ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି କିଛି ରାଶି ସମ୍ବନ୍ଧରେ କହିବୁ ଯେଉଁ ମାନଙ୍କୁ ଭଗବାନ ହନୁମାନ ଙ୍କ କୃପାଦୃଷ୍ଟି ଲାଭ ହେବାକୁ ଯାଉଛି । ଯାହାଦ୍ୱାରା ଏହି ରାଶି ର ବ୍ୟକ୍ତିର ସମସ୍ତ ଅସୁବିଧା ଦୂର ହୋଇଯିବ । ଏହି ରାଶିର ବ୍ୟକ୍ତିର ସମୟ ଅସନ୍ତା ସମୟ ବହୁତ ଶୁଭ ଦାୟକ ରହିବ । ଆପଣଙ୍କ ଘରେ ସୁଖର ବର୍ଷା ହବ । ଆପଣଙ୍କ ଭଲ ପାଇବା ବହୁତ ଉଚ୍ଚ ସ୍ଥାନର ପହଞ୍ଚେଇବ । ଆପଣ ବହୁତ ବର୍ଷ ରୁ ଚେଷ୍ଟା କରୁଥିବା କାମଟି ଖୁବଶୀଘ୍ର ହୋଇଯିବ ।
ପତି ଓ ପତ୍ନୀ ଭିତରେ ସଂପର୍କ ବହୁତ ଭଲ ରହିବ । ଆପଣଙ୍କ କାମ ଦେଶ ବାହାରେ ଚାଲିବ ଏବଂ ଆପଣଙ୍କ ଭଲ ସ୍ୱଭାବ ଯୋଗୁଁ ବହୁତ ମିତ୍ର ହେବେ । ଖେଳକୁଦ ଦ୍ବାରା ଦେହ ସୁସ୍ଥ ରହିବ । ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ ।
୧. ତୁଳା ରାଶି- ବନ୍ଧୁଗଣ ପ୍ରଥମ ରାଶି ହେଉଛି ‘ତୁଳା ରାଶି’ । ଏହି ରାଶି ଉପରେ ଭାଗବାନ ହନୁମାନ ସମ୍ପୂର୍ଣ୍ଣ ରୂପେ ସନ୍ତୁଷ୍ଟ ଅଛନ୍ତି । ଏହି ରାଶି ର ଭାଗ୍ୟ ସମ୍ପୂର୍ଣ୍ଣ ରୂପେ ରେ ବଦଳିଯିବ । ଭଗବାନ ହନୁମାନ କୃପା ଦ୍ୱାରା ଘରେ ସୁଖଶାନ୍ତି ର ବର୍ଷା ହବ । ଶିକ୍ଷା କ୍ଷେତ୍ରରେ ବହୁତ ଜ୍ଞାନ ଅର୍ଜନ କରିବେ । ପ୍ରେମ କ୍ଷେତ୍ରରେ ଥିଲେ ବହୁତ ସଫଳତା ମିଳିବ । ଅନେକ ସୁନ୍ଦର ସ୍ଥାନ ଭ୍ରମଣ କରିବାର ଯୋଗ ଅଛି ଏବଂ ବହୁତ ଆନନ୍ଦ ପାଇବେ ।
୨. ସିଂହ ରାଶି – ବନ୍ଧୁଗଣ ଏହି ରାଶି ର ବ୍ୟକ୍ତିର ବିବାହ ରେ ବହୁତ ବାଧା ଦେଖା ଯାଉଥିଲା ଯାହା ଭଗବାନ ହନୁମାନ ଏବେ ଦୂର କରିଦେବେ ଏବଂ ଖୁବଶୀଘ୍ର ଅପଣଙ୍କ ବିବାହ ରାଶି ଖୋଲିବାର ସୁଯଗ ମିଳିବ । ଆପଣ କୌଣସି ଯାତ୍ରାରେ ଯିବାକୁ ଚାହୁଁଥିଲେ ନିଶ୍ଚିତ ଗମନ କରନ୍ତୁ ଆପଣଙ୍କ ଯାତ୍ରା ସଫଳ ହବ । କୌଣସି କାମ କରିବା ପୂର୍ବ ରୁ ଭଗବାନ ହନୁମାନ ଙ୍କ ନାମ ଜପ କରିଲେ ଅପଣଙ୍କୁ ସବୁ କାର୍ଯ୍ୟ ରେ ସଫଳତା ମିଳିବ । ଆପଣଙ୍କ କାର୍ଯ୍ୟ ର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ ।
୩. କନ୍ୟା ରାଶି – ବନ୍ଧୁଗଣ ଏହି ରାଶି ର ବ୍ୟକ୍ତି କିଛି ନୂଆ କାର୍ଯ୍ୟ କରିବାକୁ ଚାହୁଁଥିଲେ ତାଙ୍କୁ ସଫଳତା ମିଳିବ । ଶିକ୍ଷା କ୍ଷେତ୍ରରେ ବହୁତ ସଫଳତା ମିଳିବ । ଏହି ସମୟ ଆପଣଙ୍କ ପାଇଁ ବହୁତ ଭଲ ସମୟ ଅଟେ । ସାଙ୍ଗମାନଙ୍କ ସହ ବୁଲା ବୁଲି କରିବାର ସୁଯଗ ମିଳିବ । ଆପଣଙ୍କ ଜୀବନ ବହୁତ ସଫଳଦାୟକ ରହିବ । ଆପଣଙ୍କ ପରିବାର ରେ ସୁଖରଲହରି ଖେଳିଯିବ । ଯେ କୌଣସି କାର୍ଯ୍ୟ କରିବା ଆଗରୁ ଭଗବାନ ହନୁମାନ ନାମ ଜପ କରନ୍ତୁ । ଅପଣଙ୍କ କାର୍ଯ୍ୟ ସଫଳ ହବ । ନୂଆ ନୂଆ କାମ କରିବାର ସୁଯଗ ମିଳିବ । ନୂଆ ନୂଆ ସାଙ୍ଗ ସହ ମିଶିବେ ।
୪. ମକର ରାଶି- ବନ୍ଧୁଗଣ ଏହି ରାଶି ଥିବା ବ୍ୟକ୍ତି ଙ୍କ ଘର ଓ କାରବାର ଉପରେ ଧନ ର ବର୍ଷା ହେଇପାରେ । ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହେଇଯିବ । ଆପଣଙ୍କ ଭାଗ୍ୟ ହନୁମାନ ଙ୍କ କୃପାରୁ ବଦଳି ଯାଇପାରେ । କାରବାର ରେ ବ୍ୟସ୍ତତା ରହିବ । କର୍ଯ୍ୟକ୍ଷେତ୍ର ରେ ସମାନ ମିଳିପାରେ । କଷ୍ଟ କରିକି ଧନ ଅର୍ଜନ କରିପାରିବେ ।
୫. କୁମ୍ଭ ରାଶି- ବନ୍ଧୁଗଣ କହିବାକୁ ଚାହିଁବୁ ଯେ, ହନୁମାନ ଙ୍କ କୃପାରୁ ଏହି ରାଶିର ଲୋକମାନେଙ୍କୁ କାରବାର ରେ ବଡ ଫାଇଦା ମିଳିବାକୁ ଯାଉଛି । ଯାହା ଦ୍ୱାରା କି ଏହି ରାଶି ର ଲୋକମାନଙ୍କ ଦୁଃଖ କଷ୍ଟ ଦୂର ହେଇପାରିବ । ତଥା ଏମାଙ୍କ ଜୀବନ ରେ ରାଜସୁଖ ମିଳିପାରେ । ଆପଣଙ୍କୁ ଆପଣଙ୍କ ଜୀବନ ରେ ନୂଆ ଖୁସି ଖବର ଆସିବାର ମଧ୍ୟ ନଜର ଆସୁଥିବ । ଆପଣଙ୍କ ପ୍ରେମ ସମ୍ବନ୍ଧରେ ରେ ମଧ୍ୟ ଦୃଢ଼ତା ଆସିବ । ଜୀବନ ର ସବୁ କଷ୍ଟ ଦୂର ହେବ ।