଛଳତ କିଏ କହେ ଲୋଭ । ସଂସାରରେ ସବୁଠୁ ବଡ ପାପ ଅଟେ ନାରୀର ଅସମ୍ମାନ, ନାରୀର ମାନ ଭଙ୍ଗ କରି ଏହି ଅପରାଧ କେବଳ ନାରୀର ଶରୀରକୁ ନୁହେଁ ତାର ମନ ଓ ଆତ୍ମା ଉପରେ ମଧ୍ୟ ପ୍ରହାର କରିଥାଏ ।

ଜଣେ ନାରୀକୁ ଅସମ୍ମାନ କରିବା ବହୁତ ପାପ ହୋଇଥାଏ । ପ୍ରଶ୍ନ ଉଠିଥାଏ ଜିଏବି ଏହି ଅପରାଧ କରିଥିବା ତାକୁ ଦଣ୍ଡ କେଉଁ ଭଳି ମିଳିବା ଉଚିତ, କିଏ କହିଥାଏ ଶାରୀରିକ ପୀଡା, କିଏ କହିଥାଏ ମୃତ୍ୟୁ ଦଣ୍ଡ, ଅପରାଧର ଦଣ୍ଡ ନିସ୍ପତି କରିବା ଆଗରୁ ଏହା ଜାଣିବା ମହତ୍ଵପୂର୍ଣ ନୁହେଁ କି ଅପରାଧୀ କିଏ ଅଟେ ।

Image Courtesy: Google

ଆପଣ ଭାବୁଥିବେ ବହୁତ ସରଳ କଥା ଅଟେ ସେ ପୁରୁଷ ଯିଏ ସ୍ତ୍ରୀର ମାନ ଭଙ୍ଗ କଲା, କଣ ଏହା ପୂର୍ଣତା ସତ୍ୟ ଅଟେ । ନିଜର ଅପମାନ ପାଇଁ, ନିଜର ସମ୍ମାନକୁ ହରେଇବା ପାଇଁ କେବେ କେବେ ନାରୀ ନିଜେ ଉତ୍ତର ଦାୟୀ ହୋଇନଥାଏ । ଭାବିକି ଦେଖନ୍ତୁ , ସମ୍ମାନ ହରେଇଥିବା ଲାଗି ବଞ୍ଚିବା ପାଇଁ ପ୍ରଥମେ ସମ୍ମାନର ସୀମା ଉପରେ ଦ୍ରୁଷ୍ଟି ରଖିବା ଉଚିତ । ରାବଣ ସିତାଙ୍କୁ ଏଥିପାଇଁ ହରଣ କରିପାରିଥିଲେ ସିତାଙ୍କ ସରଳତା କାରଣରୁ ରାବଣଙ୍କୁ ସେହି ସୀମା ଲଂଘିବା ପାଇଁ ସହଜ କରିଥିଲେ ।

Image Courtesy: Google

କିନ୍ତୁ ଅଶୋକ ବାଟିକାରେ ରାବଣ ସିତାଙ୍କୁ ସ୍ପର୍ଶ ମଧ୍ୟ କରିପାରି ନଥିଲେ । ସେ ରାବଣ ଓ ତାଙ୍କ ମଧ୍ୟରେ ଗୋଟେ ପ୍ରତିବନ୍ଧକ ତିଆରି କରିଦେଇଥିଲେ । ଜୀବନରେ ନା କହିବା ଶିଖନ୍ତୁ, ଯଦି କେହି ଆପଣଙ୍କ ସମ୍ମାନକୁ ଭାଙ୍ଗି ବାକୁ ଚେଷ୍ଟା କରିବେ ଆପଣ ସେହି ଠାରେ ରୋକିବା ଶିଖନ୍ତୁ । ଆପଣଙ୍କ ଉପରୁ ଉଠୁଥିବା ସେ ହାତ ଓ ଚାହାଣିକୁ ସେଇଠି ରୋକିବା ଶିଖନ୍ତୁ ।

କେଉଁ ପୁରୁଷର ସାହସ ହେବନି ପୁଣି ଥରେ ଆପଣଙ୍କ ସମ୍ମାନ ଭଙ୍ଗ କରିବାର । ଜଣେ ନାରୀ ପାଖରେ ସେତିକି ଶକ୍ତି ଅଛି ନିଜକୁ ରକ୍ଷା କରିବା ପାଇଁ କାରଣ ନାରୀ ଜନନୀ ଅଟେ ଓ ଆରାଧ୍ୟ ସ୍ଵୟଂକୁ ନିର୍ମଳ ମାନିକି ଆପଣ ନିଜେ ଅପରାଧୀ ହୁଅନ୍ତୁ ନାହିଁ । ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ

Leave a Reply

Your email address will not be published. Required fields are marked *