ଫିଲ୍ମ ଦୁନିଆରୁ ଦୂରେଇ ଗଲାପରେ ମଧ୍ୟ କେମିତି କୋଟି କୋଟି ଟଙ୍କା କମଉଛନ୍ତି ଏହି ବଲିଉଡର ହିରୋଇନ

ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ବଲିଉଡରେ ବହୁତ ଭଲ କାମ କରି ଲୋକ ମାନଙ୍କର ପ୍ରିୟ ପାତ୍ର ହେଇଛନ୍ତି । କିନ୍ତୁ ଏମାନେ ଅଭିନୟ ଜଗତରେ ବହୁତ କଠିନ ପରିଶ୍ରମ କରିଥାନ୍ତି । ସେଥିପାଇଁ ଏମାନେ ବହୁତ ଚାର୍ଜ ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଫିଲ୍ମରେ କାମ କରିବା ବ୍ଯତୀତ ବହୁତ ବଡ-ବଡ ଅଭିନେତ୍ରୀ ଏପରି ଅଛନ୍ତି ଯାହାଙ୍କର ସାଇଡ ବିଜନେସ ମଧ୍ୟ ଅଛି । ଏବଂ ଏମାନେ ଫିଲ୍ମ ଠାରୁ ଅଧିକ ନିଜ ସାଇଡ ବିଜନେସ୍ରୁ କମାଇଥାନ୍ତି । ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ବନ୍ଧୁଗଣ ସବୁଠାରୁ ପ୍ରଥମେ ଆସନ୍ତୁ ଜାଣିବା ଶିଲ୍ପା ଶେଠୀଙ୍କ ବିଷୟରେ- ଶିଲ୍ପା ଶେଠୀ ଜଣେ ଭଲ ଅଭିନେତ୍ରୀ ଥିବା ସଙ୍ଗେ ସଙ୍ଗେ ଜଣେ ଭଲ ସକସେସ ବିଜନେସ ଓମେନ ମଧ୍ୟ ଅଟନ୍ତି । ଶିଲ୍ପା ସେଠୀଙ୍କର ନିଜର ଗୋଟିଏ IPL ଟିମ୍ ମଧ୍ୟ ଅଛି । ଯାହାର ନାମ “ରାଜସ୍ଥାନ ରୟାଲ” ଅଟେ । ଏହା ବ୍ଯତୀତ ଶିଲ୍ପା ଜଣେ ଫିଟନେସ ଗୁରୁ ମଧ୍ୟ ଅଟନ୍ତି । ସେ ଫିଟନେସ ଏବଂ ଡାଏଟକୁ ନେଇ ଅନେକ ଡିଭିଡି ମଧ୍ୟ ଲଞ୍ଚ କରିଛନ୍ତି । ସେହିଭଳି ଶିଲ୍ପା IOSIS ନାମକ ଗୋଟିଏ ଜିମ୍ ମଧ୍ୟ ଖୋଲିଛନ୍ତି । ଏହା ସହିତ VLCC ସଙ୍ଗେ ସ୍ପେଶାଲ ଟାଇଅପ ମଧ୍ୟ କରିଛନ୍ତି ।

ବନ୍ଧୁଗଣ ସେହିଭଳି ଯଦି “କରିସ୍ମା କପୁର”ଙ୍କ କଥା କହିବା, ସେ ଆଜିଭଳି ଦିନରେ ବଲିଉଡରୁ ଗାୟବ ରହିଲେ ମଧ୍ୟ ସେ ଜଣେ ଭଲ ବିଜନେସ ଓମେନ ଏବଂ ଜଣେ ଭଲ ମା ଅଟନ୍ତି । ଏହି ଦିନରେ କରିସ୍ମା କପୁର “ବେବୀବୟ” ନାମକ ଗୋଟିଏ ଇକୋମୋର୍ଷେ ସ୍ପୋଟାଲ ସହିତ ଟାଇଅପ କରିଛନ୍ତି । ଏମାନେ ବେବୀ କେୟାର ପ୍ରୋଡୋକ୍ଟ ସାଙ୍ଗେ ଡ଼ିଲିଙ୍ଗ କରିଥାନ୍ତି । ଏହା ବ୍ଯତୀତ ସେୟାର ମାର୍କେଟରେ ମଧ୍ୟ ତାଙ୍କର ୨୫% ସେୟାର ରହିଛି ।

ଆସନ୍ତୁ ଜାଣିବା ଏବେ “ଟ୍ଵିଙ୍କଲ ଖାନ୍ନା”ଙ୍କ ବିଷୟରେ । ବନ୍ଧୁଗଣ “ଟ୍ଵିଙ୍କଲ ଖାନ୍ନା” ବଲିଉଡରେ ଅଧିକ ସମୟ ଧରି ରହିପାରିନାହାନ୍ତି । ତଥାପି ସେ ଜଣେ ଉନ୍ନତ ମାନର ବିଜନେସ ଓମେନ ଅଟନ୍ତି । ଟ୍ଵିଙ୍କଲ ଖାନ୍ନା ଆୱାର୍ଡ ୱିନିଙ୍ଗ ଇଣ୍ଟିରୀୟଡ ଡିଜାଇନ ସ୍ଟୋର “ଦ ୱାଇଟ ୱିଣ୍ଡୋ”ର କୋ-ଓନର ଅଟନ୍ତି । ଏହା ବ୍ଯତୀତ “ଟ୍ଵିଙ୍କଲ ଖାନ୍ନା” ବହୁତ ବଡ ବଡ ଅଭିନେତା ମାନଙ୍କ ଘରର ଇନ୍ଟିରିୟର ଡିଜାଇନ ମଧ୍ୟ କରିଛନ୍ତି । ତାଙ୍କର ଗୋଟେ ପ୍ରୋଡକସନ ହାଉସ ମଧ୍ୟ ଅଛି ଯାହାର ନାମ “ମିଶେସ୍ ଫନି ବୋନ୍ସ ପ୍ରୋଡକସନ” ଅଟେ ।

ଏହା ତଳେ ବହୁତ ବଡ ବଡ ଫିଲ୍ମ ମଧ୍ୟ ନିର୍ମାଣ ହେଇସାରିଲାଣି । ଏହାର ପ୍ରଥମ ଫିଲ୍ମଟି ହେଉଛି “ପ୍ୟାଡ-ମ୍ୟାନ” । ଏହି ଚଳଚିତ୍ରରେ ତାଙ୍କ ସ୍ଵାମୀ “ଅକ୍ଷୟ କୁମାର” ଅଭିନୟ କରିଥିଲେ । ଏହା ବ୍ଯତୀତ “ଟ୍ଵିଙ୍କଲ ଖାନ୍ନା” ଜଣେ ବହୁତ ଭଲ ଲେଖିକା ମଧ୍ୟ ଅଟନ୍ତି ।

ସେହିଭଳି ଯଦି “ସୁସ୍ମିତା ସେନ”ଙ୍କ ବିଷୟରେ କହିବାକୁ ଗଲେ ସେ ବଲିଉଡରେ ଏବେ ଦେଖା ନଯାଉଥିଲେ ମଧ୍ୟ ସେ ଏବେ ମଡଲୀଙ୍ଗ କରୁଛନ୍ତି । ଏହା ବ୍ଯତୀତ ସେ ଜଣେ ଭଲ ବିଜନେସ ଓମେନ ମଧ୍ୟ ଅଟନ୍ତି । ସେ ନିଜର ଗୋଟେ ବ୍ରାଣ୍ଡ ଖୋଲିଛନ୍ତି ଯାହାର ନାମ- “ଆଇ ଆମ ସି” । ଏଥିରେ ଏଭଳି କ୍ୟାନ୍ଡିଡେଟଙ୍କୁ ସିଲେକ୍ଟ କରାଯାଏ ଯେଉଁମାନେକି ମିସ ଇଣ୍ଡିଆ ଇଭେଣ୍ଟରେ ଇଣ୍ଡିଆକୁ ରିପ୍ରେଜେନ୍ଟ କରିବେ । ବନ୍ଧୁଗଣ ଏହାଥିଲା ବଲିଉଡ ଅଭିନେତ୍ରୀ ମାନଙ୍କ ଆସୁଥିବା ଧନରାଶିର ମାଧ୍ୟମ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *