Bollywoodର ଏହି 4 ସୁପରଷ୍ଟାର ଯେଉଁମାନେ ଥିଲେ ବହୁତ ଗରିବ

ବନ୍ଧୁଗଣ ଆମ୍ଭେ ମାନେ ସମସ୍ତେ ପ୍ରାଏ ବଲିଉଡ ସାଙ୍ଗେ ପରିଚିତ । ଆମେ ଆପଣଙ୍କୁ ଯାହା ବିଷୟରେ କହିବାକୁ ଯାଉଛୁ ସେମାନେ ନିଜ ଜୀବନରେ ବହୁତ ସଂଘର୍ଷ କରି ଆଜି ଦର୍ଶକ ମାନଙ୍କ ମଧ୍ୟରେ ପରିଚିତ । ସେମାନେ ସମସ୍ତେ ସମାଜରେ ମଧ୍ୟ ଗୋଟିଏ ପ୍ରତିଷ୍ଠାବାନ ବ୍ୟକ୍ତି ଭାବେ ସୁନାମ ଅର୍ଜନ କରିଛନ୍ତି । ବନ୍ଧୁଗଣ ଏମାନଙ୍କ ପିଲାଦିନ ବହୁତ ଗରିବୀ ଅବସ୍ଥାରେ କଟିଛି । ଏହି ଶିତାରା ମାନେ ଖାଇବା ପାଇଁ ମଧ୍ୟ ତରଶୁ ଥିଲେ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ସେମାନେ କିଏ ଅଟନ୍ତି ?

୧- ବନ୍ଧୁଗଣ ଆମେ ପ୍ରଥମେ ଜାଣିବା ଆସନ୍ତୁ “ଜନୀ ଲିଭର”ଙ୍କ ବିଷୟରେ, ଆପଣ ସମସ୍ତେ ଜନି ଲିଭରଙ୍କୁ ଭଲଭାବେ ଜାଣିଛନ୍ତି । ବର୍ତମାନ ସେ ବଲିଉଡ ର ଜଣେ ନମିଦାମି ପ୍ରସିଦ୍ଧ କମିଡିଆନ ଅଟନ୍ତି । ସେ ନିଜ ପିଲା ଦିନ ଅବସ୍ଥାରେ ବହୁତ ଗରିବୀ ଦେଖିଛନ୍ତି । ସେ ନିଜର ପେଟ ପାଳିବା ପାଇଁ ପିଲାଦିନରେ ଖବର କାଗଜ ମଧ୍ୟ ବିକ୍ରି କରିଛନ୍ତି ।

୨- ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା “ମିଥୁନ ଚକ୍ରବତୀ”ଙ୍କ ବିଷୟରେ । ବନ୍ଧୁଗଣ ମିଥୁନ ମଧ୍ୟ ବହୁତ ଦୁଖ ଦୁର୍ଦଶା ର ଶିକାର ହୋଇଛନ୍ତି । ମାତ୍ର ଆଜିଭଳି ଦିନରେ ସେ କାରୋଡ ଟଙ୍କାର ମାଲିକ ଅଟନ୍ତି । ବନ୍ଧୁଗଣ ଭାଗ୍ୟ ଚକ୍ର କେତେବେଳେ କାହାକୁ କେଉଁ ଅବସ୍ଥାକୁ ଆଣିବ ତାହା କହିବା କଠିନ ଅଟେ । ଦିନ ଥିଲା ମିଥୁନ ଙ୍କ ପାଖରେ ଖାଇବା ପାଇଁ ମଧ୍ୟ ପଇସା ନଥିଲା । ମାତ୍ର ବର୍ତ୍ତମାନ ଅଜସ୍ରର ଟଙ୍କା ତାଙ୍କ ପାଖରେ ଉପସ୍ଥିତ ।

୩- ଏବେ ଜାଣିବା ଆସନ୍ତୁ “ନବାଯୁଦିନ ଶୁଦ୍ଧିକି” ଙ୍କ ବିଷୟରେ, ସେ ନିଜ ଜୀବନରେ ବହୁତ ଆର୍ଥିକ ଅବସ୍ଥା ଦେଖିଛନ୍ତି । ସେ ନିଜର ପେଟ ପାଳିବା ପାଇଁ ଧନିଆ, ମରୀଚ ମଧ୍ୟ ବିକ୍ରି କରିଛନ୍ତି । ସେ କପଡା ଦୋକାନରେ ମଧ୍ୟ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ନିଜର ଅଭିନୟରେ ସମସ୍ତଙ୍କୁ ଆଚଙ୍କିତ କରିଦେଇଛନ୍ତି । ତାଙ୍କର ଫିଲ୍ମ କୁ ମଧ୍ୟ ବହୁତ ଦର୍ଶକ ପସନ୍ଦ କରିଛନ୍ତି । ଏହା ସହିତ ସେ ଯେଉଁ କିରଦାର ରେ ଅଭିନୟ କରନ୍ତି ତାହାକୁ ଖୁବ ଭଲ ଭାବରେ ପ୍ଲେ କରିଥାନ୍ତି ।

୪- ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା “ସଞ୍ଜୟ ମିଶ୍ରା”ଙ୍କ ବିଷୟରେ, ବନ୍ଧୁଗଣ ସଞ୍ଜୟ ମିଶ୍ରା ନିଜର ସାନଦାର କମେଡି ପାଇଁ ଘରେ ଘରେ ପରିଚିତ । ତାଙ୍କ ଅଭିନୟର ପ୍ରଶଂସା ମଧ୍ୟ ବହୁତ ଦର୍ଶକ ସମେତ ବଡବଡ ହସ୍ତୀ ମଧ୍ୟ କରିଥାନ୍ତି । ମାତ୍ର ସେ ଦିନେ ଦୁଇ ଓଳିର ରୋଟି ଖାଇବା ପାଇଁ ତରସି ଯାଉଥିଲେ । ଏବଂ ନିରୂପାୟ ବଶତ ହୋଟେଲ ରେ ବାସନ ମଧ୍ୟ ସଫା କରିଛନ୍ତି ।

ବନ୍ଧୁଗଣ ସତରେ ମଣିଷ ଜୀବନର ପାଶା କେତେବେଳେ କେଉଁଠାରେ ଓଲଟି ଯାଇଥାଏ ତାହା କହିବା ବହୁତ କଠିନ । ଆଜି ଯେ ଭିକାରି ଦିନେ ସେ କୋଟିପତି ନିଶ୍ଚିତ ହେବ । ଯଦି ମନରେ କିଛି କରି ଦେଖାଇବାର ନିଷ୍ପତି ଆପଣ ନିଅନ୍ତି ତେବେ ବିଶ୍ଵାସ କରନ୍ତୁ ଆପଣ ସାରା ଜଗତକୁ ଜିଣି ପାରିବେ । ମାତ୍ର ସଂଘର୍ଷ-ମୟ ଜୀବନ ଭିତରେ ନିଜର ଲକ୍ଷ ଠାରୁ ଆଦୌ ଓହରି ଜାଆନ୍ତୁ ନାହିଁ । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀଟି ଭଲ ଲାଗିଥାଏ, ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *