ନିଜ ଅନ୍ଦାଜରେ ପୁରୁଷଙ୍କ ହୃଦୟରେ ରାଜ କରନ୍ତି ଏହି 3 ନାମର ଝିଅ- Jyotisha Shastra

ବନ୍ଧୁଗଣ ଆମ ହିନ୍ଦୁ ଧର୍ମର ଗ୍ରନ୍ଥ ମାନଙ୍କରେ ନାରୀଙ୍କୁ ସର୍ବୋଚ୍ଚ ବୋଲି ମାନାଯାଇଛି । ଜଣେ ନାରୀ ଯଦି ସ୍ଥିର କରିଦିଏ ତେବେ ସେ ସମସ୍ତ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିପାରେ । ନାରୀର ମହିମା ଅନେକ ରହିଛି । କେବେ ସେ ଘର ସଜାଡିବାରେ ଲିପ୍ତ ଥିଲା ବେଳେ କେତେବେଳେ ନିଜର ପ୍ରତିଶୋଧର ଜ୍ଵାଳାରେ ଘରକୁ ବିଗାଡି ରଖିଦେଇଥାଏ । ସେଥିପାଇଁ ତ କଥାରେ କୁହାଯାଇଛି ନାରୀ ନୁହେଁ ତୁ ନାରାୟଣୀ । ବନ୍ଧୁଗଣ ଆସନ୍ତୁ ଆଜି ଜାଣିବା ନାରୀ ମାନଙ୍କର କେଉଁ ଗୁଣ ଯୋଗୁଁ ସେମାନେ ପୁରୁଷ ମାନଙ୍କ ହୃଦୟରେ ରାଜ କରନ୍ତି ।

ବନ୍ଧୁଗଣ ଆପଣ ସମସ୍ତେ ନିଜ ବ୍ୟକ୍ତିଗତ ଜୀବନରେ କେତେକ ଝିଅ ଅଥବା ମହିଳା ମାନଙ୍କ ସହିତ ବନ୍ଧୁତା କରିଥିବେ । ପୁରୁଷ ମାନଙ୍କର ମହିଳା ମାନଙ୍କ ପ୍ରତି ଆକର୍ଷଣ କେତେକ ଜିନିଷକୁ ନେଇ ଆଧାରିତ ହୋଇଥାଏ । ମାତ୍ର ଏହିସବୁ ମଧ୍ୟରୁ ମହିଳା ମାନଙ୍କର ଗୋଟିଏ ଜିନିଷ ପୁରୁଷ ମାନଙ୍କୁ ବହୁତ ପ୍ରଭାବିତ କରିଥାଏ । ବନ୍ଧୁଗଣ ତାହା ହେଉଛି ମହିଳା ମାନଙ୍କର ଭାବଶୈଳୀ ଅଥବା ହିନ୍ଦୀରେ ଯାହାକୁ ଅଦା ବୋଲି କୁହାଯାଏ । ବନ୍ଧୁଗଣ ଯେ କୌଣସି ନାରୀ ଦେଖିବାକୁ ସୁନ୍ଦର ହେଉ କିଅବା ନହେଉ ମାତ୍ର ତାହାଠାରେ ଏହି ଭାବଶୈଳୀଟି ଦେଖାଗଲେ ସେ ସବୁଠାରୁ ଅଲଗା ବୋଲି ଲାଗିଥାଏ ।

ଏହା କାରଣରୁ ଯେ କୌଣସି ପୁରୁଷ ସେହି ଭାବଶୈଳୀ ଅଥବା ତାଙ୍କର ଅନ୍ଦାଜକୁ ଦେଖି ଭାବବିହ୍ଵଳ ହୋଇଯାଇଥାନ୍ତି । ଏଥିପାଇଁ ମହିଳା ମାନଙ୍କର ଅନ୍ଦାଜ ଏବଂ ଭାବଶୈଳୀ ଯେ କୌଣସି ପୁରୁଷର ହୃଦୟକୁ ଜିତିପାରେ । ବନ୍ଧୁଗଣ ଏହି ଅଲଗା ପ୍ରକାରର ଅନ୍ଦାଜ ଏବଂ ଅଦା ପ୍ରତ୍ୟକ ମହିଳାଙ୍କ ପାଖେ ଦେଖାଯାଇ ନଥାଏ । ବନ୍ଧୁଗଣ ଆପଣ ଅଧିକାଂଶ ସୁନ୍ଦର ମହିଳାଙ୍କୁ ଦେଖିଥିବେ ମାତ୍ର ତାଙ୍କର ସ୍ଵଭାବ ଏତେ ବୋରିଙ୍ଗ ହୋଇଥାଏ ଯେ ତାଙ୍କୁ କେହି ପସନ୍ଦ କରନ୍ତି ନାହିଁ କିବା ତାଙ୍କ ପ୍ରତି କୌଣସି ପୁରୁଷ ଧ୍ୟାନ ଦିଅନ୍ତି ନାହିଁ । ଏହିଭଳି ମହିଳାଙ୍କୁ ନିଜ ସ୍ଵାମୀ ଅଥବା ବୟ ଫ୍ରେଣ୍ଡର ବେରୁଖିର ସାମ୍ନା କରିବାକୁ ପଡିଥାଏ ।

କ୍ରମଶ କିଛି ସମୟ ପରେ ସେମାନେ ଏହିଭଳି ମହିଳା ମାନଙ୍କ ଠାରୁ ନିଜର ସମସ୍ତ ଧ୍ୟାନ ହଟାଇ ଦେଇଥାନ୍ତି । ବନ୍ଧୁଗଣ ଯଦି କୌଣସି ମହିଳାଙ୍କ ମଧ୍ୟରେ ଏହି ଗଜବ ଅନ୍ଦାଜ ଏବଂ ଅଦା ରହିଥାଏ ତେବେ ତାଙ୍କ ସ୍ଵାମୀ ଅଥବା ବୟ ଫ୍ରେଣ୍ଡଙ୍କ ହୃଦୟ ସର୍ବଦା ତାଙ୍କ ସହିତ ଜଡିତ ହୋଇ ରହିଥାଏ । ସେ ଏହିଭଳି ମହିଳା ମାନଙ୍କ ଠାରୁ କେବେ ବୋର ହୁଅନ୍ତି ନାହିଁ । ବନ୍ଧୁଗଣ ଗୋଟିଏ ମହିଳାର ବସିବା ଏବଂ ଉଠିବାର ଶୈଳୀ, ତାହାର କଥା କହିବାର ଅନ୍ଦାଜ, ପୋଷାକ ପିନ୍ଧିବା ଶୈଳୀ, ଏହିସବୁ ଗୋଟିଏ ମହିଳାକୁ ଆକର୍ଷିତ ବନାଇଥାଏ ।

ଯଦି କୌଣସି ବ୍ୟକ୍ତି ନିଜ ସ୍ଵପ୍ନର ରାଜକୁମାରକୁ ନିଜ ଆଡକୁ ଆକର୍ଷିତ କରିବାକୁ ଚାହୁଁଛନ୍ତି ତେବେ ଏହି ୩ଟି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ । ବନ୍ଧୁଗଣ ସେହି ୩ଟି ନାମ ଥିବା ମହିଳା ଜିଏକି ପୁରୁଷଙ୍କ ହୃଦୟରେ ରାଜ କରିଥାନ୍ତି ସେମାନେ ହେଉଛନ୍ତି- S, P, B ଏହି ୩ ନାମ ଥିବା ମହିଳା ବହୁତ ଆକର୍ଷିତ ହୋଇଥାନ୍ତି । ଏମାନଙ୍କ ଅନ୍ଦାଜ ସବୁଠାରୁ ନିଆରା ହୋଇଥାଏ । ଏମାନଙ୍କ ପ୍ରତ୍ୟକ ଗୁଣ ବହୁତ ଖାସ ହୋଇଥାଏ । ଏଣୁ ଏମାନେ ନିଜ ସ୍ଵାମୀ ଅଥବା ବୟ ଫ୍ରେଣ୍ଡଙ୍କ ହୃଦୟରେ ରାଜ କରିଥାନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *