ପୁଅ ଝିଅ କାହିଁକି କେବେ ହୋଇପାରିବେ ନାହିଁ ସାଙ୍ଗ, କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

ପୁଅ ଝିଅ ସାଙ୍ଗ ହବା ବିଷୟରେ ଆଜି ଆମେ ଆପଣଙ୍କୁ କିଛି ବିଶେଷ କଥା କହିବାକୁ ଯାଉଛୁ । ଯଦି ପୁଅ ଝିଅ ଭଲ ସାଙ୍ଗ ହୁଅନ୍ତି ତେବେ ମଧ୍ୟ ଦୁନିଆ ତାଙ୍କ ସମ୍ପର୍କ କୁ ଗ୍ରହଣ କରି ନଥାଏ । ତେବେ ଏମିତି କଣ୍ ପାଇଁ ହୋଇଥାଏ ତାହା କାରଣ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ମଧ୍ୟ ଆଶ୍ଚର୍ଯ୍ୟ ହୋଇବ ।

ପୁଅ ଝିଅ ସାଙ୍ଗ ହେଲେ କଲେଜ, ସିନେମା ହଲ୍, ମଲ୍, ବା ସ୍କୁଲ୍ ରେ ହୁଅନ୍ତି କିନ୍ତୁ ଦୁନିଆକୁ ଏହା ମଞ୍ଜୁର ନଥାଏ । ଖବର ଅନୁଯାଇ ସାଙ୍ଗ ମାନଙ୍କ ପାଇଁ ଆପଣଙ୍କୁ ବଦ୍ନାମ ମଧ୍ୟ ହବାକୁ ପଡ଼ିଥାଏ, ଗୋଟେ ରିସର୍ଚ୍ଚ ଅନୁଯାଇ ଜଣେ ପୁରୁଷ ଅପେକ୍ଷା ମହିଳା ମାନେ ବହୁତ୍ ଭିନ୍ନ ହୋଇଥାନ୍ତି ।

Image Courtesy: Google

ସାଙ୍ଗ ମାନଙ୍କ ଭିତରେ ପୁଅ ଅପେକ୍ଷା ଝିଅ ସାଙ୍ଗ ବହୁତ୍ ଭାଉକ ହବା ସହ ବହୁତ୍ ବୁଦ୍ଧିମାନ ହୋଇଥାନ୍ତି । ଝିଅ ମାନେ ପୁଅଙ୍କ ସାଙ୍ଗ ହବା ବିଷୟରେ କେବଳ ସାଙ୍ଗ ଭଳି ମନେ କରନ୍ତି କିନ୍ତୁ ପୁଅମାନେ ସାଙ୍ଗ ଠାରୁ ଅଧିକ ହବା ପାଇଁ ଚେଷ୍ଟା କରନ୍ତି । ପୁଅଙ୍କ ଏହି ମନ୍ ଭାବନା ତାଙ୍କ ସମ୍ପର୍କ ରେ ବହୁତ୍ ଅସୁବିଧା ଉତ୍ପନ କରିଥାଏ ।

Image Courtesy: Google

ରିସର୍ଚ୍ଚ ଅନୁଯାଇ ଯଦି କୌଣସି ପୁଅ ଓ ଝିଅକୁ ଗୋଟେ ରୁମ୍ ରେ ରଖା ଯାଏ ତେବେ ସେ ନିଜ ସାଙ୍ଗ ସମ୍ପର୍କ ଭୁଲି ରିଲେସନ୍ ରେ ଆସି ଯାଇଥାନ୍ତି, ଏହା ସ୍ୱାଭାବିକ ଦେଖା ଯାଇଛି । ଦୁନିଆ କହିବା ଅନୁଯାଇ ଯଦି ଆପଣଙ୍କ ସମ୍ପର୍କ ସାଙ୍ଗ ର ଥିଲା ତେବେ ତାହା ବନ୍ଦ ରୁମରେ ବଦଳି କେମିତି ଗଲା । ଆମ ଶରୀର ଭିତରେ ଉତ୍ପନ ଅଟ୍ରେକ୍ଷନ୍ ହର୍ମନ ପାଇଁ ହୋଇଥାଏ ଯାହା ପାଇଁ ଆମେ ସବୁ କିଛି ଭୁଲି ଥାଉ ଓ କାମ ବାସନା ଅଧୀନ ହୋଇଥାଉ ।

Image Courtesy: Google

ପୁଅ ଝିଅ ସାଙ୍ଗ ହେଲେ କିଛି ଅସୁବିଧା ଦୁନିଆକୁ ହୋଇନଥାଏ କିନ୍ତୁ ପ୍ରାୟତଃ ଝିଅ ପୁଅ ସାଙ୍ଗ କେବଳ ୧୦ ପ୍ରତିଶତ ହୋଇଥାନ୍ତି ଆଉ ୯୦ ପ୍ରତିଶତ ଗର୍ଲ୍ଫ୍ରେଣ୍ଡ୍ ବୟଫ୍ରେଣ୍ଡ୍ ହୋଇଥାନ୍ତି, ତେବେ କିଛି ଝିଅ ପୁଅ ନିଜ ସମ୍ପର୍କ ପାଇଁ ବହୁତ୍ ଡାଉଟ୍ ରେ ରହିଥାନ୍ତି । ତେବେ କୋଣ ଆପଣଙ୍କୁ ମଧ୍ୟ ନିଜ ସମ୍ପର୍କ ବିଷୟରେ କିଛି ଜାଣିବାର ଅଛି, ତେବେ ଆଜି ନିଜ ମନକୁ ପଚାରନ୍ତୁ ଯେ ଏହା କଣ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *