ଏହାର ମାତ୍ର 1 ଚାମଚ ଡାଇବେଟିସ, କୋଲେଷ୍ଟ୍ରୋଲ, ଆସ୍ଥମା ଏବଂ ହୃଦୟ ରୋଗ ହେବ ମୂଳରୁ ଶେଷ- Swami Ramdev

ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ କହିବାକୁ ଯାଉଛୁ ଯାହା ଆପଣ ଖାଇବା ଦ୍ଵାରା ନିଜର ବହୁତ ରୋଗ ଭଲ ହୋଇଯିବ । ଯଦି ଆପଣଙ୍କୁ କୋଲୋଷ୍ଟ୍ରୋଲ ବା ହୃଦୟ ଜନିତ ରୋଗ ବା ଆସ୍ଥାମା ହୋଇଥାଏ । ଆପଣ ମାନେ ଜାଣିଥିବେ ଗିଲୟ ହେଉଛି ବହୁତ କଶା ଓ ରାଗ ଭଳି ସ୍ଵାଦ ଲାଗିଥାଏ । ଏହାର ଅନ୍ୟ ନାମ ହେଉଛି ଗୁଣ୍ଡୁଚି ।

ଏହାକୁ ଆପଣ ବ୍ୟବହାର କରି ନିଜର ବାତ ଓ ପିତକୁ ମଧ୍ୟ ଭଲ କରିପାରିବେ । ଏହାକୁ ଖାଇବା ଦ୍ଵାରା ଆଖିର ରଶ୍ମୀ ବଢିବା ସହିତ ଆମକୁ ଭୋକ ମଧ୍ୟ ଅଧିକ ଲାଗିଥାଏ । ଆପଣ ଏହି ଗିଲୟକୁ ଖାଇ ବହୁତ ରୋଗରୁ ମୁକ୍ତି ପାଇ ପାରିବେ । ଏହାକୁ ଖାଇ ଆପଣ କୁଷ୍ଠ ରୋଗ ଓ ପେଟ ଭିତରେ ହେଉଥିବା ଜଳା ପୋଡା ଇତ୍ୟାଦି ରୋଗରୁ ମୁକ୍ତି ପାଇପାରିବେ ।

ଏହା ସହିତ ଯଦି ଶରୀରରେ କିଛି କମଜୋର ଅନୁଭବ ହେବା ଭଳି ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ । ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆପଣ ୧୦ ମିଲି ଲିଟର ଗିଲୟ ରସ ସାଙ୍ଗରେ ଆପଣ ମହୁ ୧ ଗ୍ରାମ ସହିତ ମିଶାଇ ପିଇବା ଦରକାର ।  ଏହାକୁ ଆପଣ ଆଖିରେ କାଜଲ ପରି ମଧ୍ୟ ଲଗାଇ ପାରିବେ । ଏଥିରେ ଆପଣ ଗିଲୟ ରସରେ ତ୍ରିଫଳା ମିଶାଇ କାଢା ବନାନ୍ତୁ । ୧୦ ରୁ ୨୦ ମିଳି ଲିଟରରେ ଏକ ଲିଟର ପିମପଳି ଓ ମହୁ ମିଶାଇ ପିଅନ୍ତୁ । ଏହାକୁ ଯଦି ଆପଣ ସକାଳୁ ଓ ରାତିରେ ସେବନ କରିବା ଦ୍ଵାରା ଆଖିର ରଶ୍ମୀ ବଢିଥାଏ ।

ଗିଲୟ ସେବନ କରିବା ସମୟରେ ଏହାର ଠିକ ମାତ୍ରା ବ୍ୟବହାର କରିବା ନିହାତ ଦରକାର ନଚେତ ଏହା ଠିକ ଭାବରେ କାମ ଦେବ ନାହିଁ । ଯଦି ଆପଣଙ୍କର କାନ ବିନ୍ଧା ହେଉଛି ତେବେ ଏହାକୁ ପାଣିରେ ମିଶାଇ ଏହାକୁ ଘଷି ଦୁଇ ବୁନ୍ଦା ପକାଇବା ଦ୍ଵାରା ଆପଣ ଏଥିରୁ ଉପସମ ହେବେ ଓ କାନ ମଧ୍ୟ ସଫା ହୋଇଥାଏ । ଯଦି ଆପଣଙ୍କର ପିଲିଆ ରୋଗ ହୋଇଥାଏ ତେବେ ଏହାକୁ ବ୍ୟବହାର କରି ପାରିବେ ।  ୨୦ ମିଳି ଲିଟରରେ ଦୁଇ ଚାମଚ ମହୁ ମିଶାଇ ଦିନକୁ ୩ ଥର ପିଇବା ଫଳରେ ଭଲ ଫଳ ମିଳିବ ପିଲିଆ ଭଲ ହୋଇଯିବ ।

ଏହାକୁ ଆପଣ ଛୋଟ କରି ନିଜ ବେକରେ ମାଳ କରି ପିନ୍ଧିଲେ ମଧ୍ୟ ଏଥିରୁ ମୁକ୍ତି ପାଇବେ । ଯଦି ଆପଣଙ୍କର ଖାଦ୍ୟ ହଜମ ହେଉ ନାହିଁ ଓ ବାରମ୍ବାର ଆପଣଙ୍କୁ ମୂତ ଲାଗୁଛି ତେବେ ଏହାକୁ ଖାଇ ଏଥିରୁ ମୁକ୍ତି ପାଇ ପାରିବେ । ଏହି ରୋଗରୁ ମୁକ୍ତି ପାଇବା ପାଇଁ ଆପଣ ୧୦ ରୁ ୨୦ମିଳି ଲିଟର ରେ ଆପଣ ମହୁ ଓ ପାଷାଣ ଭେଦ ଚୁରକୁ ମିଶାଇ ୩ ଥର ପିଇବା ଫଳରେ ସେଥିରୁ ରକ୍ଷା ପାଇ ପାରିବେ । ଯଦି ଆପଣଙ୍କର ଆଣ୍ଠୁ ଗଣ୍ଠି ରୋଗ ହେଉଥିବ ତେବେ ସବୁଦିନ ଏହାକୁ ଆପଣଙ୍କୁ ଖାଲି ପେଟରେ ଖାଇବାକୁ ପଡିବ ।

ଏହାର ଚୁର୍ଣ କରି ଆପଣ ରାତିରେ ଶୋଇଲା ପୂର୍ବରୁ ଓ ସକାଳେ ଖାଲି ପେଟରେ ଖାଇବା ଫଳରେ ନିଜର ଗଣ୍ଠି ରୋଗ ଭଲ ହୋଇଯିବ । ଯଦି ଆପଣଙ୍କର କଫ ଜନିତ କିଛି ସମସ୍ୟା ହେଉଥିବ ତେବେ ଆପଣ ଏହାକୁ ଖାଇବା ଦ୍ଵାରା ନିଜର ଭିତରେ ଥିବା କଫ ସବୁ ବାହାରି ଯିବ ଓ ସ୍ୱାସ୍ଥ୍ୟ ଭଲ ରହିବ । ହୃଦୟ ଜନିତ ରୋଗରୁ ମଧ୍ୟ ଭଲ ହୋଇ ପାରିବେ । ଏହାକୁ ଦୁଇ ପ୍ରକାରର କରି ଖାଇ ପାରିବେ ଜୁଷ ଓ ପାଉଡର ।

Leave a Reply

Your email address will not be published. Required fields are marked *