୧୫ ବର୍ଷ ପରେ ଟିଭି ପରଦାକୁ ଫେରିଲେ ମୋନାଲିସା, ଦେଖନ୍ତୁ ଏବେ କେତେ ବଦଳିଯାଇଛି ତାଙ୍କ Look

ଓଡିଶାରେ ଆଲ୍ବମ ଦୁନିଆ ଅଭିନେତା ଅଭିନେତ୍ରୀ ମଧ୍ୟ ବହୁତ ସଫଳ ହୋଇଥାନ୍ତି, ତାଙ୍କ ଅଭିନୟ ଦ୍ଵାରା ସେ ମଧ୍ୟ ଦର୍ଶକ ମାନଙ୍କ ମନ କିଣି ନେଇଥାନ୍ତି । ମୋନାଲିସା ଏମିତି ଜେନ ଆଲ୍ବମ ଅଭିନେତ୍ରୀ ଅଟନ୍ତି ଯିଏ ନିଜ ଅଭିନୟ ଓ ନାଚ ଦ୍ଵାରା ଦର୍ଶକ ମାନଙ୍କୁ ବହୁତ ପସନ୍ଦ କରୁଥିଲେ ।

ତେବେ ବର୍ତମାନ ଖବର ଅନୁଯାଇ ମୋନାଲିସା ହଟାତ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ କିନ୍ତୁ ବର୍ତମାନ ୧୫ ବର୍ଷ ପରେ ସେ ଫୁଣୀ ଟିଭି ଦୁନିଆକୁ ଫେରିଛନ୍ତି । ଅଭିନୟ ଦୁନିଆ ଏମିତି ଗୋଟେ ଦୁନିଆ ଯେଉଁ ଠାରେ ଲୋକେ ନିଜ ଅଭିନୟ ଦ୍ଵାରା କିଛି ଦିନ ଭିତରେ ସଫଳତା ପାଇଥାନ୍ତି ।

Image Courtesy: Google

ତେବେ ଛୋଟ ଛୋଟ ସହରରୁ ଲୋକେ ବଡ ବଡ ସ୍ଵପ୍ନ ନେଇ ଆସନ୍ତି ଓ ଅଭିନୟ ପାଇଁ ସୁଯୋଗ ପାଇଲେ ନିଜ କଳା ଦେଖେଇଥାନ୍ତି ଯାହା ପରେ ତାଙ୍କ ଅଭିନୟ ଓ ନାଚ ପସନ୍ଦ ଆସିବା ଦ୍ଵାରା ସେ ବହୁତ ଶୀଘ୍ର ବଡ କଳାକାର ହୋଇଥାନ୍ତି ଯାହା ପରେ ଲୋକେ ତାଙ୍କ ବିଷୟରେ ଜାଣିବା ପାଇଁ ଇଛା କରନ୍ତି ଓ ତାଙ୍କ ନିଜି ଜୀବନ ବିଷୟରେ ଜାଣିବା ପାଇଁ ଇଛା କରନ୍ତି । ତେବେ ଆପଣ ମାନଙ୍କ ମଧ୍ୟରୁ ବହୁତ ଲୋକ ଆଲ୍ବମ ଅଭିନେତ୍ରୀ ମୋନାଲିସାଙ୍କୁ ବେସ ଭଲ ଭାବରେ ଜାଣିଥିବେ ।

Image Courtesy: Google

ମୋନାଲିସା ନିଜ ଆଲ୍ବମରେ ବହୁତ ଭଲ ଅଭିନୟ କରିଥିଲେ ଯାହା ପରେ ଦର୍ଶକ ତାଙ୍କ ଆହୁରି ଆଲ୍ବମ ଦେଖିବା ପାଇଁ ଇଛା କରିଥିଲେ କିନ୍ତୁ କୌଣସି ଅସୁବିଧା ପାଇଁ ମୋନାଲିସା କିଛି ବର୍ଷ ଅଭିନୟ ଦୁନିଆରୁ ଦୂରେଇ ଯାଇଥିଲେ କିନ୍ତୁ ବର୍ତମାନ ସମୟରେ ମୋନାଲିସା ଟିଭି ଦୁନିଆକୁ ଫେରି ଆସିଛନ୍ତି । ମୋନାଲିସା ୨୦୦ ଠାରୁ ଅଧିକ ଆଲବମରେ କାମ କରିଥିଲେ, ତେବେ ଆଲ୍ବମ ହିରୋ ଦେବାଶିଷ ସହ ମୋନାଲିସା ଭଲ ପାଇ ବିବାହ କରିଥିଲେ ଓ ବିବାହ ପରେ ଅଭିନୟ ଦୁନିଆରୁ ଉଭେଇ ଯାଇଥିଲେ ।

Image Courtesy: Google

ତେବେ ବର୍ତମାନ ସମୟରେ ନିଜ ସ୍ଵାମୀ ଦେବାଶିଷ ସହ ଖାଦଙ୍ଗା ସିରିଏଲରେ କାମ କରିଛନ୍ତି । ତେବେ ଦେବାଶିଷ ଓ ମୋନାଲିସାଙ୍କ ଯୋଡି ଦର୍ଶକ ମାନଙ୍କୁ ବେସ ଭଲ ଲାଗିଛି ଓ ଦର୍ଶକ ମଧ୍ୟ ଦୁହିଙ୍କୁ ପସନ୍ଦ କରୁଥିବାର ଟିଆରପିରେ ଦେଖା ଯାଇଛି । ମୋନାଲିସାଙ୍କ ଟିଭି ଦୁନିଆକୁ ଫେରିବା ଦର୍ଶକ ମାନଙ୍କ ମନ କିଣି ନେଇଛି, ତେବେ ଦୁହେଁ ସ୍ଵାମୀ ସ୍ତ୍ରୀ ଏହି ସିରିଏଲରେ ବେସ ଭଲ କାମ କରୁଥିବାର ଦେଖା ଦେଇଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *