ଦକ୍ଷିଣ ଭାରତର ବହୁ ଚର୍ଚିତ ଅଭିନେତ୍ରୀ ବିଜେ ଚିତ୍ରାଙ୍କର ଆତ୍ମହତ୍ୟା ଖବର ମିଳିଥିଲା ଚିତ୍ରାଙ୍କର ମୃତ ଶରୀର ଚେନ୍ନାଇ ବାହାରେ ଗୋଟେ ହୋଟେଲରେ ମିଳିଥିଲା । ପୁଲିସ ଶବକୁ ପୋଷ୍ଟମଟମ ପାଇଁ ପଠାଇ ଦେଇଛନ୍ତି । ଚିତ୍ରାଙ୍କର କିଛି ଦିନ ପୂର୍ବରୁ ନିର୍ବନ୍ଧ ହୋଇଥିଲା । ଅଭିନେତ୍ରୀଙ୍କ ନିଧନରେ ଦକ୍ଷିଣ ଭାରତୀୟ ମନରଞ୍ଜକ ଇଣ୍ଡସଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି ।
ରିପୋର୍ଟ ଅନୁସାରେ, ଚିତ୍ରା ୨୮ ବର୍ଷର ଥିଲେ । ଚେନ୍ନାଇର ନଜରେଥପେଟାଇ ଝଲାକେର ଗୋଟେ ହୋଟେଲରେ ତାଙ୍କର ମୃତ ଶରୀର ମିଳିଥିଲା ।
ପୁଲିସ ମୃତ୍ୟୁର କାରଣ କଣ ଯାଞ୍ଚ ଚଳାଇ ଛନ୍ତି । ଚିତ୍ରା ପ୍ରସିଦ୍ଧ ବିଜନେସ ମ୍ୟାନ ହେମନ୍ତ ରାବଙ୍କ ସହିତ ନିର୍ବନ୍ଧ କରିଥିଲେ । କୁହାଯାଉଚିକି ଚିତ୍ରା ନିଜ ମଙ୍ଗେତରଙ୍କ ସହିତ ରହୁଥିଲେ । ଏବିପି ନ୍ୟୁଜ ରିପୋର୍ଟ ଅନୁସାରେ, ଚିତ୍ରା ରାତି ୨.୩୦ ସମୟରେ ହୋଟେଲକୁ ଫେରି ଥିଲେ । ସେ ଇବିପି ଫିଲ୍ମ ସିଟିରେ ଫିଲ୍ମ ଶୁଟିଙ୍ଗ କରୁଥିଲେ । ହୋଟେଲରେ ତାଙ୍କ ମଙ୍ଗେତରବି ତାଙ୍କ ସାଥିରେ ଥିଲେ, ହେମନ୍ତ ପୁଲିସକୁ କହିଥିଲେକି ହୋଟେଲ ଆସିବା ପରେ ଚିତ୍ରା ଗାଧୋଇବା ପାଇଁ ଯାଇଥିଲେ ।
ବହୁତ ଡେରି ପର୍ଯ୍ୟନ୍ତ ଯେବେ ଆସିନଥିଲେ ଓ ଡୋର ନକ କଲାରୁ କିଛି ଜବାବ ଦେଇ ନଥିଲେ । ତାପରେ ହୋଟେଲ ଷ୍ଟାଫଙ୍କୁ ଜଣାଇଥିଲି । ଡୁପ୍ଳିକେଟ ଚାବିରେ ଡୋର ଖୋଲିଲା ପରେ ତାଙ୍କର ଶବ ଛାତରେ ଲଟକିଥିବା ଦେଖିବାକୁ ମିଳିଲା । କୁହାଯାଉଚିକି ଚିତ୍ରା ଡିପ୍ରେସନରେ ଥିଲେ । ଶେଠୀ ପାଇଁ ସେ ଏମିତି ଦୁଃଖଦ କଦମ ଉଠାଇଛନ୍ତି । ଚିତ୍ରା ତାମିଲ ଇଣ୍ଡସଷ୍ଟ୍ରିରେ ବହୁତ ଚ୍ୟାନେଲରେ ଆଙ୍କର ଭାବେ କମ କରିଛନ୍ତି ।
ସେ ପାଣ୍ଡିୟନ ଷ୍ଟୋରସ ଧାରାବାହିକରେ ନଜର ଆସିଥିଲେ । ସେ ତାଙ୍କର ଅଭିନୟ ମୁଲ୍ଲଇ ଜରିଆରେ ବହୁତ ଲାମ୍ବା ଫ୍ୟାନ ଫଲୋଇଙ୍ଗ ପ୍ରସ୍ତୁତ କରିଥିଲେ । ଚିତ୍ରାଙ୍କ ନିଧନରେ ତାଙ୍କର ପ୍ରଶଂସକ ମାନଙ୍କୁ ବହୁତ ଗଭୀର ଆଘାତ ଲାଗିଛି । ସୋସିଆଲ ମିଡିଆ ଜରିଆରେ ସେ ତାଙ୍କର ଦୁଃଖ ଜାହିର କରିଛନ୍ତି । ଇନଷ୍ଟାଗ୍ରାମ ରେ ତାଙ୍କର ଫୋଟ ଦେଇ ଫ୍ୟାନ ମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଟ୍ବିଟରରେ ଜଣେ ଫ୍ୟାନ ଲେଖିଛନ୍ତି ଆପଣଙ୍କୁ ସବୁବେଳେ ଏମିତି ଭଲ ପାଇବା ଦେଉଥିବୁ ଓ କେବେବି ତୁମକୁ ଭୁଲି ପାରିବୁ ନହିଁ । ବହୁତ ହୃଦୟ ବାନ ଝିଅଟି ଥିଲା । ଇଶ୍ଵର ତୁମ ଆତ୍ମାର ସଦଗତି କରନ୍ତୁ ।