ରବିବାର ସୂର୍ଯ୍ୟ ଦେବଙ୍କ ବାର ଅଟେ ଏହି ଦିନ ଏମିତି କିଛି କାର୍ଯ୍ୟ କରିବା କଥା ନୁହେଁ ଯାହା ଦ୍ଵାରା ସୂର୍ଯ୍ୟ ଦେବ ଆପନ୍ନକ ଉପରେ ଅପ୍ରସନ୍ନ ହୋଇବେ । ଆଜି ଆମେ କହିବୁ କିଛି ଏମିତି ସବୁ କାର୍ଯ୍ୟ ବିଷୟରେ ଯାହା ରବିବାର ଦିନ କେବେବି କରିବା ଉଚିତ ନୁହେଁ ।
ଆସନ୍ତୁ ଜାଣିବା କଣ ଅଟେ ସେହି ସବୁ କାମ । ରବିବାର ଦିନ ମସୁର ଡାଳିର ସେବନ କରିବା ଠିକ ନୁହେଁ , ମସୁର ଡାଲି ଭୋଗ କେବେ ଭଗବାନଙ୍କୁ ଅର୍ପଣ କରାଯାଇନଥାଏ । ରବିବାର ଦିନ ଶାସ୍ତ୍ରରେ ରବିବାର ଦିନ ଖାଇବାକୁ ମନା କରାଯାଇଛି । ଆଉ ରବିବାର ସୂର୍ଯ୍ୟ ଦେବଙ୍କ ଉପାସନାର ଦିନ ହୋଇଥାଏ । ଶେଠୀ ପାଇଁ ଯେଉଁ ମାନେ ସୂର୍ଯ୍ୟ ଙ୍କ ଉପାସନା କରୁଛନ୍ତି ତାଙ୍କୁ ରବିବାର ଦିନ ମସୁର ଡାଲି ଖାଇବା ମନା ।
ମସୁର ଦଳିକୁ ନକରାତ୍ମକ ବ୍ୟଞ୍ଜନ ଶ୍ରେଣୀରେ ଦେଖାଯାଇଥାଏ । ଅନ୍ଯଟି ଟି ତାମସିକ ଭୋଜନାରେ ବ୍ୟବହାର କରାଯାଇଥାଏ ତାହା ହେଲା ପିଆଜ ରସୁଣ ଅଦା । ଏହାକୁ ମଧ୍ୟ ଭୋଜନ ଉପଯୋଗରେ ସାମିଲ କରିବା କଥା ନୁହେଁ । ଯଦି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ସାବିବେଳେ ଭାରି ରହୁଛନ୍ତି ତେବେ ଆପଣ କିଚୋୟ ସମୟ ପାଇଁ ପିଆଜ ରସୁଣ ଓ ଅଦାର ସେବନ କରନ୍ତୁ ନହିଁ । ଏମିତି କରିବା ଦ୍ଵାରା ଆପଣ ନିଜେ ଲାଭ ଅନୁଭବ କରିବେ ।
ଯଦି ସନ୍ତାନ ହେବାର ଇଛା ରଖିଛନ୍ତି ଆଉ ସୂର୍ଯ୍ୟ ଭଳି ତେଜସ୍ବୀ ସନ୍ତାନ ଜନ୍ମ କରିବା ପାଇଁ ଭାବୁଛନ୍ତି ତେବେ ସନ୍ଧ୍ଯା ପର୍ଯ୍ୟନ୍ତ ବ୍ରତର ପାଳନ କରନ୍ତୁ ଆଉ ସନ୍ଧ୍ଯା ପରେ ବିନା ଲୁଣ ବାଲା ଭୋଜନ ସେବନ କରନ୍ତୁ । ଏହି ଉପାୟ ଆପଣ ସନ୍ତାନ ପ୍ରାପ୍ତି ପାଇଁ କରି ପାରିବେ । ରବିବାର ଦିନ ଲାଲ ରଙ୍ଗର ସାଗର ଭୋଜନ କରିବା ଉଚିତ ନୁହେଁ । ଏହା ଅଳ୍ପାୟୁଷ ଜିନିଷର ବ୍ୟଞ୍ଜନ କରିବା ଠିକ ହୋଇନଥାଏ କାରଣ ସେ ଶୀଘ୍ର ଉଠି ଶୀଘ୍ର ନଷ୍ଟ ହୋଇଥାଏ । ରବିବାର ଦିନ ମାଛର ସେବନ କରିବା ବହୁତ ଅନିଷ୍ଟ ବୋଲି କୁହାଯାଇଥାଏ ।
ସେମିତିରେ ମାଂସ ଆହାର ଶାସ୍ତ୍ରରେ ଅନୁଚିତ ବୋଲି କୁହାଯାଇଛି । କିନ୍ତୁ ଯେଉଁ ଲୋକ ଏହାର ସେବନ କରିଥାନ୍ତି ତାଙ୍କୁ ରବିବାର ଡିଆଁ ମାଛର ସେବନ ବିଲକୁଲ କରିବା କଥା ନୁହେଁ । କୁହାଯାଏ ମାଛ ସୂର୍ଯ୍ୟ ଦେବଙ୍କ ଉପାସକ ହୋଇଥାଏ ଏହି କାରଣରୁ ରବିବାର ଦିନ ଏହାର ସେବନ କରନ୍ତୁ ନହିଁ । ଆପଣ ତିଲ ର ତେଲ ଆପଣ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରି ପାରିବେ । କିନ୍ତୁ ରବିବାର ଦିନ ଭୋଜନାରେ ତିଲ ତେଲର ବ୍ୟବହାର କରିବା ଅନୁଚିତ ହୋଇଥାଏ । ଯଦି ଆପଣ ରୋଗ ରହିତ ହେବାକୁ ଚାହୁଁ ଛନ୍ତି ତେବେ ଆପଣ ରବିବାର ଦିନ ଭୋଜନାରେ ତିଳ ତେଲ ଆଉ ଲୁଣର ବ୍ୟବହାର କରନ୍ତୁ ନହିଁ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।