୨୮ ମାର୍ଚ୍ଚକୁ ୭୦ ବର୍ଷ ପରେ ଦେଖିବାକୁ ମିଳିବ ଫାଲ୍ଗୁନ ପୁର୍ଣିମା ଚାନ୍ଦ, ଏହି ୪ଟି ରାଶିଙ୍କର ଲାଗିବ ଲଟେରୀ

ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ହୋଲି ବହୁତ ପବିତ୍ର ପର୍ବ ଅଟେ ଆଉ ଏହି ଦିନ ସମସ୍ତେ ନିଜ ଘର ପରିବାର ସହ ସୁଖୀ ରୁହନ୍ତି, ହୋଲି ରଙ୍ଗ ପର୍ବ ଅଟେ କିନ୍ତୁ ତାହା ପୂର୍ବ ଦିନ ହୋଲିକା ଦହନ ହୋଇଥାଏ ଯାହା ବହୁତ ଆବଶ୍ୟକ ହୋଇଥାଏ । ଏହା ଅସତ୍ୟ ଉପରେ ସତ୍ଯର ବିଜଯ ବୋଲି କୁହା ଯାଇଥାଏ, ତେବେ ଏହି ଦିନ ଲୋକ ନିଜ ନିଜ ସ୍ଥାନରେ କାଠ ଆଉ ଘାସ ଜଳାଇ ବିଶେଷ ପୂଜା କରନ୍ତି ଯାହା ଦ୍ଵାରା ତାଙ୍କ ମନ ଆଉ ଘରେ ରହିଥିବା ସବୁ ନକାରାତ୍ମକତା ଦୂର ହୋଇଥାଏ ଆଉ ସେ ନିଜ ଜୀବନରେ ବହୁତ ବହୁତ ସୁଖ ପାଇଥାନ୍ତି ।

ଶାସ୍ତ୍ର ଅନୁଯାଇ ଆସନ୍ତା ସମୟରେ ଏମିତି କିଛି ହବାକୁ ଯାଉଛି ଯାହା ଆପଣ ମାନେ କେହି ଜାଣି ନାହାନ୍ତି ଏହି ଦିନ ଆକ୍ଷରେ ସୁପର ମୁନ ଦେଖାଯିବ ଏହାର ଅର୍ଥ ଆସନ୍ତା ୨୮ ମାର୍ଚ ରାତିରେ ଚାନ୍ଦ ସାମାନ୍ଯ ପୁର୍ଣିମା ଠାରୁ ବଡ ଦେଖାଯିବ, ହାଲ୍କା ନାଲି ରହିବ ଓ ବହୁତ ସୁନ୍ଦର ଦେଖାଯିବ । କଣ ଆପଣ ଜାଣିଛନ୍ତି ୨୮ ତାରିଖ ଦିନ ହୋଲିକା ଦ-ହନ ପାଇଁ ୬: ୩୭ ରୁ ରାତି ୮:୫୬ ସମୟ ବହୁତ ଶୁଭ ରହିବ ସେଥିପାଇଁ ତାହା ଅନୁଯାଇ ପୂଜା କରିବା ଓ ନିଆ ଲଗାଇବା ଆପଣଙ୍କ ପାଇଁ ଶୁଭ ରହିବ । ତେବେ ଏହି ସମୟ ଠାରୁ କିଛି ରାଶି ଲୋକଙ୍କ ଜୀବନ ସବୁ ଦିନ ପାଇଁ ବଦଳିବାକୁ ଯାଉଛି ।

ଆସନ୍ତା କାଲୀ ଠାରୁ ଆପଣ ମାନେ ଯେଉଁ କାମ ପାଇଁ ସବୁଠାରୁ ଅଧିକ ପରିଶ୍ରମ କରିବେ ଆପଣଙ୍କୁ ତାହା ଲାଭ ପ୍ରାପ୍ତି ହବ, ଯେଉଁ ଲୋକ ମାନେ ନିଜ ଜୀବନକୁ କେବଳ ଦୁଃଖ ଭାବନ୍ତି ତାଙ୍କ ମନ ଆଉ ବାହାରେ ମଧ୍ୟ ଖୁସି ଦେଖିବାକୁ ହବ । ମାତା ଲକ୍ଷ୍ମୀ ଏହି ରାଶିଙ୍କ ଉପରେ ବହୁତ ପ୍ରସନ୍ନ ଅଛନ୍ତି ସେଥିପାଇଁ ଆପଣଙ୍କୁ ଆର୍ଥିକ ସମସ୍ଯା କେବେ ବି ହବ ନାହିଁ ଯେତେ ଦୁଃଖ ହେଲେ ମଧ୍ୟ କେବେ କିଛି ଖରାପ ବା କାହା ମନକୁ କଷ୍ଟ ଦେଲା ଭଳିଆ କଥା କୁହନ୍ତୁ ନାହିଁ ।

ଏହି ରାଶି ମାନଙ୍କ ଉପରେ ଭଗବାନ କୁବେର, ମାତା ଲକ୍ଷ୍ମୀ ଆଉ ଭଗବାନ ଶ୍ରୀ ହଋ ବିଷ୍ଣୁଙ୍କ ଅପାର କୃପା ହବାକୁ ଯାଉଛି ଯାହା ପରେ ଆପଣ ନିଜକୁ ବହୁତ ଶକ୍ତିଶାଳୀ ଅନୁଭବ କରିବେ । ଯେଉଁ ରାଶିଙ୍କ ବିଷୟରେ ଆମେ ଆପଣଙ୍କୁ କହିଲୁ ସେ ହେଉଛନ୍ତି ମେଷ, କନ୍ୟା, ବିଛା ଓ ତୁଳା ରାଶି ।

Leave a Reply

Your email address will not be published. Required fields are marked *