ବିବାହ ପରେ ସବୁ ଝିଅଙ୍କ ମନରେ ଥାଏ ଏହି 8ଟି ଚିନ୍ତା, ଶାଶୁଘର ଲୋକେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ବିବାହ ସବୁ ଝିଅଙ୍କ ସ୍ଵୋପ୍ନ ରହିଥାଏ । ବିବାହ ପରେ ଶାଶୁଘରେ ତାହାର ଗୋଟିଏ ନୂତନ ଜୀବନ ଆରମ୍ଭ ହୋଇଥାଏ । ବନ୍ଧୁଗଣ ଆପଣ କେବେ ଚିନ୍ତା କରିଛନ୍ତି କି ଗୋଟିଏ ନୂତନ ବୋହୁ ତାହା ମନରେ କଣ ସବୁ ଚିନ୍ତାଧାରା ରଖି ଶାଶୁଘରକୁ ଜିବାର ସ୍ଵୋପ୍ନ ଦେଖିଥାଏ । ଗୋଟିଏ ନୂତନ ବୋଧୁର ହୃଦୟକୁ ପଢିବା ବହୁତ କଠିନ ହୋଇଥାଏ, ହେଲେ ମଧ୍ୟ ଆମ୍ଭେମାନେ କେବେ ଚିନ୍ତା କରିନଥାଉ ଯେ ତାଙ୍କ ହୃଦୟରେ ସେହି ମୁହୁର୍ତ୍ତରେ କଣ ସବୁ ଆଶା ଅଥବା ପ୍ରଶ୍ନ ଚାଲିଥାଏ । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ତାହା ବିଷୟରେ କହିବାକୁ ଯାଉଛୁ ଆସନ୍ତୁ ଏବେ ଜାଣିବା ।

୧- ବିବାହ ସରିବା କ୍ଷଣି ଝିଅଟିଏ ଚିନ୍ତା କରିଥାଏ ଯେ, ଯାହାହେଉ ଏବେ ଭାରି ଭରକମ ଲେହଙ୍ଗାରୁ ଛୁଟକାରା ମିଳିଲା, ଏହା ସହିତ ଦୁଇ କିଲୋ ମେକଅପ ରୁ ମଧ୍ୟ ଛୁଟକାରା ମିଳିବ । ଏବେ ସେ ନିଜର ସାଧା ପୋଷାକରେ ଆରମ ଦାୟକ ନିଶ୍ଵାସ ନେଇପାରିବ ।

୨- ସଂପୂର୍ଣ୍ଣ ବିବାହ ପର୍ଯ୍ୟନ୍ତ ଝିଅଙ୍କୁ ନିଜ ଚେହେରା ରେ ସ୍ମାଇଲ ରଖିବାକୁ ହୋଇଥାଏ । ଫୋଟ କ୍ଲିକ କରିବାରେ ହେଉ କିମ୍ବା ସ୍ଟେଜ ଉପରେ ଝିଅଟିକୁ ସର୍ବଦା ସ୍ମାଇଲ କରିବାକୁ ହୋଇଥାଏ । ଝିଅଟି ସ୍ମାଇଲ ଦେଇ ଦେଇ ତାହାର ଗାଲ ଦରଦ ହେଇଯାଏ, ବିବାହ ପରେ ସେ ଭାବେ ଯାହାହେଉ ଏବେ ଆଉ ସ୍ମାଇଲ ଦେବାକୁ ହେବନାହିଁ ।

୩- ବିବାହରେ ବହୁତ ଗୁରୁଜନ ମାନଙ୍କର ପାଦ ଛୁଇଁ ମୁଣ୍ଡିଆ ମାରି ମାରି ଥକିଯାନ୍ତି । ଏହି କ୍ଷେତ୍ରରେ ଝିଅ ମାନଙ୍କର ସଂପୂର୍ଣ୍ଣ ଶରୀର ବିନ୍ଧିବାରେ ଲାଗିଥାଏ । ସେମାନେ ଭବିଥାନ୍ତି ଯେ କାସ କେଉଁଠାରୁ ଗୋଟିଏ ବଡି ମସାଜ ମିଳିଯାଏ । ସେ ନିଜର ଥକାନ ଦୂର କରିବା ପାଇଁ ଚିନ୍ତା କରିଥାନ୍ତି ।

୪- ବିବାହରେ ଅନେକ ଉପହାର ମିଳିଥାଏ, ଏହାକୁ ପାଇ ଖୋଲିବାର ଇଛା ପ୍ରଥମେ ଝିଅଟି ନୂତନ ବଧୁ ରେ ପାଲଟି ଯାଇଥିବା ବେଳେ ଚିନ୍ତା କରିଥାଏ । ସେ ସର୍ବ ପ୍ରଥମେ ନିଜ ସାଙ୍ଗ ସାଥିର ଉପହାର କୁ ଖୋଲି ଦେଖିଥାଏ ।

୫- ବନ୍ଧୁଗଣ ମା ଘରେ ଝିଅଟିଏ ଯେପରି ଇଛା ସେପରି ନିଜ ରୁମ ରୁ ବାହାରି ବୁଲିଥାଏ । ମାତ୍ର ଶାଶୁଘରେ ସେ ଛୋଟ ଡ୍ରେସ ପିନ୍ଧି କୁଆଡେ ବାହାରି ପାରିବ ନାହିଁ କିମ୍ବା ସେ ନାଇତି ପିନ୍ଧି ମଧ୍ୟ ବାହାରି ପାରିବ ନାହି । ସକାଳୁ ଉଠି ଡ୍ରେସଅପ ସହିତ ଭଲରେ ମେକଅପ ଅର୍ଥାତ ଲିପଷ୍ଟିକ, ପାଉଡର, ବିନ୍ଧି, କାଜଲ ଇତ୍ୟାଦି ତାହାର ପସନ୍ଦ ଅନୁଯାଇ ପିନ୍ଧିକି ଅଥବା ଲଗାଇକି ବାହାରକୁ ବାହାରିଥାଏ । ତାକୁ ଭୟ ମଧ୍ୟ ଲାଗିଥାଏ ଯେ କୌଣସି ପ୍ରକାରର ଗଡବଡ ମଧ୍ୟ ନ ହେଉ ।

୬- ବିବାହ ପରେ ସେ ହନିମୁନ ବିଷୟରେ ଚିନ୍ତା କରିଥାଏ । କେବେ ହେବ, କେମିତି ହେବ, କିଛି ଗଡବଡ ତ ହେବ ନାହି ଇତ୍ୟାଦି ଚିନ୍ତାଧାରା ତାହାର ମନରେ ଆସିଥାଏ । ସେ ଏହା ମଧ୍ୟ ଭବିଥାଏ ସେ ନିଜ ପାର୍ଟନର ସହିତ ଏକୁଟିଆ ରହିବାର ସୁଯୋଗ କେବେ ମିଳିବ ।

୭- ଝିଅଟି ନିଜ ବାପଘରେ ରୋଷେଇ ଘରକୁ କେବେ ଯାଇନାହି । ମାତ୍ର ଶାଶୁଘରେ ତାକୁ ବିବାହ ପରଦିନ ରୋଷେଇ ଘରକୁ ଯାଇ ରୋଷେଇ କରିବାକୁ ପଡିଥାଏ । ଏହି କ୍ଷେତ୍ରରେ ସେ ଏହି କଥାକୁ ନେଇ ବହୁତ ଟେନସନ ରେ ଆସିଥାଏ ।

୮- ବିବାହ ପରଦିନ ସେ ନିଜ ସାଙ୍ଗ ସାଥୀଙ୍କ ସାଙ୍ଗେ ନିଜର ବୈବାହିକ ଜୀବନର ଅନୁଭୂତି କହିଥାଏ । ବନ୍ଧୁଗଣ ଏହା ଥିଲା ଗୋଟିଏ ଝିଅର ବିବାହ ସମୟରେ ମନର କଥା ଆପଣଙ୍କୁ ଏହା ଭଲ ଲାଗିଥିଲେ ଗୋଟିଏ ଲାଇକ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *