ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ତାରା ତାରିଣୀ ତ ନିଶ୍ଚିତ ଭାବରେ ଦେଖିଥିବେ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଖବର ଅନୁସାରେ ଶୁଣିବାକୁ ମିଳୁଛି ଯେ ଏହି ସିରିଆଲ ରେ ମୁଖ୍ୟ ଭୂମିକା ତାରିଣୀ ନାମକ ଚରିତ୍ର ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି । ତେବେ ଏହି କଥାରେ କେତେ ମାତ୍ରାରେ ସତ୍ୟତା ରହିଛି ସେହି ସମ୍ବନ୍ଧରେ ଆଜି ଆମେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ପ୍ରତିଦିନ ତାରା ତାରିଣୀ ଧାରାବାହିକ ଦେଖୁଥିବେ ଏବଂ ଏହି ସିରିଆଲ ରେ ତାରିଣୀ ନାମକ ଚରିତ୍ରରେ ମୁଖ୍ୟ ଭୂମିକା ରେ ଅଭିନୟ କରିଥିବା ଅଭିନେତ୍ରୀ ଙ୍କୁ ମଧ୍ୟ ବେଶ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପ୍ରଭାବିତ କରିଛି ଏବଂ ସେ ନିଜର ଅଭିନୟ ମାଧ୍ୟମରେ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି ।
ତେବେ ଖବର ଅନୁସାରେ ଶୁଣିବାକୁ ମିଳୁଛି ଯେ ତାରା ତାରିଣୀ ସିରିଆଲ ରେ ଅଭିନୟ କରିଥିବା ଅଭିନେତ୍ରୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତ୍ରୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସତ କିନ୍ତୁ ରିଅଲ ଲାଇଫ ରେ ନୁହେଁ ରିଲ ଲାଇଫ ରେ ।
ବାସ୍ତବରେ ଏହି ଖବର ପଛରେ ରହସ୍ୟ ଏହା ରହିଛି ଯେ ତାରା ତାରିଣୀ ଧାରାବାହିକ ର ସୁଟିଂ ସମୟରେ ଏକ ସିନ୍ ରେ ତାରିଣୀ ରୂପମ ଙ୍କୁ ବିବାହ କରିଛନ୍ତି । ଏହି ବିବାହ ର ସୁଟିଂ ର କିଛି ଫଟୋ କୁ ଏହି ଅଭିନେତ୍ରୀ ନିଜର ଫେସବୁକ ଓ ଇନ୍ସଟାଗ୍ରାମ ଆକାଉଣ୍ଟ ରେ କରିଛନ୍ତି ।
ଏହି ଫଟୋ କୁ ଦର୍ଶକ ମାନେ ଦେଖି ଏହା ଭାବୁଛନ୍ତି ଯେ ତାରା ତାରିଣୀ ଧାରାବାହିକ ରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଜଣକ ରିଅଲ ଲାଇଫ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଯାହା କି ରିଲ ଲାଇଫ ର ବିବାହ ଅଟେ ।
ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।