ବନ୍ଧୁଗଣ କୁହାଯାଏ ଯେ ଘର ର ରୁଟି ରେ ଯେଉଁ ସ୍ଵାଦ ରହିଛି ସେହି ସ୍ଵାଦ ବାହାର ଖାଦ୍ୟ ରେ ଆଦୌ ବି ନଥାଏ । ଆପଣ ସର୍ବଦା ଦେଖିଥିବେ ଖାଇବା ସମୟରେ ଆମେ ଆମ ଥାଳି ରେ ୧ ବା ୨ ଟା ରୁଟି ରଖିଥାଉ । କିନ୍ତୁ ଥଳିରେ ଏକା ସାଥିରେ ୩ଟି ରୁଟି ରଖିବା ଅଶୁଭ ମାନା ଯାଇଥାଏ । ଭୁଲ ରେ ବି କେବେ ବି କାହା ଥାଳି ରେ ୩ଟି ରୁଟି ରଖନ୍ତୁ ନାହିଁ । ଯଦି କେବେ କାହାକୁ ୩ଟି ରୁଟି ଦେବାକୁ ପଡେ ତେବେ ତୃତୀୟ ରୁଟି ଟିକୁ ଦୁଇ ଖଣ୍ଡ କରି ଦିଅନ୍ତୁ ।
ଯାହା ଦ୍ଵାରା ରୁଟି ର ସଂଖ୍ୟା ମଧ୍ୟ ବଢିଯାଇଥାଏ । ହିନ୍ଦୁ ମାନ୍ୟତା ଅନୁସାରେ ୩ଟି ରୁଟିକୁ ବହୁତ ଅଶୁଭ ମାନା ଯାଇଥାଏ । ଏହି କାରଣରୁ କୌଣସି ବି ଶୁଭ କାର୍ଯ୍ୟ କଲା ସମୟରେ ଏହି ସଂଖ୍ୟା ର ଖାସ ଧ୍ୟାନ ରକ୍ଷା ଯାଇଥାଏ ।
କିଛି ବି ଶୁଭ କାର୍ଯ୍ୟ ବା ଧାର୍ମିକ କାର୍ଯ୍ୟ ରେ ୩ଟି ସଂଖ୍ୟା ର ବସ୍ତୁ କେବେ ବି କାର୍ଯ୍ୟ ରେ ଲଗାନ୍ତୁ ନାହିଁ । ତେଣୁ ଖାଇବା ବାଢିବା ସମୟରେ ମଧ୍ୟ ଏହି କଥା ର ଖାସ ଧ୍ୟାନ ରଖନ୍ତୁ । ଏହା ମାନା ଯାଇଥାଏ ଯେ ୩ଟି ରୁଟି କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ତ୍ରୟୋଦଶୀ ସଂସ୍କାର ପୂର୍ବ ରୁ ବାହାର କରାଯାଇଥିବା ଭୋଜନ ରେ ଦିଆଯାଇଥାଏ ।
ଏହାକୁ ଭୋଜନ ବାଢିବା ବ୍ୟକ୍ତି ଛଡା ଆଉ କେହି ମଧ୍ୟ ଦେଖି ନଥାନ୍ତି । ଏହି କାରଣ ପାଇଁ କାହା ଥାଳି ରେ ୩ଟି ରୁଟି ବାଢିବା ମୃତକ ଙ୍କୁ ଖାଇବା ବାଢିବା ସହ ସମାନ ହୋଇଥାଏ । ଏହା ଛଡା ୩ଟି ରୁଟି ଖାଉଥିବ ବ୍ୟକ୍ତି ମନ ରେ ଶତ୍ରୁତା ର ଭାବନା ଜାତ ହୋଇଥାଏ । ଯଦି କୌଣସି ବ୍ୟକ୍ତି ପ୍ରତିଦିନ କିଛି ଚିନ୍ତା ରେ ରହୁଛନ୍ତି, କାହାର ବିବାହ ହେଉ ନାହିଁ ତ କିଏ ବୈବାହିକ ଜୀବନ ରେ ଅଶାନ୍ତି ରହିଥାଏ ।
ରୋଗ ପାଇଁ ମଧ୍ୟ କିଛି ଲୋକ ବହୁତ ଚିନ୍ତା ଗ୍ରସ୍ତ ହୋଇ ରହିଥାନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଧନ ଆଦି କୌଣସି ବି ପ୍ରକାର ର ସମସ୍ୟା ପାଇଁ ଯଦି ଆପଣ ଚିନ୍ତିତ ରହୁଛନ୍ତି ତେବେ ଏକ ସରଳ ଉପାୟ ଆପଣଙ୍କ ଜୀବନକୁ ବଦଳାଇ ଦେଇଥାଏ । ବନ୍ଧୁଗଣ ଗୋଟେ ରୁଟି ଆପଣଙ୍କୁ ସବୁ ବାଧା ରୁ ମୁକ୍ତି କରିଦେବ । ବନ୍ଧୁଗଣ ଖାଇବା ବନାଇବା ସମୟରେ ଆପଣ ଗୋଟେ ରୁଟି କୁ ଅଲଗା କରି ରଖୀ ଦିଅନ୍ତୁ ।
ସେହି ରୁଟି କୁ ସମାନ ଭାବରେ ଚାରିଭାଗ କରି ଦିଅନ୍ତୁ । ଏବଂ ସେହି ଚାରି ଖଣ୍ଡ ରୁଟି ରେ ଗୁଡ ରଖି ଦିଅନ୍ତୁ । ଏହା ପରେ ପ୍ରଥମ ଖଣ୍ଡ କୁ ଗାଈ କୁ ଖୁଆଇ ଦିଅନ୍ତୁ । ଦ୍ଵିତୀୟ ଖଣ୍ଡ ଟିକୁ କୁକୁର କୁ ଖୁଆଇ ଦିଅନ୍ତୁ । ଓ ତୃତୀୟ ଖଣ୍ଡ ରୁଟି କୁ ଏକ କାଉ କୁ ଖୁଆଇ ଦିଅନ୍ତୁ । ଚତୁର୍ଥ ବା ଶେଷ ରୁଟି ଟିକୁ ଅଗଣା ରେ ରଖି ଦିଅନ୍ତୁ । ଗାଈ କୁ ରୁଟି ଖୁଆଇବା ଦ୍ଵାରା ଆପଣଙ୍କ ପିତୃପୁରୁଷ ଏବଂ ଭଗବାନ ଖୁସି ହୋଇଥାନ୍ତି ।
ଏହା ଦ୍ଵାରା ଆପଣଙ୍କୁ ପୂଣ୍ୟ ମିଳିବା ସହ ସବୁ ବାଧା ମଧ୍ୟ ଦୂର ହୋଇଥାଏ । କୁକୁର କୁ ରୁଟି ଖୁଆଇବା ଦ୍ଵାରା ଯମରାଜ ପ୍ରସନ୍ନ ହୋଇଥାନ୍ତି । ଏହା ଦ୍ଵାରା ଯମ ଯନ୍ତ୍ରଣା ରୁ ମୁକ୍ତି ମିଳିଥାଏ । କାଉ ଙ୍କୁ ରୁଟି ଖୁଆଇବା ଦ୍ଵାରା ମଧ୍ୟ ବହୁତ ଲାଭ ପ୍ରାପ୍ତ ହୋଇଥାଏ । ଏବଂ ଶେଷ ଖଣ୍ଡ ଟିକୁ କୌଣସି ବି ଜାଗା ରେ ବା ଅଗଣା ରେ ପ୍ରେତ ଙ୍କ ନାମ ରେ ରଖିବା ଦ୍ଵାରା ଆମମକୁ ଖରାପ ବାଧା ଓ ଘରେ ଥିବା ନାକରାତ୍ମକ ଉରଜ୍ଯ ରୁ ମୁକ୍ତି ମିଳିଥାଏ ।
ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।