ନୂଆ ନୂଆ ବାହା ହୋଇଥିବା ହିରୋଇନ ମାନଙ୍କ ଶାଶୁ ମାନଙ୍କୁ ଆଗରୁ କେବେ ଦେଖିନଥିବେ 

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଓଡିଆ ସିନେମା ହେଉ ବା ବଲୀଉଡ ଯିଏ ନିଜ କଳା ଆଉ ସୁନ୍ଦରତା ଦ୍ଵାରା ଦର୍ଶକ ମାନଙ୍କ ମନ କିଣି ପାରିଲା ସେହି ମଣିଷ ରାତା ରାତି ପ୍ରସିଦ୍ଧ ହୋଇଥାଏ । ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ମଣିଷକୁ କେବେ ପରିଶ୍ରମ କରିବା ବନ୍ଦ କରିବା ଉଚିତ ନୁହ । ତେବେ ଶାଶୁ ବହୁ ସମ୍ପର୍କ ବିଷୟରେ ଆପଣ ମାନେ ଜାଣିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି ଅଭିନେତ୍ରୀ ମାନଙ୍କ ଶାଶୁ ମାନଙ୍କ ବିଷୟରେ ଆଜି ଆମେ ଆପଣଙ୍କୁ କିଛି ପ୍ରସିଦ୍ଧ ଅଭିନେତ୍ରୀ ଆଉ ତାଙ୍କ ଶାଶୁଙ୍କ ବିଷୟରେ କହିବାକୁ ଯାଉଛୁ ।

୧. ଅର୍ଚିତା :

ଅର୍ଚିତା ଆଉ ସବ୍ୟାଙ୍କ ବର୍ତମାନ ରେ ବିବାହ ହୋଇଛି ଦୁହିଙ୍କ ବିବାହ ରାଜସ୍ଥାନ ରେ ହୋଇଛି ଆଉ ସବୁ ସଂସ୍କୃତି ଅନୁଯାଇ ଆୟୋଜିତ କରା ଯାଇଥିଲା । କୁହା ଯାଉଛି ଯେ ଦୁହେଁ ଫିଲ୍ମ ପାଇଁ ଦେଖା ହୋଇଥିଲେ ଯାହା ପରେ ଦୁହିଙ୍କୁ ପ୍ରେମ ହେଲା ଆଉ ବର୍ତମାନ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ସବ୍ୟାଙ୍କ ମା ଯିଏ ଅର୍ଚିତାଙ୍କ ଶାଶୁ ଅଛନ୍ତି ତାଙ୍କ ସହ ତାଙ୍କ ସମ୍ପର୍କ ବହୁତ ଭଲ ଅଛି ଦୁହେଁ ମିଶି ରୋଷେଇ କଲା ବେଳେ ଫଟୋ ମଧ୍ୟ ସୋଶିଅଲ ମିଡିଆରେ ଶେୟର କରିଛନ୍ତି । ତେବେ ସବ୍ୟାଙ୍କ ମା ସହ ଅର୍ଚିତାଙ୍କ ବହୁତ ଭଲ ସମ୍ପର୍କ ଅଛି ।

୨. ସୋନାଲି :

ସୋନାଲିଙ୍କୁ ଆପଣ ମାନେ କୁଆଁରୀ ବହୁ ସିରିଏଲରେ କବିତା ଅପା ଅଭିନୟ କରୁଥିବାର ଦେଖିଥିବେ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଏହା ଛଡା ତାଙ୍କ ତାଙ୍କ ସୁନ୍ଦରତା ଲୋକଙ୍କୁ  ବହୁତ ଭଲ ଲାଗିଥାଏ । ସୋନାଲିଙ୍କ ଶାଶୁ ବହୁତ ଭଲ ଅଟନ୍ତି ସେ ସୋନାଲିଙ୍କୁ ସବୁ କାମ ପାଇଁ ସାହାଯ୍ୟ କରନ୍ତି ଆଉ ତାଙ୍କୁ ତାଙ୍କ କ୍ଯାରିୟର ପାଇଁ ମଧ୍ୟ ସାହାଯ୍ୟ କରନ୍ତି ।

୩. ଯଜ୍ଞାସିନୀ :

ଆପଣ ମାନେ ଯଜ୍ଞାସିନୀଙ୍କୁ କୁଆଁରୀ ବହୁ ସିରିଏଲରେ ଅଭିନୟ କରୁଥିବାର ଦେଖିଥିବେ ଏହା ଛଡା ସେ ଶିମବାଙ୍କୁ ଭଲ ପାଇ ବିବାହ କରିଛନ୍ତି । କଣ ଆପଣ ଜାଣିଛନ୍ତି ଦୁହେଁ କୁଆଁରୀ ବହୁ ସିରିଏଲରେ ଦେଖା ହୋଇଥିଲେ ଯାହା ପରେ ଦୁହିଙ୍କୁ ପ୍ରେମ ହେଲା ଆଉ ଦୁହେଁ ବିବାହ କଲେ । ଦୁହିଙ୍କ ବିବାହ ପରେ ଯଜ୍ଞାସିନୀ ଶିମବାଙ୍କ ଘରେ ଅଛନ୍ତି ଆଉ ଦୁହିଙ୍କ ବୈବାହିକ ଜୀବନ ବହୁତ ଭଲରେ ଚାଲିଛି ।

Leave a Reply

Your email address will not be published. Required fields are marked *