ଏବେ ସହଜରେ ମିଳୁଛି, ନିହାତି ଖାଆନ୍ତୁ, ୧୦ ପ୍ରକାର ରୋଗ ଭଲ ହୋଇଯିବ, ଭାଇରସ ପାଖ ମାଡିବନି- Health Tips

ଆଜି ଆମେ ଆପଣଙ୍କୁ ଏମିତି ଏକ ଖାଦ୍ୟ ପଦାର୍ଥ ବିଷୟରେ କହିବୁ ଯାହାକୁ ଆପଣ ଫୋପାଡି ଦିଅନ୍ତି । କିନ୍ତୁ ଏହାକୁ ଯଦି ଆପଣ ସବୁଦିନ ସେବନ କରିବେ ତେବେ ଏହାର ଏତେ ଲାଭ ମିଳିବ ଯେ ତାହା ବିଷୟରେ ଆପଣ କେବେ ଭାବି ବି ନ ଥିବେ । ଯଦି ଆପଣ ସବୁଦିନ ପଣସ ମଞ୍ଜୀର ସେବନ କରିବେ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ଅଟେ ।

ପଣସ ଏସିଆ ମହାଦେଶର ସବୁଠୁ ଲୋକପ୍ରିୟ ଫଳ ଅଟେ ଓ ଏହା ସବୁଠୁ ବଡ ଫଳ ଅଟେ । ଏହାକୁ ଆପଣ କଞ୍ଚା ଥିଲେ ରୋଷେଇ କରି ଖାଇ ପାରିବେ ଓ ପାଚିଲେ ଏହାକୁ ଆପଣ ଫଳ ରୂପରେ ସେବନ କରି ପାରିବେ । କିନ୍ତୁ ପଣସ ସେବନ କରିବା ପରେ କେବେ ବି ତାହାର ମଞ୍ଜିକୁ ଫୋପାଡନ୍ତୁ ନାହିଁ । କାରଣ ପଣସ ମଞ୍ଜି ବିଭିନ୍ନ ପ୍ରକାରର ପୋଷାକ ତତ୍ଵରେ ଭରପୁର ଅଟେ ।

କହିଦେଉଛୁ କି ପ୍ରତି ୧୦୦ ଗ୍ରାମ ପଣସ ମଞ୍ଜିରେ ୧୮୫ ଗ୍ରାମ କ୍ୟାଲୋରି ମିଳିଥାଏ । ଏହା ସହିତ ଏଥିରେ ୧୦୦ ଗ୍ରାମ ପ୍ରୋଟିନ, ୩୮ ଗ୍ରାମ କାର୍ବ ଓ ୧.୫ ଗ୍ରାମ ଫାଇବାର ମିଳିଥାଏ । ଏହା ସହିତ ଫ୍ୟାଟ ଏଥିରେ ନା ହିଁ ବୋଲି କହିଲେ ବି ଚଲିବ । ଆଜି ଆମେ ଏହାକୁ କେମିତି ସେବନ କରିବେ ଓ ଏହାର ସେବନ ଦ୍ଵାରା କଣ ସବୁ ଲାଭ ମିଳିଥାଏ ସେହି ବିଷୟରେ କହିବୁ । ଏହି ଉପାୟକୁ କରିବା ପାଇଁ ଆପଣ ପ୍ରଥମେ ୧୦୦ ଗ୍ରାମ ପଣସ ମଞ୍ଜିକୁ ଭଲ ଭାବରେ ଧୋଇ ଦିଅନ୍ତୁ ।

ମଞ୍ଜି ଶୁଖିଲା ପରେ ପ୍ରତ୍ୟକ ମଞ୍ଜିକୁ ହେମଦସ୍ତାରେ ଅଳ୍ପ ଅଳ୍ପ ଛେଚି ଦିଅନ୍ତୁ । ଏବେ ଗୋଟିଏ କଢେଇକୁ ଗ୍ୟାସ ଉପରେ ରଖି ଗ୍ୟାସକୁ ମିଡିୟମରେ ରଖନ୍ତୁ । ଏହି ମଞ୍ଜିକୁ ସେଥିରେ ଦେଇ ତାକୁ ଅଳ୍ପ ଭାଜି ଦିଅନ୍ତୁ । ଠିକ ୫ ମିନିଟ ପରେ ଏହି କଢେଇ ଉପରେ ଢାଙ୍କୁଣୀ ଦେଇ ଦିଅନ୍ତୁ । ପୁଣି ୫ ମିନିଟ ପରେ ଢାଙ୍କୁଣୀ ଖୋଲି ମଞ୍ଜିକୁ ଭାଜିବା ପରେ ଢାଙ୍କି ଦିଅନ୍ତୁ । ଏମିତିରେ ଯେତେବେଳେ ଦେଖିବେ କି ପଣସ ମଞ୍ଜୀ ଗୁଡିକ ଅଳ୍ପ କଳା ପଡିଯିବ ତେବେ ଜାଣି ଯାଆନ୍ତୁ କି ଆପଣଙ୍କର ପଣସ ମଞ୍ଜି ସେବନ ପାଇଁ ପ୍ରସ୍ତୁତ ହୋଇ ଯାଇଛି ।

୪୫ ମିନିଟ ଭାଜିବା ପରେ ଏହା ପ୍ରସ୍ତୁତ ହୋଇଯିବ ଓ ବର୍ତ୍ତମାନ ଆପଣ ଏହାର ଚୋପା ଛଡାଇ ସେବନ କରନ୍ତୁ । କିନ୍ତୁ ଅତ୍ୟଧିକ ମାତ୍ରାରେ ଏହାର ସେବନ କରନ୍ତୁ ନାହିଁ ସୀମିତ ମାତ୍ରାରେ ଏହାର ସେବନ କରନ୍ତୁ । ବର୍ତ୍ତମାନ ଚଲାନ୍ତୁ ଜାଣିବା ଏହାର ଲାଭ ବିଷୟରେ । ଆପଣଙ୍କ ଶରୀରର ରକ୍ତ ସମ୍ବନ୍ଧିତ ସମସ୍ତ ସମସ୍ୟା ଯେମିତି କି ଏନିମିଆ ଓ ରକ୍ତ ହୀନତା ଭଳି ସମସ୍ତ ରୋଗକୁ ଏହା ଦୂର କରିଥାଏ । ଏହା ସହିତ ପଣସ ମଞ୍ଜୀର ସେବନ ଦ୍ଵାରା ଆପଣଙ୍କ ଶକ୍ତି ମଧ୍ୟ ବଢିଥାଏ ।

ଫାଇବାର ଅଧିକ ମାତ୍ରାରେ ଥିବା କାରଣରୁ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ଏହା ସାହାର୍ଯ୍ୟ କରିଥାଏ । ଓଜନକୁ ନିୟନ୍ତ୍ରଣ ରଖିବାରେ ସାହାର୍ଯ୍ୟ କରେ । ପେଟ ସମସ୍ୟାରୁ ବି ରକ୍ଷା କରିଥାଏ । ପଣସ ମଞ୍ଜି ରୋଗ ପ୍ରତିରୋଧକ ଶକ୍ତିକୁ ବି ବୁଦ୍ଧି କରିଥାଏ । ଏହା ସହିତ ଏହି ପଣସ ମଞ୍ଜିରେ ଥିବା ପୋଷାକ ତତ୍ଵ ଆପଣଙ୍କ ଶରୀରରେ କ୍ୟାନ୍ସର ହେବାକୁ ବି ଦିଏ ନାହିଁ । ଆସ୍ଥାମା ରୋଗୀମାନଙ୍କ ପାଇଁ ବି ପଣସ ମଞ୍ଜୀର ସେବନ ବହୁତ ଭଲ ଅଟେ । ଯଦି ଆପଣ ନିଜର ପୁରୁଷତ୍ଵକୁ ବଢାଇବାକୁ ଚାହୁଁଛନ୍ତି ତେବେ ଆପଣ ପଣସ ମଞ୍ଜିର ସେବନ କରି ପାରିବେ । କେସ ଝଡିବାକୁ କମ କରିବାରେ ବି ଏହା ସାହାର୍ଯ୍ୟ କରିଥାଏ ।

ସାଙ୍ଗମାନେ ଆଶାକରୁଛୁ ଆମର ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଏମିତି ନୂଆ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *