ଘର ପାଇଁ ସୌଭାଗ୍ୟଶାଳି ଅଟନ୍ତି, ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ, ଏମାନଙ୍କୁ ବିବାହ ପରେ ଖୋଲିଯାଏ ସ୍ବାମୀଙ୍କ ଭାଗ୍ୟ

ବନ୍ଧୁଗଣ ହିନ୍ଦୁ ଶାସ୍ତ୍ର ଅନୁସାରେ ଝିଅ ମାନଙ୍କୁ ମା ଲକ୍ଷ୍ମୀଙ୍କର ରୂପ ସ୍ଵୋରୂପ ମାନାଯାଇଅଛି । ସେହିଭଳି ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେ, କିଛି ଖାସ ମାସରେ ଜନ୍ମ କରିଥିବା ଝିଅ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ସର୍ବଦା ରହିଥାଏ । ମା ଲକ୍ଷ୍ମୀଙ୍କ କୃପା ଏମାନଙ୍କ ଉପରେ ଆରମ୍ଭରୁ ଥିବା କାରଣରୁ ଏମାନେ ନିଜ ପରିବାରର ଉନ୍ନତି ର କାରଣ ହୋଇଥାନ୍ତି । ଏହା ବ୍ଯତୀତ ଏମାନେ ବିବାହ କରି ଯେଉଁ ଘରକୁ ଯାନ୍ତି ସେହିଠାରେ ଧନ-ଧାନ୍ୟ ସବୁ ପରିପୂର୍ଣ୍ଣ ହୋଇଯାଏ । ତେବେ ଆସନ୍ତୁ ଜାଣିବା ସେହି ଝିଅ ତଥା କନ୍ୟା ମାନଙ୍କ ସମ୍ବନ୍ଧରେ ।

୧- ମାର୍ଚ୍ଚ;- ଜ୍ଯୋତିଷ ଶାସ୍ତ୍ର ର କହିବା ଅନୁସାରେ ମାର୍ଚ୍ଚ ମାସରେ ଜନ୍ମ ହୋଇଥିବା ଝିଅମାନେ ମସ୍ତିସ୍କ ରୁ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏହି କାରଣରୁ ସେମାନେ କଠିନରୁ କଠିନ ସମସ୍ୟାକୁ ମଧ୍ୟ ଗୋଟେ ଚୁଟକିରେ ସମାଧାନ କରି ନିଅନ୍ତି । ବନ୍ଧୁଗଣ କେବଳ ଏହା ନୁହେଁ ଏମାନଙ୍କ ମସ୍ତିସ୍କ ତେଜ ହେବା କାରଣରୁ ଏମାନେ ନିଜ କାରିୟରେ ଫୋକସ କରି ବହୁତ କିଛି ହାସିଲ କରି ନେଇଥାନ୍ତି । ଏମାନଙ୍କୁ କେବେ ପଇସାର ଅଭାବ ହୋଇନଥାଏ । ଏହସହିତ ଏମାନେ ନିଜ ଘର ପରିବାରରେ ମଧ୍ୟ କେବେ ପଇସାର କମି ହେବାକୁ ଦେଇନଥାନ୍ତି । ଏହା ମଧ୍ୟ ମାନା ଯାଇଛି ଯେ ମାର୍ଚ୍ଚ ମାସରେ ଜନ୍ମ ହେବା କାରଣରୁ ଭଗବାନଙ୍କର ବିଶେଷ କୃପା ଏମାନଙ୍କ ଉପରେ ହୋଇଥାଏ । ଏହି କାରଣରୁ ଯେବେ ଏମାନଙ୍କ ବିବାହ ହୋଇଥାଏ, ଏମାନେ ତାଙ୍କ ସ୍ଵାମୀ ତଥା ଶାଶୁଘର ପାଇଁ ବହୁତ ଲକି ହୋଇଥାନ୍ତି ।

୨- ଜୁଲାଇ;- ଏହି ମାସରେ ମଧ୍ୟ ଜନ୍ମ ଗ୍ରହଣ କରିଥିବା ଝିଅମାନେ ନିଜ ଘର ପରିବାର ପାଇଁ ବହୁତ ଲକି ଅଟନ୍ତି । ଏମାନଙ୍କ ସମ୍ବନ୍ଧରେ ଏହା କୁହାଯାଏ ଯେ ଏମାନଙ୍କ ତେଜ ଦିମାଗ ଥିବା କାରଣରୁ ଏମାନେ ସମାଜରେ ନିଜର ଏକ ନୂତନ ପରିଚୟ ନିର୍ମାଣ କରିଥାନ୍ତି । ବନ୍ଧୁଗଣ କେବଳ ଏହା ନୁହେଁ ଏମାନଙ୍କୁ ନିଜ କାରିୟରରେ ମଧ୍ୟ ବହୁତ ସଫଳତା ମିଳିବା ସହିତ ବହୁତ ବିଖ୍ୟାତ ହୋଇଥାନ୍ତି । ଜୁଲାଇ ମାସରେ ଜନ୍ମ ଗ୍ରହଣ କରିଥିବା ଝିଅମାନେ ଦୃଢ ନିଶ୍ଚାୟୀ ହୋଇଥାନ୍ତି । ଏହାର ଅର୍ଥ ଏମାନେ ଯେଉଁ ଜିନିଷକୁ ଥରେ ପାଇବାକୁ ଭାବିନିଅନ୍ତି ତାଙ୍କୁ କୌଣସି ଉପାୟରେ ମଧ୍ୟ ହାସିଲ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ । ଏମାନେ ନିଜ ନାମ କମାଇବା ସହିତ ପରିବାର ପାଇଁ ଗୌରବ ମଧ୍ୟ ଆଣିଥାନ୍ତି ।

୩- ସେପ୍ଟେମ୍ବର;- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅ ମାନଙ୍କ, ତେଜ ବୁଦ୍ଧି ଥିବା ସହିତ ଏମାନେ କୌଣସି ମହତ୍ଵପୂର୍ଣ୍ଣ କାମ କରିବା ପୂର୍ବରୁ ତାହା ବିଷୟରେ ଅନେକ ଥର ଭାବି-ବିଚାରୀ ସେହି କାର୍ଯ୍ୟଟିକୁ କରିଥାନ୍ତି । ଏମାନେ ସର୍ବଦା ବୁଦ୍ଧି ଏବଂ ବିବେକ ଅନୁଯାୟୀ କର୍ମ କରିବାକୁ ଭଲ ପାଇଥାନ୍ତି । ପରିବାର ବର୍ଗ କିମ୍ବା କାହା ହୃଦୟରେ କଷ୍ଟ ଦେଲାଭଳି କୌଣସି କାର୍ଯ୍ୟ କରନ୍ତି ନାହିଁ । ଏହିଭଳି ଝିଅ ମାନଙ୍କର ସର୍ବଦା ଚେଷ୍ଟା ରହିଥାଏ ଯେ କେବେ ଅନ୍ୟକୁ ତାଙ୍କ କାରଣରୁ କୌଣସି ଅସୁବିଧା ନ ଆସିଥାଉ ।

୪- ନଭେମ୍ବର;- ଏହି ମାସରେ ଜନ୍ମିତ ଝିଅମାନେ ବହୁତ କେୟାରିଙ୍ଗ ନେଚର ର ହୋଇଥାନ୍ତି । ଏହା ସହିତ ଏମାନେ ଯେକୌଣସି ପରିସ୍ଥିତିରେ ମଧ୍ୟ ବହୁତ ଜଲ୍ଦି ଢଳି ଯାଇଥାନ୍ତି । ଏହିଭଳି ଝିଅମାନେ ସର୍ବଦା ଚେଷ୍ଟା କରିଥାନ୍ତି ଯେ, ଘର ପରିବାର ବର୍ଗ ର ସଦସ୍ୟ ମାନଙ୍କ ମଧ୍ୟରେ ସଦାସର୍ବଦା ସମ୍ପର୍କ ଯୋଡି ହୋଇ ରହିଥାଉ । କୁହାଯାଏ ଯେ, ଏହିଭଳି ଝିଅ ଥିବା ହେତୁ ଘର ପରିବାରରେ ଭଲ ମାହୋଲ ବନିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହିଭଳି ଝିଅମାନେ ନିଜ ମା ଘର ପାଇଁ ଶୁଭ ହେବା ସହିତ ଭବିଷ୍ୟତରେ ଶାଶୁଘର ପାଇଁ ମଧ୍ୟ ବହୁତ ଲକି ସାବ୍ୟସ୍ତ ହୋଇଥାନ୍ତି । ଏମାନେ ବହୁତ ଭଲ ଗୃହିଣୀଟିଏ ସାବ୍ୟସ୍ତ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *