ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ 3ଥର ଜପ କରନ୍ତୁ, ତାପରେ ଦେଖିବ ଚମତ୍କାର

ବନ୍ଧୁଗଣ ଧାର୍ମିକ ଗ୍ରନ୍ଥ ଏବଂ ଶାସ୍ତ୍ର ମାନଙ୍କରେ ସେହି ଅଲୌକିକ ଶକ୍ତି ରହିଛି ଯାହା ଆମ ଜୀବନର ସମସ୍ତ ଦୁଖ ଦୁର୍ଦଶାକୁ ଦୂର କରିବାରେ ଆମର ସହାୟ ହୋଇଥାଏ । ବନ୍ଧୁଗଣ ଆମ ନୀତିଦିନ ଜୀବନରେ ସମସ୍ତଙ୍କ କିଛି ନା କିଛି ଦୁଖ ରହିଅଛି । ଯଦି ଆମେ କୌଣସି ପୁରାଣ କିମ୍ବା ଗ୍ରନ୍ଥକୁ ମନ ଧ୍ୟାନ ର ସହିତ ସେଥିରେ ଥିବା ବିଷୟ ବସ୍ତୁ କୁ ଆଖି ଆଗରେ ରଖି ସମସ୍ତ କାର୍ଯ୍ୟ କରିଥାଉ ତେବେ ଆମର ନୀତିଦିନ ଜୀବନରେ ଘଟୁଥିବା ଦୁଖରୁ ଉଦ୍ଧାର ପାଇ ପାରିବା । କାରଣ ବନ୍ଧୁଗଣ ଆମେ ଯେତେବେଳେ କୌଣସି ଚିନ୍ତା କିମ୍ବା ସମସ୍ୟାରେ ପଡିଥାଉ ତେବେ ଶାସ୍ତ୍ରୀୟ ଉପାୟ ମାନ ଅବଲମ୍ବନ କରିଥାଉ ।

ବନ୍ଧୁଗଣ ଶାସ୍ତ୍ରରେ ଆମର ସମସ୍ତ ଅସୁବିଧା ଏବଂ ଦୁଖର ସମାଧାନ ରହିଛି । ବନ୍ଧୁଗଣ ଯଦି ଆମେ ସେହି ଉପାୟ ଗୁଡିକ ସଠିକ ନୀତି ନିୟମ ଭାବେ କରିବା ତେବେ ସଫଳ ନିଶ୍ଚିତ ହେବା । ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ହନୁମାନ ଚାଳିଶା ମାଧ୍ୟମରେ କେତେକ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କୁ ସୁଖରେ ଭରିଦେବ । ବନ୍ଧୁଗଣ ଭଗବାନ ହନୁମାନ ଙ୍କୁ ସମର୍ପିତ ଶ୍ରୀ ହନୁମାନ ଚାଳିଶା ସମ୍ବନ୍ଧରେ ସମସ୍ତେ ପ୍ରାଏ ଜାଣିଛନ୍ତି ।

କିନ୍ତୁ ବନ୍ଧୁଗଣ ଆପଣ କଣ ଏହା ଜାଣିଛନ୍ତି କି ଏହାର ରହସ୍ୟ କଣ ? ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ପୌରାଣିକ କଥାର ରହସ୍ୟ ବିଷୟରେ କହିବାକୁ ଯାଉଛୁ । ଆପଣ ସମସ୍ତେ ଭଗବାନ ହନୁମାନଙ୍କର ପିଲାଦିନର ଅବତାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଯେ, ଯେତେବେଳେ ପ୍ରଭୁ ହନୁମାନ ଙ୍କୁ ପିଲାଦିନେ ଭୋକ ଲାଗିଥିଲା ସେତେବେଳେ ସେ ଆକାଶରେ ଚମକୁ ଥିବା ସୂର୍ଯ୍ୟଙ୍କୁ ଗୋଟିଏ ଫଳ ବୋଲି ଭାବିଥିଲେ, ତାଙ୍କ ପାଖରେ ଏଭଳି ଶକ୍ତି ଥିଲା ଯେ ସେ ଆକାଶରେ ଉଡି ଉଡି ସୂର୍ଯ୍ୟଙ୍କୁ ଖାଇବା ପାଇଁ ଗଲେ ।

ସେତେବେଳେ ଦେବରାଜ ଇନ୍ଦ୍ର ନିଜ ଶାସ୍ତ୍ରରେ ହନୁମାନ ଙ୍କୁ ପ୍ରହାର କରିଥିଲେ, ଯାହା ଫଳରେ ହନୁମାନ ମୁର୍ଚ୍ଛିତ ହୋଇଗଲେ, ହନୁମାନ ଙ୍କ ମୁର୍ଚ୍ଛିତ ହେବା ପରେ ଯେତେବେଳେ ବାୟୁଦେବ ଏପରି ଜାଣିଲେ ସେ ଅତ୍ୟଧିକ ରାଗିଗଲେ, ମାତ୍ର ଯେତେବେଳେ ସମସ୍ତ ଦେବତା ମାନଙ୍କୁ ଜଣା ପଡିଲା ଯେ ହନୁମାନ ଭଗବାନ ଶିବଙ୍କର ଅବତାର ଅଟନ୍ତି ସେତେବେଳେ ସମସ୍ତ ଦେବତା ଗଣ ହନୁମାନଙ୍କୁ ନିଜ ନିଜ ଶକ୍ତି ପ୍ରଦାନ କଲେ । ବନ୍ଧୁଗଣ ହନୁମାନ ଚାଳିଶାର ପାଠ ମଙ୍ଗଳବାର ଏବଂ ଶନିବାରରେ କାଲେ ତାହା ଅତ୍ୟନ୍ତ ଶୁଭ ବୋଲି ମାନାଯାଇଛି ।

ବନ୍ଧୁଗଣ ହନୁମାନ ଚାଳିଶାରେ କିଛି ଏମିତି ଚୌପଇ ରହିଛି ଯାହାକୁ ପଢିଲେ ବହୁତ ଉପକାର ହେବ । ଏହାକୁ ପଢିଲେ ସବୁ କଷ୍ଟ ଦୂର ହେଇଯିବ, ପ୍ରଥମ ଚୌପଇଟି ହେଉଛି;- “ଭୁତ ପିଶାଚ ନିକଟ ନହିଁ ଆବୈ । ମହାବୀର ଜବ ନାମ ସୁନାଵେ॥୨୪॥” ବନ୍ଧୁଗଣ ଯାହା ମନରେ ଦୁଖ କଷ୍ଟ ରହିଛି ଏହି ଚୌପଇ କୁ ନିରନ୍ତର ଜପ କରିବା ଦ୍ଵାରା ଆପଣଙ୍କର ସମସ୍ତ ଦୁଖ କଷ୍ଟ ଦୂର ହେବ । ଆପଣଙ୍କ ଭୟ ସବୁ ଦୂର ହେଇଯିବ ଆପଣଙ୍କ ମନରେ କୌଣସି ଭୟ ମଧ୍ୟ ରହିବନାହିଁ ।

ଦ୍ଵିତୀୟ ମନ୍ତ୍ରଟି ହେଉଛି;- “ନାସେଇ ରୋଗ ହରେ ସବ ପିରା । ଜପତ ନିରନ୍ତର ହନୁମତ ବୀରା॥୨୫॥” ଯେଉଁ ବ୍ୟକ୍ତି ରୋଗରେ ପୀଡିତ ରହିଛି ଚିକିସ୍ୟା କଲେ ମଧ୍ୟ କୌଣସି ଲାଭ ମିଳୁନାହିଁ, ସେମାନେ ଏହି ମନ୍ତ୍ରଟିକୁ ଜାପ କଲେ ଉଦ୍ଧାର ପାଇବେ । ବନ୍ଧୁଗଣ କହିବାକୁ ଗଲେ ହନୁମାନ ଚାଳିଶାର ପ୍ରତ୍ୟକ ଚୌପଇର ମହତ୍ଵ ରହିଛି କିନ୍ତୁ କେତେକକୁ ନିରନ୍ତର ଜପ କଲେ ଆପଣ ଉଦ୍ଧାର ପାଇ ପାରିବେ । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *