ଯେଉଁ ଝିଅ ମାନଙ୍କର ନିଶ ଥାଏ ସେମାନେ…. Shakuna Shastra

ଭଗବାନଙ୍କ ସବୁଠୁ ସୁନ୍ଦର ରଚନା ମାନବ ଅଟେ । ତାଠାରୁ ମଧ୍ୟ ସୁନ୍ଦର ଅଟେ ତାଙ୍କ ବିଷୟରେ ଦିଆଯାଇଥିବା ସୂଚନା । ସୃଷ୍ଟିର ନିର୍ମାତା ମନୁଷ୍ୟକୁ ଦୁଇ ଭାଗରେ ବିଭାଜିତ କରିଛନ୍ତି, ଗୋଟେ ପୁରୁଷ ଆଉ ଗୋଟେ ମହିଳା । ସାମୁଦ୍ରିକ ଶାସ୍ତ୍ରରେ ଶରୀରର ବା-ଳ କୁ ନେଇକି ବହୁତ କିଛି କୁହାଯାଇଛି । ଆଜି ଆମେ ସେଇ ମହିଳାଙ୍କ ବିଷୟରେ କହିବୁ ଯେଉଁ ମାନଙ୍କର ଓଠର ଉପରି ଭାଗ ଉପରେ ନି-ଶ ଥାଏ । ଯାହା ପୁରୁଷଙ୍କ ଭାଷାରେ ନି-ଶ ବୋଲି କୁହାଯାଇଥାଏ ।

ଯଦି ଆମେ କଥା ହେବା ଭାରତୀୟ ଜୋତିଶଙ୍କ ବିଷୟରେ ଆମ ରୁଷି ମୁନି ମାନେ ଏହାକୁ ଅନେକ ଭାଗରେ ବାଣ୍ଟିଛନ୍ତି । ଭାରତୀୟ ଜ୍ଯୋତିଷର ଗୋଟିଏ ଭାଗ ହେଉଛି ସାମୁଦ୍ରିକ ଶାସ୍ତ୍ର । ଏହାର ଅନ୍ତର୍ଗତ କୌଣସି ବ୍ଯକ୍ତିର ଶରୀରର ଅଙ୍ଗରେ ଥିବା ଚିହ୍ନ, ଚଲିଚଳନ, ରହିବା ଢଙ୍ଗରୁ ବହୁତ ଗୁ-ପ୍ତ କଥା ଓ ଚ-ରି-ତ୍ର ବିଷୟରେ ଜାଣିପାରିବା । ଶରୀରରେ ଥିବା ସବୁ ଚିହ୍ନର ବିଶେଷ ମହତ୍ଵ ରହିଛି ।

ଶରୀରରେ କେସ ହେବା ସାଧାରଣ କଥା ହୋଇଥାଏ । ବହୁତ ଝିଅ ବା ମହିଳା ଥାନ୍ତି ତାଙ୍କର ଓଠର ଉପରି ଭାଗରେ ବହୁତ ଚୁଟି ଥାଏ । ଯାହା ଉପରେ ଅଧିକ ଲୋକ ଧ୍ୟାନ ଦେଇନଥାନ୍ତି । ତେବେ ଜାଣିବା ସେଇ ଲୋକ ମାନେ କେମିତି ହୋଇଥାନ୍ତି ।

ତାଙ୍କର ଜୀବନ କେମିତି ରହିଥାଏ ଓ ପଇସା ମାମଲାରେ ତାଙ୍କ ଜୀବନ କେମିତି ରହିଥାଏ । ଆଜି ଆମେ ଏହା ବିଷୟରେ ଆଲୋଚନା କରିବା ସାମୁଦ୍ରିକ ଶା-ସ୍ତ୍ର ହିସାବରେ ଯେଉଁ ମହିଳାଙ୍କର ଓଠର ଉପରୁ ଭାଗର ବା-ଳ ସ୍ପଷ୍ଟ ରୂପରେ ଦେଖାଯାଇଥାଏ । ସେହି ମହିଳା ବହୁତ ରା-ଗିଥାଏ ।

ଏମିତି ମହିଳା ସ୍ବାମୀଙ୍କୁ ନିଜ କଥାରେ ରଖିବା ଆଉ ନିଯ ମନ ମାନି କରିବାରେ ମାହିର ଥାନ୍ତି । କେବେ କେବେ ତାଙ୍କ ସ୍ଵଭାବ ବହୁତ କ୍ରୂର ହୋଇଥାଏ । ନିଜ କଥାକୁ ମନେଇବାକୁ ଏମାନେ କିଛିବି ହଦ ପର୍ଯ୍ୟନ୍ତ ଯାଇ ପାରିବେ । ଏମିତି ସ୍ତ୍ରୀ ନିଜ ପରିବାରକୁ ନିଜ ତରିକାରେ ଚଳାଇଥାନ୍ତି ।

ଯଦି କିଏ ତାଙ୍କ କଥା ମାନି ନଥାନ୍ତି ତେବେ ସେ ବହୁତ ଶୀଘ୍ର ରା-ଗି-ଯାଇଥାନ୍ତି । ଯେପରି ଆଇନା ଆମର ଉପରି ଭାଗ ଦେଖାଇ ଥାଏ । ସେଇ ପ୍ରକାରେ ଆମ ଶରୀରର ଅଙ୍ଗ ଆମର ଭିତରି ଇମେଜ ଦ୍ଵାରା ଆମକୁ ପରିଚିତ କରାଇ ଥାଏ । ଆସନ୍ତୁ ଜାଣିବା ଏହା ଦ୍ଵାରା ଜଡିତ କିଛି କଥା । ଯଦି କାହାର କେସର ରଙ୍ଗକଳା ହୋଇଥାଏ ତେବେ ତାଙ୍କର ଆର୍ଥିକ କାମରେ କୁଶଳତା ଆସିଥାଏ ।

ଯଦି କାହାର ମୁଣ୍ଡରେ କେସ ନଥାଏ ସେ ମାନେ ଚୁଟି ଥିବା ଲୋକ ମାନଙ୍କ ତୁଳନାରେ ଅଧିକ ବୁଦ୍ଧିମାନ ହୋଇଥାନ୍ତି । ସେହିଭଳି ଯଦି ମହିଳାଙ୍କର ପେଟ ଘଡି ଭଳି ହୋଇଥାଏ । ସେହି ମହିଳା ଗରିବୀ ଓ ଦରିଦ୍ରତାର ଜୀବନ ବ୍ଯତୀତ କରିଥାଏ । ପେଟ ଅଧିକ ଲମ୍ବା ଓ ଗହିରିଆ ହୋଇଥାଏ ତାକୁମଧ୍ୟ ଅଶୁଭ ବୋଲି କୁହାଯାଇଥାଏ । ଦାନ୍ତର ମାଢି କଳା ହେବା ଅଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *