ଟିଭି ସିରିୟଲରେ ଶାନ୍ତ ଓ ନମ୍ର ଅଭିନୟ କରୁଥିବା ଏହି ଅଭିନେତ୍ରୀ ରିୟଲ ଲାଇଫରେ ଅଟନ୍ତି ବହୁତ ଘମଣ୍ଡି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଟିଭି ସିରିୟଲରେ ଶାଶୁ ବୋହୁକୁ ଝଗଡା କରିଥିବାର ଦେଖିଛନ୍ତି । ଏହି ଅଭିନେତ୍ରୀ ମାନେ ମଧ୍ୟ ନିଜ କିରଦାର ସଠିକ ଭାବେ ନିଭେଇଥାନ୍ତି । ଦର୍ଶକ ବନ୍ଧୁ ଆପଣ ଜାଣିଛନ୍ତି କି ଯେ କେତେ ଥର ମଧ୍ୟ ସିରିୟଲ ର ପୁରା କ୍ରେଡିଡ ଏମାନଙ୍କ ଝଗଡାକୁ ନେଇ ଦିଆଯାଇଥାଏ । ମାତ୍ର କଣ ଆପଣ ଜାଣିଛନ୍ତି କି ଟିଭି ସିରିୟଲର ଏହି ଅଭିନେତ୍ରୀ ନିଜର ଅସଲ ଜିନ୍ଦଗିରେ ମଧ୍ୟ ଏହିଭଳି ଝଗଡା କରିଥାନ୍ତି ।

୧- ଅଙ୍କିତା ଲୋଖଣ୍ଡେ;- ବନ୍ଧୁଗଣ ପବିତ୍ର ରିସ୍ତା ଟିଭି ସିରିୟଲ ରେ ଅର୍ଚ୍ଚନାର କିରଦାର ନିଭାଇ ଲକ୍ଷାଧିକ ଦର୍ଶକଙ୍କ ହ୍ରୁଦୟକୁ ଜିତିଥିବା ଅଙ୍କିତା ଲୋଖାଣ୍ଡେ ବହୁତ ପ୍ରସିଦ୍ଧ ଅଟନ୍ତି ଯିଏ କି ବହୁତ ପ୍ରସିଦ୍ଧ ହୋଇ ସାରିଛନ୍ତି । ମାତ୍ର ସେ ତାଙ୍କ କ୍ରୋଧ ଉପରେ ଆଦୌ କାବୁ ରଖିପାରନ୍ତି ନାହିଁ । ଦର୍ଶକ ବନ୍ଧୁ ସେ ନିଜର ସିରିୟଲ ର ଅଭିନେତା ସୁଶାନ୍ତ ଙ୍କୁ ପବ୍ଲିକ ପ୍ଲେସ ରେ ଗୋଟିଏ ଚାପୁଡା ମାରିଦେଇଥିଲେ । ଏଥିରୁ ଏହା ପ୍ରମାଣିତ ହେଉଛି ଯେ ସେ ବହୁତ କ୍ରୋଧ କରିଥାନ୍ତି, ଏଥିପାଇଁ ଟିଭି ସିରିୟଲର ବାକି ହିରୋଇନ ତାଙ୍କ ଠାରୁ ଦୂରେଇ ରହିଥାନ୍ତି ।

୨- ହୀନା ଖାନ;- ଦର୍ଶକ ବନ୍ଧୁ ୟେ ରିସ୍ତା କ୍ଯା କେହଲାତା ହେ ସିରିୟଲ ରେ ଅକ୍ଷରା ର ଭୂମିକା ନିଭାଇଥିବା ହୀନା ଖାନ, ଅନ ସ୍କ୍ରୀନ ଫ୍ରେଣ୍ଡଲି ବିହେଭିୟର ପାଇଁ ପରିଚିତ । କିନ୍ତୁ ବନ୍ଧୁଗଣ ଇୟେ ତାଙ୍କ ଝଗଡାଲୁ ଅନ୍ଦାଜ ପାଇଁ ମଧ୍ୟ ମଶହୁର ଅଟନ୍ତି । ଏହାର ପ୍ରମାଣ ସେ ବିଗବସ ଘରେ ଛାଡି ଆସିଛନ୍ତି । ସେ ସେଠାରେ କେତେବେଳେ ମଗରମାଛ ର ଲୁହ ତ ଆଉ କେତେବେଳେ ବଡ ବଡ ଝଗଡା କରୁଥିବାର ମଧ୍ୟ ଦେଖାଯାଇଅଛି ।

କେବଳ ଏହା ନୁହେ ଦର୍ଶକ ବନ୍ଧୁ ଷ୍ଟାର ପ୍ଲସ ର ସିରିୟଲ ୟେ ରିସ୍ତା କ୍ଯା କେହଲାତା ହେ ରେ ଅଭିନେତା କରନ ମେହତାଙ୍କ ସହିତ ମଧ୍ୟ ବହୁତ ଝଗଡା କରିଥିଲେ । ଏହା ଫଳରେ କରନ ମେହତାଙ୍କୁ ଶୋ ମଧ୍ୟ ଛାଡିବାକୁ ହୋଇଥିଲା ।

୩- ନିୟା ଶର୍ମା;- ବନ୍ଧୁଗଣ ନିୟା ଶର୍ମା ଏକ “ହଜାରୋମେ ମେରି ବେହେନା ହେ” ଏବଂ ସିରିୟଲ “ଜମାଇ ରାଜା”ରେ ଅଭିନେତ୍ରୀ ର ଭୂମିକା ନିଭାଇ ବହୁତ ପ୍ରସିଦ୍ଧ ହୋଇଛନ୍ତି । ମାତ୍ର ତାଙ୍କର ଅଭିନୟ ବ୍ଯତୀତ ସମସ୍ତଙ୍କ ସାଙ୍ଗେ ଝଗଡା କରିବାର ଆଦତ ରହିଅଛି । ସେ ଅଧିକାଂଶ ସମୟରେ ମିଡିଆ, ପତ୍ରକାର, ଏବଂ ଡାଇରେକ୍ଟର ତଥା ପ୍ରଡ୍ୟୁସର ସାଙ୍ଗେ ଖିଟ-ପିଟ କରୁଥିବାର ନଜର ଆସିଥାନ୍ତି ।

ସେ ଗୋଟିଏ ଇଭେଣ୍ଟ ରେ ଅନେକ ପତ୍ରକାର ସାଙ୍ଗେ ଯୁକ୍ତି କରିଥିବାର ସୂଚନା ମିଳିଛି । ବନ୍ଧୁଗଣ ଏକତା କପୂର ଙ୍କୁ ମଧ୍ୟ ନିୟା ଙ୍କ ଝଗଡାଲୁ ବ୍ୟବହାର ଆଗରେ ହାର ମାନିବାକୁ ହୋଇଥିଲା । ଏମିତିରେ ତାଙ୍କୁ ଝଗଡାଲୁ ଅଭିନେତ୍ରୀ ଭାବେ ଗ୍ରହଣ କରାଯାଇଛି । ବନ୍ଧୁଗଣ ଏହା ଥିଲା କେତୋଟି ଅଭିନେତ୍ରୀ ଙ୍କ ବିଷୟରେ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *