ଓଡିଶାର ଏହି Top 5 ସେଲିବ୍ରିଟି ଯେଉଁମାନେ କରୋନାରେ ଦୁନିଆକୁ କହିଲେ ଅଲବିଦା

ଆପଣ ମାନେ ଜାଣିଥିବେ କି ଅଭି କରୋନା ରେ ଅନେକ ଲୋକମାନେ ତାଙ୍କ ପ୍ରିୟଜନ କୁ ଛାଡି ଆରପାରି କୁ ଚାଲଲି ଯାଇଛନ୍ତି । ଆପଣ ମାନେ ଦେଖିଲେ ଜାଣି ପାରିବେ କି ଆପଣ କେଉଁ ଭଳି ପରିସ୍ଥିତି ରେ ଅଛନ୍ତି । ଗତ ବର୍ଷ ଓ ଏ ବର୍ଷ ଅନେକ ଲୋକମାନେ ନିଜକୁ ହଜାଇ ସାରିଛନ୍ତି । ତେବେ ସେମାନେ ଅନେକ ପ୍ରକାର ଚେଷ୍ଟା କରିଥିଲେ । ଏହା ସହ ସରକାର ମଧ୍ୟ ଏହାକୁ ନେଇ ଖୁବ ଚିନ୍ତା ରେ ରହୁ ଥିବା

ବେଳେ କିଛି ଲୋକ ମାନଙ୍କ ଚଳଣି ପାଇଁ ଖୁବ ଆସୁ ବିଧା ହେବାରେ ଲାଫିଛି । କିଛି ଲୋକମାନେ ନିଜ ପରିବାର ଠାରୁ ବହୁତ ଦୂରରେ ରହିଥିବା ବେଳେ ସେମାନେ ଆସିବା ସମ୍ଭବ ହୋଇ ନି ଏବେ ଦେଖିବା ପାଇଁ ଗଲେ ଏହାର ସଂକ୍ରମଣ କମି ବାରେ ଲାଗିଛି । ଆମେ ଜାଣିଛୁ କି ଏହି ରୋଗ ପାଇଁ ଏବେ ଟୀକା କାରଣ ହେବା ଆରମ୍ଭ ହୋଇ ଗଲାଣି ।

ମାତ୍ର ଏହା ପାଇଁ ଅନେକ ଦେଶର ଲୋକମାନେ ବହୁ ପ୍ରକାର ଅସୁବିଧା ପାଇ ସାରିଲେଣି । ତେବେ ଭାରତର ଅବସ୍ଥା ବୋଧେ ହୁଏ ସବୁ ଠାରୁ ଅଧିକ ଖରାପ ଅଛି ବୋଲି ମାନି ନେଲେ କିଛି ଭୁଲ ହୋଇ ବ ନି । କାରଣ କରୋନା ରେ ସଂକ୍ରମଣ ହେବା ପରେ ଲୋକମାନେ ନିଜକୁ ହସ୍ପିଟାଲ ରେ ଭର୍ତି କରି ଦେଉଛନ୍ତି । ଏହା ପରେ ସେମାନେ କିଛି ମାତ୍ରାରେ ଠିକ ହେବବା ପରେ ପୁଣି ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ଖରାପ ହେବାରେ ଲାଗୁଛି ।

ଏହା ପରେ ସେମାନେ ପରଲୋକ କୁ ଚାଲି ଯାଉଛନ୍ତି । ଯଦି ଆମେ ଦେଖିବା ପାଇଁ ଜୀବ ଆମ ଓଲିଉଡ ଜଗତର କିଛି କଳା କାର ମାନେ ମଧ୍ୟ ଏହି ଅସମୟରେ ଦୁନିଆ ଛାଡି ଚାଲି ଯାଇ ଛନ୍ତି । ଯେଉଁ ମାନଙ୍କୁ ଆମେ ହରାଇ ସାରିଚେ ସେମାନାଙ୍କୁ ପାଇବା ଆଉ ହୁଉତ ସମ୍ଭବ ନୁହେଁ କାରଣ ସେମାନଙ୍କ ଅନୁଭୂତି ଓ ଦକ୍ଷତା କେବେ ହେଲେ ଆମେ ଆଉ ପାଇବା ନାହିନ । ତେବେ ଏହି ସମୟରେ ଓଲିଉଡ ଜଗତରେ ମଧ୍ୟଶୋକର ଛାଯା ଖେଳି ଯାଇଛି ।

ଆପଣ ମାନେ ଜାଣିଥିବେ କି ଯେଉଁ ଜାଗାରେ ଆମେ କାମ କରିଥାଉ ତାହା ଏକ ପରିବାର ମଧ୍ୟ ତେଣୁ କରି ଯେଉଁ ମାନେ ଏହି ଦୁନିଆରେ କାମ କରୁଛନ୍ତି ସେମାନେ ମଧ୍ୟ ଏହି ଦୁନିଆର ଏକ ଅଭିନ୍ନ ଅଙ୍ଗ ଅଟନ୍ତି । ତେବେ କିଛି ପୁରୁଣା କଳା କାର ଯେଉଁ ମାନେ ସିନେମା ସହ କିଛି ସିରିୟାଲ ରେ ମଧ୍ୟ କାମ କରିଛନ୍ତି ସେମାନଙ୍କ ମଧ୍ୟ ରୁ କିଛି କଳା କର ଆଉ ନାହାଁନ୍ତି । ଆସନ୍ତୁ ତେବେ ଜାଣି ନେବା କି କେଉଁ ମାନେ ଆଉ ଆମ ଗହଣରେ ନାହାନ୍ତି । ଆପଣ ଅଜିତ ଦାସ ଙ୍କୁ ତ ଖୁବ ଭଲ ଭାବେ ଜାଣିଥିବେ ସେ ଏକ ଭଲ ଅଭିନେତା ତେବେ ସେ ଗତ ବର୍ଷ କରୋନା ରୋଗରେ ପୀଡିତ ହୋଇ ସବୁ ଦିନ ପାଇଁ ଆମକୁ ଛାଡି ଆରା ପରିକୁ ଚାଲି ଗଲେ ।

ବିଜଯ ମହାନ୍ତି ଙ୍କୁ କିଏ ନ ଜାଣେ ସେ ମଧ୍ୟ କରୋନା ରେ ପୀଡିତ ହୋଇ ଆଉ ଆମ ଗହଣରେ ନାହାନ୍ତି । ଏହା ପରେ ଆପଣ ମାନେ ଦେଖି ଥିବା ଚକୁଳିଆ ପଣ୍ଡା ମାନେ ରବି ମିସ୍ରା ମଧ୍ୟ ଆମ ଗହଣରେ ଆଉ ନାହାନ୍ତି । ଏହା ଅପରେ ନାମ ଆସେ ପ୍ରଦୀପ ମହାରଥୀ ସେ ପିପିଲି ର ବିଧାୟକ ଥିଲେ ସେ ମଧ୍ୟ ଗତ ବର୍ଷ କରୋନା ରେ ନିଜ ଜୀବନ ହରାଇ ଛନ୍ତି । ତେବେ ଏହା ସହ ମାୟା ସିରିୟାଲ ର ଡାଇରେକ୍ଟର ଅଭିଷେକ ମଧ୍ୟ ନିଜ ଜୀବନ ହରାଇ ଛନ୍ତି କରୋନାରେ ।

ତପୁ ମିଶ୍ର ଆପଣ ମାନେ ତ ଜାଣିଥିବେ ଗତ ଏକ ମାସ ଧରି କରୋନା ମ-ହା-ମା-ରୀ ସହ ଲଢେଇ କରିବା ପରେ ସେ ବର୍ତ୍ତମାନ ଆର ପାରିକୁ ଚାଲି ଯାଇଛନ୍ତି । ତାଙ୍କ ପରଲୋକ ରେ ସାରା ଓଲିଉଡ ରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ଫୁସଫୁସ ୭୫ ଭାଗ ନଷ୍ଟ ହୋଇ ଥିବାରୁ ତାଙ୍କର ପରଲୋକ ହୋଇ ଯାଇଛି ।

Leave a Reply

Your email address will not be published. Required fields are marked *