ଘରେ ରହି ଏଭଳି କରନ୍ତୁ Coronaର ଚିକିତ୍ସା, କହିଲେ Sonal Mehrotra Kapoor

କରୋନା ପାଇଁ ବର୍ତମାନ ସ୍ଥିତି ବହୁତ ଖରାପ ହେଇ ଯାଇଛି । ତେବେ ଏହାର ପ୍ରଭାବ ଆପଣ ହସ୍ପିଟଲ ମାନଙ୍କରେ ଦେଖିବାକୁ ପାଉଥିବେ, ତେବେ ଯଦି ଆପଣ ନିଜ ଜୀବନରେ ଏମିତି କିଛି ସ୍ଥିତି ଦେଖୁଛନ୍ତି ବା ଆପଣଙ୍କ ପରିବାରରେ କାହାକୁ କରୋନା ସଂକ୍ରମଣ ହୋଇ ଯାଇଛି ତେବେ ପାନିକ କରନ୍ତୁ ନାହିଁ ଶାନ୍ତ ରୁହନ୍ତୁ ତାଙ୍କ ସ୍ଥିତି ଦେଖନ୍ତୁ ଯଦି ନିଶ୍ଵାସ ନବାରେ କିଛି ଅସୁବିଧା ହେଉଛି ତେବେ ଯାଇ ହସ୍ପିଟଲରେ ଏଡମିଟ ହୁଅନ୍ତୁ ।

ନଚେତ ଏଡମିଟ ହବାର କିଛି ଆବଶ୍ୟକ ନାହିଁ । ତେବେ ବହୁତ ଲୋକ ଅଛନ୍ତି ଯିଏ ଘରେ ଆଇସୋଲେଟ ହୋଇ କୋଭିଡକୁ ହରାଇ ଦେଇଛନ୍ତି ଯଦି ଆପଣ ମଧ୍ୟ କରୋନାକୁ ହରାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ କଛି ଉପାୟ କରିବାକୁ ହବ ।

ଯଦି ଆପଣଙ୍କୁ ଜଣା ପଡି ଯାଇଛି ଯେ ଆପଣ ପଜେଟିବ ଅଛନ୍ତି ଚିନ୍ତା କରନ୍ତୁ ନାହିଁ, ଆଉ ନା ଡରନ୍ତୁ କାହିଁକିନା ଏହା ଦ୍ଵାରା ଆପଣଙ୍କ ବିପି ହାଇ ନଚେତ ଲୋ ହୋଇଥାଏ ଯାହା ଆପଣଙ୍କ ନିଶ୍ଵାସ ଉପରେ ବହୁତ ଗମ୍ଭୀର ପ୍ରଭାବ ପକାଇଥାଏ । ତେବେ ଏହି ସମୟରେ ଆପଣ ଗୋଟେ ରୁମ ଭିତରେ ବନ୍ଦ ହୋଇ ରୁହନ୍ତୁ ଯେଉଁ ରୁମରେ ବାଥରୁମ ଥିବ ଆଉ ବାହାର ଲୋକଙ୍କ ସହ କେବଳ ଫୋନରେ କଥା ହୁଅନ୍ତୁ ନିଜ ଘର ଲୋକଙ୍କ ସହ ମଧ୍ୟ ସମ୍ପର୍କରେ ଆସନ୍ତୁ ନାହିଁ ଯାହା କହିବାର ଅଛି ଫୋନରେ କୁହନ୍ତୁ ।

ଜଣେ ପରିବାର ବ୍ୟକ୍ତ ତାଙ୍କ ଖାଇବା ପିବା ଉପରେ ପୂର୍ଣ ରୂପରେ ଧ୍ୟାନ ଦବା ଉଚିତ, ସବୁଠାରୁ ଅଧିକ ତରଳ ପଦାର୍ଥ ସେବନ କରନ୍ତୁ ଆଉ ପାଣି କେବଳ ଗରମ ବ୍ୟବହାର କରିବେ । ଏହା ଛଡା କମଳା ଲେମ୍ବୁ ଭଳି ଜିନିଷ ଅଧିକ ସେବନ କରନ୍ତୁ । ତେବେ ଘର ଲୋକଙ୍କୁ ଡିସ୍ପୋଜଲ ରଖିବା ଉଚିତ ଯାହା ଦ୍ଵାରା ତାଙ୍କ ବ୍ୟବହାର ପତ୍ର ଆଉ କେହି ଛୁଆନ୍ତୁ ନାହିଁ । ତେବେ ଏହି ସମୟରେ ମୁଖ୍ୟ କାମ କରୋନା ପୋଜେଟିଭ ଲୋକଙ୍କ ପାଇଁ ଏହା ଅଟେ ଯେ ଆପଣ ନିଜ ତାପମାତ୍ରା ନିଜ ଡକ୍ଟରକୁ କୁହନ୍ତୁ ସନ୍ଧ୍ୟା ସକାଳ ଦୁଇ ସମୟର କୁହନ୍ତୁ ଏହା ସହ ନିଜ ହାର୍ଟ ପଲ୍ସ ରେଟ ମଧ୍ୟ କୁହନ୍ତୁ ।

ଆଉ ମନେ ରଖିବେ ପଲ୍ସ ରେଟ ୯୨ ତଳକୁ ଗଲେ ଆପଣ ହସ୍ପିଟଲରେ ଏଡମିଟ ହବା ବହୁତ ଆବଶ୍ୟକ ଅଟେ । ତେବେ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ ଆଉ ଜର ବା ମୁଣ୍ଡ ବିନ୍ଧା ଅସହନୀୟ ହେଲେ ହସ୍ପିଟଲରେ ସୂଚିତ କରି ରୋଗୀଙ୍କୁ ହସ୍ପିଟଲ ନିଅନ୍ତୁ । ତେବେ ଘରେ ଯଦି ଆପଣ ସଠିକ ଭାବରେ ଖାଇବା ଖାଆନ୍ତି ଆଉ ଔଷଧ ନିଅନ୍ତି ତେବେ ଆପଣଙ୍କୁ କିଛି କରିବା ଆବଶ୍ୟକ ନୁହ ଆପଣ ବହୁତ ଶୀଘ୍ର ଭଲ ହୋଇଯିବେ କିନ୍ତୁ ଯାହାକୁ ଅନ୍ୟ ରୋଗ ଅଛି ଯେମିତି ହାର୍ଟ ବା ମଧୁମେହ ବା ବିପି ତେବେ ଏହି ଲୋକଙ୍କୁ ଡକ୍ଟର ଅନୁଯାଇ କାମ କରିବା ଉଚିତ ଅଟେ ।

Leave a Reply

Your email address will not be published. Required fields are marked *