ଅର୍ଚିତା ସାହୁ ହେଉଛନ୍ତି ଜଣେ ଓଡିଆ ଅଭିନେତ୍ରୀ ଜିଏକି ବହୁତ ଓଡିଆ ଫିଲ୍ମରେ କାମ କରିଛନ୍ତି । ସେ ବହୁତ ହିଟ ଫିଲ୍ମରେ ଲିଡ ଅଭିନେତ୍ରୀ ଭାବେ ମଧ୍ୟ କାମ କରିଛନ୍ତି । ଓଲିଉଡର ଚୋକୋଲେଟ ହିରୋଇନ ଅର୍ଚିତାଙ୍କର ସମ୍ପତି କେତେ ଜାଣିଲେ ଆପଣ କଲ୍ପନା କରି[ଅରିବେ ନହିଁ । ଆମ ଓଲିଉଡ ଜଗତରେ ଖୁବ ନାମ କମାଇଛନ୍ତି ଅର୍ଚିତା । କେବଳ ସମ୍ଭବ ହୋଇଛି ତାଙ୍କର ସୁନ୍ଦର ଅଭିନୟ ପାଇଁ । ଏମାନଙ୍କର ଚେଷ୍ଟା ଓଲିଉଡ ଜଗତକୁ ବହୁତ ଆଗକୁ ନେଇଛି ଓ ଓଡିଆ ଫିଲ୍ମ ଜଗତରେ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ବନାଇଛି ।
ଆପଣ କଣ ଜାଣିଛନ୍ତିକି ଅର୍ଚିତା ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିନଥିଲେ ସେ ଜଣେ ବହୁତ ଭଲ କ୍ଲାସିକାଲ ଡାନ୍ସାର ଥିଲେ । ତାଙ୍କର ଜନ୍ମ ୨୯ ଜୁନ ୧୯୯୦ ରେ ଭୁବନେଶ୍ବରରେ ହୋଇଥିଲା । ଅର୍ଚିତା ବହୁତ ଗୁଡିଏ ଡାନ୍ସ ମଧ୍ୟ କରିଛନ୍ତି । ତେବେ ଅର୍ଚିତା ୨୦୧୩ ମସିହାରେ ଫେମିନା ମିସ ଇଣ୍ଡିଆ ପ୍ରତିଯୋଗୀତା ରେ ଭଗ ନେଇ ପ୍ରଥମ ରନର୍ସ ଅପ ହୋଇଥିଲେ ।
ତେବେ ଗତ ୧ ତାରିଖରେ ଅର୍ଚିତା ବିବାହା ବନ୍ଧନରେ ବାନ୍ଧି ହୋଇଛନ୍ତି, ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ଓଲିଉଡ ଷ୍ଟାର ସବ୍ୟସଚିଙ୍କୁ । ଅର୍ଚିତାଙ୍କ ବୟସ ୨୭ ତେବେ ଆମେ ଯଦି ତାଙ୍କ ସମ୍ପତି ବିଷୟରେ କହିବା । ତାଙ୍କ ପାଖରେ ଗୋଟିଏ ବିଏମ ଡବ୍ଲ୍ୟୁ କାର ଅଛି । ଆଉ ଗୋଟିଏ ବଡ ଆଲୀସନ ଘର ରହିଛି । ଅର୍ଚିତା ଗୋଟିଏ ଫିଲ୍ମ କରିବା ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି ।
ଏବଂ ବିଜ୍ଞାପନ କରିବା ପାଇଁ ୩ ରୁ ପାଞ୍ଚ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ତାଙ୍କର ହିତ ଫିଲ୍ମ ଗୁଡିକ ହେଉଛି ବାବୁ ଆଇ ଲଭ ୟୁ, ମୁ ଏକା ତୁମର, ଚୋକଲେଟ , ଆକାଶେ କି ରଙ୍ଗ ଲାଗିଲା, ସେ ଜଣେ ସଫଳ ମଡେଲ ମଧ୍ୟ । ସେ ତାଙ୍କର ସଫଳ ଅଭିନୟ ଦ୍ଵାରା ଦର୍ଶକଙ୍କ ହୃଦୟ ଜିତି ପାରିଛନ୍ତି। ସେ ଓଡିଆ ଫିଲ ଜଗତର କୋକଲେଟ କ୍ୟୁନ ଅଟନ୍ତି । ତାଙ୍କର ଦମଦାର ଅଭିନୟ ଓ ସୁନ୍ଦରତା ଦ୍ଵାରା ଦର୍ଶକ ବହୁତ ଭଲ ପାଆନ୍ତି । ଓଲିଉଡର ଚୋକଲେଟ ହିରୋଇନ ଅର୍ଚିତାଙ୍କୁ ଆପଣ କେତେ ମାତ୍ରାରେ ପସନ୍ଦ କରୁଛନ୍ତି ତାହା ଆପଣ କମେଣ୍ଟ ବକ୍ସରେ ଲେଖି ତାର ମତାମତ ଜନାନ୍ତୁ ।