ହଳଦୀ ଡବା ରେ ଲୁଚେଇକି ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ, ମାତା ଲକ୍ଷ୍ମୀ ସ୍ୱୟଂ କରିବେ ଧନ ର ବର୍ଷା

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ଦୁନିଆ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ବାସ୍ତୁ ଶାସ୍ତ୍ର ଅନୁସାରେ ଆମେ ଘର ନିର୍ମାଣ କରିଥାଉ ।

ଯଦି ଆମେ ବାସ୍ତୁ ଶାସ୍ତ୍ର କୁ ନ ମାନି କୌଣସି କାର୍ଯ୍ୟ କରିଥାଉ ତେବେ ଆମ ଘରେ ଅଶାନ୍ତି ଲାଗି ରହିଥାଏ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆମ ଘରେ ରୋଷେଇ କରିବା ପାଇଁ ହଳଦୀ ରହିଥାଏ । ଶାସ୍ତ୍ର ଅନୁସାରେ ଏପରି ଏକ ଜିନିଷ ଅଛି ଯାହାକୁ ହଳଦୀ ଡବା ରେ ପକାଇ ଦେବା ଦ୍ଵାରା ଆପଣଙ୍କ ଘରେ ମାତା ଲକ୍ଷ୍ମୀ ଧନ ବର୍ଷା କରିଥାନ୍ତି । ତେବେ ଆସନ୍ତୁ ଜାଣିବା କଣ ସେହି ଜିନିଷ ଅଟେ । ବନ୍ଧୁଗଣ ହଳଦୀ ଆମର ପ୍ରତ୍ୟକ ଟି କାର୍ଯ୍ୟ ରେ ଲାଗିଥାଏ ।

ଆମ ରୋଷେଇ ରେ ହେଉ କିମ୍ବା ଆମର କୌଣସି ରୋଗ କୁ ଭଲ କରିବାରେ ହେଉ ସବୁଥିରେ ହଳଦୀ ର ବ୍ୟବହାର କରାଯାଇଥାଏ । ହଳଦୀ ଆପଣଙ୍କ ର ଜାତକ ର ବୃହସ୍ପତି ହୋଇଥାଏ । ତେଣୁ ସମସ୍ତ ପୂଜା କର୍ମ ରେ ହଳଦୀ ର ବ୍ୟବହାର କରାଯାଇଥାଏ । ଯଦି ଆପଣଙ୍କ ର ବିବାହ କୁ ନେଇ କୌଣସି ସମସ୍ୟା ରହୁଛି କିମ୍ବା ଆପଣଙ୍କ ର ଚାକିରୀ କ୍ଷେତ୍ର ରେ କିଛି ସମସ୍ୟା ଦେଖା ଦେଉଛି ତେବେ ଆପଣ ଗାଧେଇବା ସମୟ ରେ ପାଣି ରେ କିଛି ହଳଦୀ ପକାଇ ସେଥିରେ ସ୍ନାନ କରନ୍ତୁ ।

ଆପଣଂକୁ ଶୁଭ ଫଳ ମିଳିବ । ପ୍ରତ୍ୟେକ ଶୁଭ କାର୍ଯ୍ୟ ର ଆରମ୍ଭ କରିବା ପୂର୍ବ ରୁ ହଳଦୀ ର ଚନ୍ଦନ ମୁଣ୍ଡ ରେ ଲଗାଇ କରି ଗଲେ ଶୁଭ ଫଳ ମିଳିଥାଏ । ଘର ର ସୀମା ରେ ହଳଦୀ ର ଗାର ଟାଣିବା ଦ୍ଵାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ ହୋଇ ପାରି ନଥାଏ । ଯଦି ଆପଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ ରବି ବାର ଦିନ ପାଣି ରେ ହଳଦୀ ମିଶାଇ ଆପଣ ତୁଳସୀ ଗଛ ମୂଳ ରେ ଭଗବାନ ସୂର୍ଯ୍ୟ ଙ୍କୁ ସେହି ପାଣି ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଘର ଧନ ସମ୍ପତ୍ତି ରେ ପରିପୂର୍ଣ୍ଣ ହୋଇ ଉଠିବ । ଆପଣ ଙ୍କ ରୋଷେଇ ଘରେ ଥିବା ହଳଦୀ ଡବା ରେ ଛଅ କିମ୍ବା ସାତୋଟି ନାଲି ଲଙ୍କା ପକାଇ ଦିଅନ୍ତୁ ।

ଏହି ନାଲି ଲଙ୍କା ପକାଇବା ଦ୍ଵାରା ଆପଣଙ୍କ ଘରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇପାରେ ନାହିଁ ଓ ଏହା ସହିତ ଯଦି କିଏ ଆପଣଙ୍କ ଉପରେ ଗୁଣି ଗାରେଡି କିମ୍ବା ଆଉ କିଛି କରିଛି ତେବେ ତାହାର ପ୍ରଭାବ ଆପଣଙ୍କ ଉପରେ ଆଦୌ ପଡିବ ନାହିଁ । ଏହାର ପ୍ରଭାବ ଓଲଟା ତା ଉପରେ ପଡିବ ଯିଏ ଆପଣଙ୍କ ପାଇଁ ସେହି ସବୁ କରିଥିବ । ଏହା ସହିତ ଆପଣଙ୍କ ଘରେ କେବେ ମଧ୍ୟ ଅର୍ଥ ଜନିତ କୌଣସି ସମସ୍ୟା ରହିବ ନାହିଁ । ତେବେ ଆପଣ ଆପଣଙ୍କ ହଳଦୀ ଡବା ରେ କିଛି ନାଲି ଶୁଖିଲା ଲଙ୍କା ପକାଇ ଦିଅନ୍ତୁ ଓ ଖୁସି ରେ ନିଜର ଜୀବନ ଅତିବାହିତ କରନ୍ତୁ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

Leave a Reply

Your email address will not be published. Required fields are marked *