ମାଧୁରୀ ଦିକ୍ଷୀତ କୁ ଆଜିକା ସମୟରେ ପରିଚୟ କିଛି ଆବଶ୍ୟକ ନାହିଁ, ଜୀବନରେ ମାଧୁରୀ ଯେତେ ବି କାମ କରିଛନ୍ତି ଦର୍ଶକ ତାଙ୍କୁ ପସନ୍ଦ କରୁଛନ୍ତି ଏବେ ବି ସେ ଜଜ ଆଉ ଅନ୍ୟ କିଛି ପାଇଁ ସିନେମାରେ ଆସୁଛନ୍ତି ଆଉ ଆଗକୁ ମଧ୍ୟ କାମ କରିବେ ବୋଲି କହିଛନ୍ତି । ଆପଣଙ୍କୁ ଆମେ କହିବାକୁ ଚାହୁଁଛୁ ଜେ ମାଧୁରୀ କେବେ ଭାବି ନଥିଲେ ଜେ ସେ ଅଭିନେତ୍ରୀ ହେବେ ସେ ଡକ୍ଟର ହବାକୁ ଇଛା କରିଥିଲେ କିନ୍ତୁ ହାଟାତ ଦିନ ସେ ଚଳଚିତ୍ର ସୁଟିଙ୍ଗ ନିଜ ସାଙ୍ଗ ସହ ଦେଖିବାକୁ ଆସିଲେ ।
ଆଉ ତାଙ୍କ ସୁନ୍ଦରତା ଡାଇରେକ୍ଟର ଦେଖିଲେ ଓ ସେ ମାଧୂରୀଙ୍କ ବାପାଙ୍କୁ ଚଳଚ୍ଚିତ୍ର ପାଇଁ କହିଲେ ମା ସ୍ନେହଲତା ମାନି ଗଲେ ଓ ମାଧୁରୀ କେବଳ ଗୋଟେ ଫିଲ୍ମ କରିଥାନ୍ତେ କିନ୍ତୁ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପଶନ୍ଦ ଆସିଲା ଯାହା ପରେ ସେ ସିନେମା ଲାଇନ ରେ ରହିଗଲେ ।
ମାଧୁରୀ ନିଜ ସମୟ ନଂ ୧ ଅଭିନେତ୍ରୀ ଥିଲେ ଆଜିବି ତାଙ୍କ ତୁଳନା ରେ କେହିବି ନାହାନ୍ତି ନା ନାଚରେ ନା ଅଭିନୟରେ ତାଙ୍କ ହାତ କେହି ଧରି ପାରି ନାହାନ୍ତି । କଣ ଆପଣ ଜାଣିଛନ୍ତି ମାଧୁରୀ ନିଜ ଅଭିନୟ ଦୁନିଆ ପାଇଁ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି ଆଉ ତାଙ୍କୁ ପ୍ରସିଦ୍ଧି ସେବେ ମିଳିଥିଲା ଯେତେବେଳେ ସେ ହମ ଆପକେ ହେଁ କୋନ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ କାମ କରିଥିଲେ ।
ଆଉ ଏହି ଫିଲ୍ମ ବାକ୍ସ ଅଫିସ ରେ ଦୁଇ ଗୁଣ ଟଙ୍କା ରୋଜଗାର କରିଥିଲା ଆଉ ଦର୍ଶକ ମାନଙ୍କ ମନରେ ଗୋଟେ ଅଲଗା ସ୍ଥାନ ଦେଇଥିଲା । ଏହି ଫିଲ୍ମରେ ମାଧୁରୀ ଆଉ ସଲମାନ ବହୁତ ପରିଶ୍ରମ କରିଥିଲେ ଆଉ ଫିଲ୍ମ ସୁପର ହିଟ ହୋଇଥିଲା । କଣ ଆପଣ ଜାଣିଛନ୍ତି ମାଧୁରୀଙ୍କୁ ଶାସ୍ତ୍ରୀୟ ସଙ୍ଗୀତ ଶିଖିବାକୁ ବହୁତ ଇଛା ଥିଲା ଆଉ ସେ ଶିଖୁଥିଲେ ।
ସେହି ସମୟରେ ନିଜ ସଙ୍ଗୀତ ପାଇଁ ସୁରେଶ ୱାଡେକର ନିଜ ସଙ୍ଗୀତ ପାଇଁ ବହୁତ ଚର୍ଚା ରେ ଥିଲେ । ମଧୁରୀଙ୍କ ବାପା ମାଧୂରିଙ୍କ ପ୍ରସ୍ତାବ ନେଇ ସୁରେଶଙ୍କ ପାଖକୁ ଗଲେ ଆଉ ମାଧୁରୀଙ୍କ୍ ସହ ବିବାହ ପାଇଁ କହିଥିଲେ କିନ୍ତୁ ସୁରେଶ ତାଙ୍କୁ ବହୁତ ପତଳା କହି ମାଧୁରୀଙ୍କ ପ୍ରସତାବ କୁ ମନା କରୁଥିଲେ ଆଉ ନିଜ ସଙ୍ଗୀତ ଦୁନିଆ ଜଣେ କଳାକାର ସହ ବିବାହ କରିଥିଲେ ।
ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।