ଘରର ଏହି କୋଣ ରେ ରଖନ୍ତୁ ଗ୍ଯାସ ଚୁଲା, କେବେ ମଧ୍ୟ ଆସିବ ନାହିଁ ଗରିବୀ- Vastu Tips

ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ଅନୁସାରେ ରୋଷେଇଘର ବାସ ଗୃହର ସବୁଠାରୁ ମହତ୍ଵପୂର୍ଣ୍ଣ ଜାଗା ହୋଇଥାଏ । ଏହିଠାରେ ଆମ୍ଭେମାନେ ବନାଉଥିବା ସମସ୍ତ ଖାଦ୍ଯ ପଦାର୍ଥ ଆମ ଶରୀରକୁ ଊର୍ଜା ପ୍ରଦାନ କରିଥାଏ । ବନ୍ଧୁଗଣ ଘରର ରୋଷେଇଘରର ସକାରାତ୍ମକ ଊର୍ଜା ରହିବା ଅତ୍ୟନ୍ତ ଆବଶ୍ୟକ । ଆପଣ ଆପଣଙ୍କ ରୋଷେଇ ଘରର ସମସ୍ତ ବସ୍ତୁ ତଥା ଜିନିଷ କେଉଁଠାରେ ରଖିଥାନ୍ତି ତାହାର ରହିବା ଶୈଳୀ ରୁ ଘରେ ସକାରାତ୍ମକ ଊର୍ଜା ର ଆଗମନ ହୋଇଥାଏ ।

ଯଦି ଆପଣ ରୋଷେଇ ଘରର ଜିନିଷ କୁ ବାସ୍ତୁ ହିସାବରେ ସଠିକ ଭାବେ ରଖନ୍ତି ନାହିଁ ତେବେ, ତାହାର ନକାରତ୍ମକ ଊର୍ଜା ପ୍ରବେଶ କରିବାକୁ ଲାଗିଥାଏ । ବନ୍ଧୁଗଣ ଏହି ନେଗେଟିଭ ଏନର୍ଜି ଘରେ ଦରିଦ୍ରତା ତଥା ବିମାରୀ ଆଣିଥାଏ । ବନ୍ଧୁଗଣ ରୋଷେଇଘରେ ଜିନିଷ ବାସ୍ତୁ ଅନୁସାରେ ରହିଲେ, ଘରେ କେବେ ଅର୍ଣ୍ଣ ତଥା ଧନର ଅଭାବ ହେବାକୁ ଦେଇ ନଥାଏ । ବନ୍ଧୁଗଣ ଆସନ୍ତୁ ଏବେ ଜାଣିବା ବାସ୍ତୁ ଅନୁସାରେ କେଉଁ ଜିନିଷ କେଉଁଠାରେ ରହିବା ଆବଶ୍ୟକ ।

୧- ଗ୍ଯାସ ଚୁଲ୍ହା;- ବନ୍ଧୁଗଣ ରୋଷେଇଘରେ ଗ୍ଯାସ ର ଚୁଲ୍ହା ସବୁଠାରୁ ଖାସ ହୋଇଥାଏ । ଗ୍ଯାସ ର ସିଧା ସଳଖ ସମ୍ବନ୍ଧ ଅଗ୍ନି ଦେବତା ଙ୍କ ସହିତ ହୋଇଥାଏ । ଏଥିପାଇଁ ପୂର୍ବ ଦକ୍ଷିଣ ଦିଗରେ ଏହାକୁ ରଖିବା ଆବଶ୍ୟକ । ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହି ଦିଗ ଅଗ୍ନି ଦେବତା ଙ୍କର ହୋଇଥାଏ । ଏହି ଦିଗରେ ଗ୍ଯାସ ର ଚୁଲ୍ହା ରଖିବା ଦ୍ଵାରା ଘରେ ସର୍ବଦା ପଜେଟିଭ ଏନର୍ଜି ତଥା ଧନସମ୍ପତି ର ଆଗମନ ହୋଇଥାଏ । ଏହା ସହିତ ଗ୍ଯାସ ତଥା ଅଗ୍ନି ସହିତ ହେବାକୁ ଯାଉଥିବ କୌଣସି ଦୁର୍ଘଟଣା ହୋଇନଥାଏ ।

୨- ପିଇବା ପାଣି;- ବନ୍ଧୁଗଣ ଗ୍ଯାସ ପରେ ୨ ୟ ମହତ୍ଵପୂର୍ଣ୍ଣ ଜିନିଷ ଯେଉଁଟା ଅତ୍ୟନ୍ତ ଜରୁରୀ ତାହା ହେଉଛି ପିଇବା ପାଣି ଏବଂ ବେଶିନ । ବନ୍ଧୁଗଣ ଏହି ଦୁଇଟି ର ସମ୍ବନ୍ଧ ସିଧା ସଳଖ ବହିଯାଉଥିବା ପାଣି ସହିତ ହୋଇଥାଏ । କାରଣ ଇଶାଣ କୋଣ ଅର୍ଥାତ ଉତ୍ତର ପୂର୍ବ ଦିଗରେ ଜଳ ତତ୍ଵ ରହିଥାଏ । ଏଣୁ ପିଇବା ପାଣି ର ଜାଗା ଏବଂ ବାସନ ଧୋଇବା ର ବେଶିନ ଇଶାଣ କୋଣ ଅର୍ଥାତ ଉତ୍ତର ପୂର୍ବ ଦିଗ ରେ ରଖିବା ଶୁଭ ହୋଇଥାଏ । ଏପରି କରିବା ଦ୍ଵାରା ଘରେ କେହି ମଧ୍ୟ ବିମାର ହୋଇନଥାନ୍ତି ।

୩- ରୋଷେଇଘର ସାମଗ୍ରୀ ଷ୍ଟୋର ରୁମ;- ବନ୍ଧୁଗଣ ରୋଷେଇଘରେ ପ୍ରୟୋଗ ହେଉଥିବା ସାମଗ୍ରୀ କୁ ଆପଣ କେଉଁ ଦିଗ ରେ ରଖିଥାନ୍ତି, ଏଥିରୁ ଆପଣଙ୍କ ଘରର ଉନ୍ନତି ରେ ବହୁତ ପ୍ରଭାବ ପଡିଥାଏ । ବନ୍ଧୁଗଣ ରୋଷେଇ ଘର ବାସ୍ତୁ ଅନୁସାରେ ରୋଷେଇଘରର ସାମଗ୍ରୀ ରଖିବାର ଦିଗ ଦକ୍ଷିଣ-ପଶ୍ଚିମ ଦିଗ ରେ ହେବା ଆବଶ୍ୟକ । ବାସ୍ତୁ ଅନୁସାରେ ମାନାଯାଏ ଯେ, ଏହି ଦିଗରେ ଆନନ୍ଦ ତଥା ମିତ୍ରତା ଦେବତା ବାସ କରିଥାନ୍ତି । ଯାହା କି ଘରେ ଅନ୍ନ ର ଅଭାବ ହେବାକୁ ଦେଇ ନଥାନ୍ତି । ବନ୍ଧୁଗଣ ଏହି ମହତ୍ଵପୂର୍ଣ୍ଣ ବିବରଣୀ ଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *