‘ୟେ ରିସ୍ତା କ୍ଯା କେହେଲାତା ହୈ’ ର ଚାଇଲ୍ଡ ଆର୍ଟିଷ୍ଟ “ମିଷ୍ଟି” ରିୟଲ ଲାଇଫରେ ଦେଖାଯାଉଛନ୍ତି ଏମିତି

ଦର୍ଶକ ବନ୍ଧୁ ଟିଭି ସିରିୟଲ ଗୁଡିକୁ ପ୍ରାଏ ଆମ୍ଭେମାନେ ଦେଖିଥାଉ । ଆମ୍ଭ ସମସ୍ତଙ୍କ ପସନ୍ଦ ମଧ୍ୟ ଅଲଗା ହୋଇଥାଏ । ପସନ୍ଦ ଅନୁସାରେ ମଧ୍ୟ ସିରିୟଲ ଗୁଡିକ ଅଲଗା ଅଲଗା ହୋଇଥାଏ । କାହାକୁ ସିରିୟଲ ର ନାୟକ ନାୟିକା ଭଲ ଲାଗିଥାଏ ତ ଆଉ କାହାକୁ ଭିଲିଆନ ଙ୍କ ଆକଟିଂ । ସମସ୍ତଙ୍କ ପସନ୍ଦ ଅନୁଯାୟୀ କ୍ୟାରେକ୍ଟର ମଧ୍ୟ ଅଲଗା ହୋଇଥାଏ । ବନ୍ଧୁଗଣ ଆପଣ ସମସ୍ତେ ପ୍ରାଏ ଟିଭି ସିରିୟଲ ଜଗତର ପ୍ରସିଦ୍ଧ ଧାରାବାହିକ ‘ୟେ ରିସ୍ଥା କ୍ଯା କେହେଲାତା ହେ’ ସମ୍ବନ୍ଧରେ ଅବଗତ ଥିବେ ।

ଏହି ସିରିୟଲ ଟି ୨୦୦୯ ମସିହାରୁ ପ୍ରସାରିତ ହେଉଅଛି । ଏହା ସହିତ ଏହି ସିରିୟଲ ରେ ଅନେକ କଳାକାର କାମ ମଧ୍ୟ କରିସାରିଛନ୍ତି । ଏହି ସିରିୟଲଟି ବର୍ତ୍ତମାନ ବହୁତ ପାପୁଲାର ମଧ୍ୟ ହୋଇସାରିଲାଣି । ଏହି ସିରିୟଲ ରେ ଆଜି ଆମେ ଚାଇଲ୍ଡ ଆର୍ଟିଷ୍ଟ ମିଷ୍ଟି ସମ୍ବନ୍ଧରେ କହିବାକୁ ଯାଉଅଛୁ ।  ‘ୟେ ରିସ୍ଥା କ୍ଯା କେହେଲାତା ହେ’ ମିଷ୍ଟି ର କିରଦାର ‘ଅର୍ଣ୍ଣା ଶର୍ମା’ ନିଭାଇ ଥିଲେ । ‘ଅର୍ଣ୍ଣା ଶର୍ମା’ ଙ୍କ ଜନ୍ମ ୧୩ ଫେବୃଆରି ୨୦୦୯ ରେ ରାଜସ୍ଥାନର ଜୟପୁର ସହରରେ ହୋଇଥିଲା ।

‘ଅର୍ଣ୍ଣା ଶର୍ମା’ ଏହି ସିରିୟଲ ରେ ୨୦୧୬ ଠାରୁ ଆରମ୍ଭ କରି ୨୦୧୭ ପର୍ଯ୍ୟନ୍ତ କାମ କରିଥିଲେ । ସେ ବହୁତ କମ ସମୟ ମଧ୍ୟରେ ବହୁତ ଲୋକପ୍ରିୟ ବନିଗଲେ । ଏହି ସିରିୟଲଟିରେ ଅଭିନୟ କରି ‘ଅର୍ଣ୍ଣା ଶର୍ମା’ ଦର୍ଶକଙ୍କ ହୃଦୟକୁ ଅତି ସହଜ ଉପାୟରେ ଜିତି ନେଇଥିଲେ । ବନ୍ଧୁଗଣ ସିରିୟଲ ‘ୟେ ରିସ୍ଥା କ୍ଯା କେହେଲାତା ହେ’ ବ୍ଯତୀତ ‘ଅର୍ଣ୍ଣା ଶର୍ମା’ ବହୁତ ଗୁଡିଏ ବଲିଉଡ ଫିଲ୍ମ ଗୁଡିକରେ ମଧ୍ୟ କାମ କରି ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ‘ଅର୍ଣ୍ଣା ଶର୍ମା’ ପ୍ରଥମରୁ ହିଁ ଇଣ୍ଡଷ୍ଟ୍ରି ରେ ଜଣାଶୁଣା ନାମ ଅଟେ ।

ବର୍ତ୍ତମାନ ସେ କୌଣସି ସୋ ରେ ନଜର ଆସୁନାହାନ୍ତି, ମାତ୍ର ସୋସିଆଲ ମିଡିଆରେ ସେ ବର୍ତ୍ତମାନ ବହୁତ ଆକ୍ଟିଭ ଥିବାର ନଜର ଆସୁଛନ୍ତି । ଦର୍ଶକବନ୍ଧୁ ‘ଅର୍ଣ୍ଣା ଶର୍ମା’ ଇନଷ୍ଟାଗ୍ରାମ ଆଇଡି ରେ ୮୦,୦୦୦ ରୁ ମଧ୍ୟ ଅଧିକ ଫଲୋଓର ଅଛନ୍ତି । ବନ୍ଧୁଗଣ ବର୍ତ୍ତମାନ ‘ଅର୍ଣ୍ଣା ଶର୍ମା’ ଦେଖିବାକୁ ବହୁତ କ୍ୟୁଟ ନଜର ଆସୁଛନ୍ତି । ପ୍ରଥମଠାରୁ ଅଧିକ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଏହି ସିରିୟଲରେ ଦର୍ଶକ ଖାସ କରି ‘ଅର୍ଣ୍ଣା ଶର୍ମା’ ଙ୍କ ଅଭିନୟ ଦେଖିବାକୁ ପସନ୍ଦ କରିଥିଲେ ।

ତାଙ୍କର କ୍ୟୁଟନେସ ଏହି ସିରିୟଲ ରେ ସମସ୍ତଙ୍କ ମନୋମୋହି ନେଇଥିଲା । ମାତ୍ର କିଛି ସମୟ ଧରି ସେ ଇଣ୍ଡଷ୍ଟ୍ରୀ ରେ ଦେଖାନଯିବା କାରଣରୁ ତାଙ୍କ ପ୍ୟାନ୍ସ ମାନେ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ବସିଛନ୍ତି । କିନ୍ତୁ ବର୍ତ୍ତମାନ ସେ ଟିଭି ଜଗତରେ ଅଭିନୟ ନ କରି ନିଜର ପାଠପଢା ଉପରେ ସଂପୂର୍ଣ୍ଣ ଧ୍ୟାନ ଦେଉଛନ୍ତି । ସେ ବର୍ତ୍ତମାନ ନିଜ ଶିକ୍ଷା ଉପରେ ସଂପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ମାତ୍ର କିଛି ସମୟ ପରେ ସେ ପୁଣିଥରେ ଟିଭି ଇଣ୍ଡଷ୍ଟ୍ରି କୁ ଫେରି ଆସିବେ ବୋଲି ସୂଚନା ମିଳିଛି । ବନ୍ଧୁଗଣ ଆପଣଙ୍କୁ ଏହି ବିବରଣୀ ଟି ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *