ବନ୍ଧୁଗଣ ପ୍ରେମ ଜାତିଧର୍ମ ଦେଖି ନଥାଏ । ଏହା କେତେବେଳେ କାହାକୁ ହୋଇଯାଇଥାଏ ତାହା ମଧ୍ୟ ଆଗରୁ ନିର୍ଦ୍ଧାରିତ ହୋଇ ରହିନଥାଏ । ବନ୍ଧୁଗଣ ପ୍ରେମ ଏକ ନିଆରା ଅନୁଭୂତି ତାହା ସମସ୍ତଙ୍କ ଆଗରେ ପ୍ରକାଶ କରିହୁଏ ନାହି । ଯେଉଁ ମାନେ ଏହି ଅନୁଭୂତିରେ ଜଡିତ ଅଛନ୍ତି ସେମାନେ ଠିକ ଆମ କହିବା କଥାକୁ ବୁଝିପାରୁଥିବେ । ଯଦି ଜଣେ ଅନ୍ୟକୁ ଭଲ ପାଇଥାଏ, ତେବେ ସେ ସମସ୍ତ ବାଧା ବିଘ୍ନ କୁ ମଧ୍ୟ ଅତିକ୍ରମ କରିଦେଇଥାଏ । ମାତ୍ର ସେମାନଙ୍କ ସମୁଖରେ କେତେବେଳେ ସମାଜ ତ ଆଉ କେତେବେଳେ ପରିବାର ଲୋକେ ପାଚିରି ଭଳି ଛିଡା ହୋଇରହିଥାନ୍ତି ।
ଏହା ପରେ ମଧ୍ୟ ସଚ୍ଚା ପ୍ରେମୀ ଯୁଗଳ ଏ ସବୁକୁ ଖାତିରି ନ କରି ବିବାହ ବନ୍ଧନରେ ବାନ୍ଧି ହେବାକୁ ଇଛା କରିଥାନ୍ତି । ବନ୍ଧୁଗଣ ଆମେ ଆଜି ଆପଣଙ୍କୁ ଏହିଭଳି ଏକ ନିଆରା ସତ୍ୟ ଘଟଣା ସମ୍ବନ୍ଧରେ ଜଣେଇବାକୁ ଯାଉଛୁ । ବନ୍ଧୁଗଣ ଏହି ଘଟଣା ଟି ବିହାରର ବେଗୁସରାୟ ଅଟେ । ଜଣେ ମୁସଲମାନ ଝିଅକୁ ଗୋଟିଏ ହିନ୍ଦୁ ପୁଅ ସହିତ ପ୍ରେମ ହୋଇଗଲା । ଦୁହେଁ ଦୁହିଙ୍କୁ ବହୁତ ଭଲ ପାଇବାକୁ ଲାଗିଲେ । ଏହା ପରେ ଝିଅଟି ଧର୍ମର ପାଚେରି କୁ ଭାଙ୍ଗି ହିନ୍ଦୁ ରୀତି ନୀତି ଭାବେ ମନ୍ଦିରରେ ବିବାହ କରିଲେ ।
ବନ୍ଧୁଗଣ ସୂଚନା ସୂତ୍ରରୁ ଖବର ଆସିଛି ଯେ, ଝାରଖଣ୍ଡ ର ମୁସଲମାନ ଝିଅଟିକୁ ହିନ୍ଦୁ ପୁଅ ସହିତ ବନ୍ଧୁତା ର ସମ୍ପର୍କ ସୃଷ୍ଟି ହୋଇଥିଲା । ଏହାପରେ ଦୁହେଁ ଦୀର୍ଘ ସମୟ ଧରି କଥା ହେବାରୁ ବନ୍ଧୁତା ପ୍ରେମରେ ପରିଣତ ହୋଇଗଲା । ଏହାପରେ ଦୀର୍ଘ ବର୍ଷ ଧରି ଦୁହିଙ୍କୁ ଡେଟ କଲେ । ଲମ୍ବା ସମୟ ଧରି ଡେଟ କରିବା ଦ୍ଵାରା ଦୁହିଜଣ ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ନିସ୍ପତି ନେଲେ ।
ବନ୍ଧୁଗଣ ଝିଅଟିର ନାମ ସାହେଲା ପରବୀନ ଅଟେ । ତାହାର ଡାକ ନାମ ଶାଲିନି ଅଟେ । ସେ ଝାରଖଣ୍ଡ ରାଜ୍ୟର ହଜାରିବାଗ ଜିଲ୍ଲା ରେ ରୁହନ୍ତି । ପୁଅଟିର ନାମ ସୋହନ କୁମାର ଅଟେ । ଜିଏକି ଫୁଲବଡିୟା ଥାନା କ୍ଷେତ୍ର ର ନିପାନିୟା ଗାଁ ରେ ରୁହନ୍ତି । ସୋହନ ହଜାରି ଗାଁ ରେ ନନବେକିଙ୍ଗ ର କାମ କରୁଥିଲା । ଦେଢ ବର୍ଷ ପୂର୍ବେ ଏହି ଦୁହିଜଣଙ୍କ ଦେଖା ସାକ୍ଷାତ ହୋଇଥିଲା । ଯାହାକି ବହୁତ ଶୀଘ୍ର ପ୍ରେମରେ ପରିଣତ ହେଇଗଲା । ଏହାପରେ ଦୁହିଜଣ ବିବାହ କରିବା ପାଇଁ ନିସ୍ପତି ନେଲେ, ଏବଂ ବିବାହ କରିବା ପାଇଁ ସାହିଲା ପରବୀଣ ସୋହନ ସହିତ ବେଗୁସରାୟ ପହଞ୍ଚିଗଲେ ।
ମନ୍ଧିରରେ ଉଭୟ ବିବାହ କରିନେଲେ । ଏହି ବିବାହ ହିନ୍ଦୁ ରୀତି ରିବାଜ ଅନୁଯାୟୀ ନୋଲାଖା ମନ୍ଦିରରେ ଅନୁଷ୍ଠିତ ହେଲା ଏବଂ ବର୍ତ୍ତମାନ ଏହି ବିବାହ ସେହି ଇଲାକା ରେ ଖାସ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ବନ୍ଧୁଗଣ ଏହି ବିବାହରେ ପୁଅଟିର ପରିବାର ଲୋକେ ସାମିଲ ଥିଲେ ଏବଂ ସେମାନେ ମନ ଖୋଲି ଅତ୍ୟଧିକ ଆନନ୍ଦ ଉଲ୍ଲାସ ସହିତ ନିଜ ବୋହୁର ସ୍ଵାଗତ କଲେ । ଏହି ବିବାହ ଟି ଜୟ ମଙ୍ଗଲା ବାହିନୀ ସାମାଜିକ ସଂଗଠନ ଦ୍ଵାରା ସମ୍ପନ ହେଲା । ସଂଗଠନ ର କହିବା
ଅନୁସାରେ ସୋହନ ତାଙ୍କୁ ଫୋନ କରି ଏହି ପ୍ରେମ ସମ୍ପର୍କରେ ଜଣାଇ ବିବାହ ପାଇଁ ସାହାଜ୍ଯ କରିବାକୁ କହିଥିବାରୁ ସେ ସାହାଯ୍ୟର ହାତ ବଢାଇ ମନ୍ଧିରକୁ ଆସିଲେ । ବନ୍ଧୁଗଣ ବିବାହ ପରେ ଦୁଇ ନବବିବାହିତା ଯୋଡି କହିଛନ୍ତି ଯେ, ମନ୍ଧିରରେ ବିବାହ ପରେ, ଆମେ ବର୍ତ୍ତମାନ କୋର୍ଟ ରେ ବିବାହ କରିବା । ଏହା ସହିତ ସରକାରୀ କାରବାହୀ ମଧ୍ୟ ହେବ । ବନ୍ଧୁଗଣ ଏହାଥିଲା ଏକ ନିଆରା ପ୍ରେମ କାହାଣୀ ର ବିବରଣୀ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।