ଆପଣ ମାନେ ସମସ୍ତେ ୬୦ରୁ ୭୦ ଦଶକ ସମୟ ଅଭିନେତା ଶଶି କପୁରଙ୍କୁ ଦେଖିଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସୁଥିଲା । ଲୋକେ ଆଜୀବ୍ୟ ତାଙ୍କ ଅଭିନୟ ପାଇଁ ତାଙ୍କୁ ମନେ ପକେଇଥାନ୍ତି । ଶହି କପୁର ନିଜ ସମୟ ଏମିତି ଗୋଟେ କଳାକାର ଥିଲେ ଯିଏ ଇଣ୍ଟରନେସନଲ ସ୍ତରରେ ଯାଇ ଆମ ଭାରତକୁ ରିପରେଜେଣ୍ଟ କରିଥିଲେ । ଶଶି କପୁରଙ୍କ ଅଭିନୟ ଦୁନିଆ ନା ଶଶି ଥିଲା କିନ୍ତୁ କଣ ଆପଣ ତାଙ୍କ ଅସଲ ନାମ ଜାଣିଛନ୍ତି ତାଙ୍କ ଅସଲ ନାମ ଥିଲା ବଲବୀର ରାଜ କପୁର ।
ତେବେ ଆଜି ଆମେ ଆପଣଙ୍କୁ ଶଶି କପୁରଙ୍କ ଝିଅ ବିଷୟରେ ଏମିତି କିଛି କଥା କହିବାକୁ ଯାଉଛୁ ଯାହା ଆପଣ ମାନେ ଜାଣି ନଥିବେ । ଶଶି କପୁରଙ୍କ ଜନ୍ମ ୧୮ ମାର୍ଚ ୧୯୩୮ରେ କୋଲକତ୍ତାରେ ହୋଇଥିଲା, ଶଶି କପପୁର ନିଜ ପାଠ ପଢା “ଡନ ବସକୋ ସ୍କୁଲ” ମୁମ୍ବାଇରେ କରିଥିଲେ ।

ତେବେ ଶଶି କପୁର ନିଜ ଗ୍ରାଜୁଏସନ ମଧ୍ୟ ମୁମ୍ବାଇରୁ କରିଥିଲେ । ତେବେ ଯଦି ତାଙ୍କ ଅଭିନୟ କେରିଅର ବିଷୟରେ କୁହା ଯାଏ ତେବେ ଶଶି କପୁରଙ୍କୁ ଅଭିନୟ କରିବା ଛୁଆ ବେଳୁ ବହୁତ ପସନ୍ଦ ଥିଲା ଓ ତାଙ୍କୁ ଚଳଚିତ୍ର ଦେଖିବା ଓ ତାକୁ ଦେଖି ଅଭିନୟ କରିବା ମଧ୍ୟ ବହୁତ ପସନ୍ଦ ଥିଲା । ଶଶି କପୁରଙ୍କ ବାପା ମଧ୍ୟ ବହୁତ ବଡ କଳାକାର ଥିଲେ, ଆପଣ ମାନେ ପୃଥିବୀ ରାଜ କପୁରଙ୍କୁ ବେସ ଭଲ ଭାବରେ ଜାଣିଥିବେ ଓ ଭାଇ ରାଜ କପପୁରଙ୍କୁ ମଧ୍ୟ ଜାଣିଥିବେ ।

ଶଶି କପପୁର ଓ ରାଜ କପୁର ଭାଇ ଥିଲେ ଓ ରାଜ କପୁର ଅଭିନେତା ସହ ନିର୍ଦେଶକ ମଧ୍ୟ ଥିଲେ । ଶଶି କପୁର ଛୋଟରୁ ବହୁତ ଭଲ ଅଭିନୟ କରୁଥିଲେ ଏହା ପରେ ସେ ନିଜ ବାପାଙ୍କ ଥିଏଟର ପୃଥିବୀ ଥିଏଟରରେ ବହୁତ ବର୍ଷ ଶିଖିଲେ ଓ କାମ କଲେ ଯାହା ପରେ ତାଙ୍କ ପ୍ରଥମ ଚଳଚିତ୍ର ଧର୍ମପୁତ୍ର ଆସିଥିଲା ଯାହା ୧୯୬୧ରେ ରିଲିଜ ହୋଇଥିଲା ଏହି ସମୟରେ ତାଙ୍କୁ ଦର୍ଶକ ମାନେ ପ୍ରଥମ ଥର ପାଇଁ ବଡ ପର୍ଦାରେ ଦେଖିବାକୁ ପାଇଥିଲେ ।
ତେବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଓ ତାଙ୍କୁ ଅନ୍ୟ ଅନ୍ୟ ବହୁତ ଚଳଚିତ୍ର ପାଇଁ ଅଫର ଆସିବା ଆରମ୍ଭ ହୋଇଥିଲା ଓ ଏହା ପରେ ଶଶି କପୁର କେବେ ପଛକୁ ଅନେଇଲେ ନାହିଁ ଆଜି ସେ ଆମ ମଧ୍ୟରେ ନାହାନ୍ତି କିନ୍ତୁ ତାଙ୍କ ଅଭିନୟ ଲୋକଙ୍କୁ ଏବେ ବି ଦିବାନା କରୁଅଛି । ଯଦି ଆମେ ଶଶି କପୁରଙ୍କ ଝିଅ ବିଷୟରେ କହିବୁ ତେବେ ଜାଣି ରଖନ୍ତୁ ତାଙ୍କ ନାମ ସଞ୍ଜନା କପୁର ଅଟେ ।

ଓ ସେ ମଧ୍ୟ ବହୁତ ବଡ ଓ ସଫଳ ଅଭିନେତ୍ରୀ ଥିଲେ ତାଙ୍କ ସବୁଠାରୁ ସଫଳ ଫିଲ୍ମ ଥିଲା “ହିରୋ ହୀରା ଲାଲ” ଯାହା ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ଏହା ଛଡା ମଧ୍ୟ ସେ ବହୁତ ଫିଲ୍ମରେ କାମ କରିଛନ୍ତି କିନ୍ତୁ ଏହି କଥା ବହୁତ କମ ଲୋକଙ୍କୁ ଜଣା ଅଛି । ତେବେ ସମସ୍ତଙ୍କ ସ୍ୱାସ୍ଥ୍ୟ ଖରାପ ହେଲା ପରେ ସଞ୍ଜନା ନିଜ ବାପାଙ୍କ ଥିଏଟର ପୃଥିବୀ ଥିଏଟର ସମ୍ଭାଲୁଛନ୍ତି ଏହା ସହ ସେ ନିଜର ଥିଏଟର ଯୁନୁନ ଥିଏଟର ମଧ୍ୟ ସମ୍ଭାଲୁଛନ୍ତି ଯାହା ବର୍ତମାନ ବହୁତ ଭଲ ଚାଲିଛି ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।