Ollywoodର ଲୋକପ୍ରିୟ ଯୋଡି Subhasis ଓ Anisha ଦେଲେ ଏହି ଖୁସି ଖବର, ଦେଖନ୍ତୁ କଣ

ବନ୍ଧୁଗଣ, ଆମ ଓଲିଉଡ ଇଣ୍ଡଷ୍ଟ୍ରୀରେ ଅନେକ ନାୟକ ନାୟିକା ତଥା କଳାକାର ମାନ ରହିଛନ୍ତି । ସେମାନେ ନିଜର ଅଭିନୟ ଜରିଆରେ ଲକ୍ଷାଧିକ ଦର୍ଶକଙ୍କ ମନମୋହିଛନ୍ତି । ବନ୍ଧୁଗଣ ଓଡିଆ ଘରେ ସାଧାରଣ ତ ଓଡିଆ ଚଳଚିତ୍ର ତଥା ଧାରାବାହିକ ମାନ ଦେଖିବାକୁ ଭଲ ପାଇଥାନ୍ତି ।

ଆପଣ ମାନେ ନିଜର ସମସ୍ତ ଦୈନଦିନ କାର୍ଯ୍ୟର ସମାପ୍ତ ପରେ ଅବଶିଷ୍ଠ ସମୟରେ ଟିଭି ପରଦାରେ ନିଜ ମନଲାଖି ମନୋରଞ୍ଜନ ଦେଖିବାକୁ ଭଲ ପାଆନ୍ତି । ବନ୍ଧୁଗଣ ଆଜି ଆମ୍ଭେ ଆଜି ସେହି କଳାକାରଙ୍କ ମଧ୍ୟରୁ ଜଣଙ୍କ କଥା କହିବାକୁ ଯାଉଅଛୁ ଯେ କି ନିକଟରେ ମା’ ହେବାକୁ ଯାଉଛନ୍ତି । ଆସନ୍ତୁ ଜାଣିବା ତେବେ ସେହି ନାୟିକା ଜଣକ କିଏ ? ବନ୍ଧୁଗଣ, ମା ହେବାକୁ ଯାଉଛନ୍ତି ଓଲିଉଡ ର ଲୋକପ୍ରିୟ ଅଭିନେତ୍ରୀ “ଆନିଶା” । ବନ୍ଧୁଗଣ “ଆନିଶା” ଙ୍କୁ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ ।

ବନ୍ଧୁଗଣ “ଆନିଶା” ହେଉଛନ୍ତି ଓଲିଉଡ ଜଗତର ଜଣେ ଜଣାଶୁଣା ପ୍ରସିଦ୍ଧ ଅଭିନେତ୍ରୀ । ବନ୍ଧୁଗଣ “ଅନିଶା” “ଶୁଭାଶିଷ” ଙ୍କୁ ବିବାହ କରିଥିବା ଆପଣ ମାନେ ଜାଣିଛନ୍ତି । “ଆନିଶା” ଏବଂ “ଶୁଭାଶିଷ” ଙ୍କ ଯୋଡି କୁ ଦର୍ଶକେ ବହୁତ ପସନ୍ଦ କରିଛନ୍ତି । ଉଭୟ ସର୍ବଦା ଚର୍ଚ୍ଚାରେ ମଧ୍ୟ ଆସିଥାନ୍ତି । ବନ୍ଧୁଗଣ ଏହି ଦୁହି ଜଣଙ୍କ ଯୋଡି ଓଲିଉଡ ର ସବୁଠାରୁ ସୁନ୍ଦର ଯୋଡି ଅଟେ ।

ଏହି ଦୁହି ଜଣଙ୍କ ଆଲବମ ମଧ୍ୟ ଆସିଛି ଆପଣ ମାନେ ଦେଖିଥିବେ । ବନ୍ଧୁଗଣ “ଆନିଶା” ଏବଂ “ଶୁଭାଶିଷ” (ମଣ୍ଟୁ) ଉଭୟ ବାପା ମା’ ହେବାକୁ ଯାଉଛନ୍ତି । ବନ୍ଧୁଗଣ ଏହି ଖବର କୁ ଉଭୟ ନିଜ ସୋ-ସି-ଆ-ଲ ମି-ଡି-ଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ବନ୍ଧୁଗଣ ଏହି ଖୁସି କୁ ଉଭୟ ବହୁତ ଉତ୍କଣ୍ଠା ର ସହିତ ସେୟାର କରିଛନ୍ତି । “ଆନିଶା” ଏବଂ “ଶୁଭାଶିଷ” (ମଣ୍ଟୁ) ଛୋଟ ପରଦାରୁ ନିଜର ଅଭିନୟ ଆରମ୍ଭ କରିଥିଲେ ।

ଉଭୟ ନିଜର ଅଭିନୟ ମାଧ୍ୟମରେ ଓଡିଶା ବାସୀ ଙ୍କର ହୃଦୟକୁ ଜିତି ପାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଉଭୟଙ୍କ ଯୋଡି କୁ ଦର୍ଶକେ ଭୁଲି ପାରି ନାହାଁନ୍ତି । ବନ୍ଧୁଗଣ ନିଜ ଅଭିନୟ ର ଜାଦୁ ମାଧ୍ୟମରେ ଓଡିଶା ବାସୀ ଙ୍କୁ ଉଭୟ ଦିବାନା କରିଥିଲେ । ବନ୍ଧୁଗଣ “ଆନିଶା” ଖୁବ କମ ସମୟ ମଧ୍ୟରେ ପ୍ରତୀଟି କ୍ୟାରେକ୍ଟର କୁ ବୁଝି ବେସ ଭଲ ଭାବରେ ଅଭିନୟ କରିଥାନ୍ତି । ତାଙ୍କର ଚୁଲବୁଲି ଅଭିନୟ ରେ ଦର୍ଶକେ ତାଙ୍କୁ ଅଧିକ ପସନ୍ଦ କରିଥିଲେ । ବନ୍ଧୁଗଣ ସେହିଭଳି “ଶୁଭାଶିଷ” ମଧ୍ୟ ଭିନ୍ନ ଅନ୍ଦାଜ ରେ ନିଜ ଫ୍ୟାନ୍ସ ମାନଙ୍କ ହୃଦୟରେ ଘର କରିଥିଲେ ।

ଆଲ୍ବମ ରେ ଉଭୟଙ୍କ ରୋମାଣ୍ଟିକ ଅନ୍ଦାଜ କୁ ଦର୍ଶକେ ବହୁତ ପସନ୍ଦ କରିଥିଲେ । ବନ୍ଧୁଗଣ ଏଥିପାଇଁ ସୋ-ସି-ଆ-ଲ ମି-ଡି-ଆ ରେ ଉଭୟଙ୍କର ଫ୍ୟାନ୍ସ ଫଲୋଇଙ୍ଗ ଆଧିକ ରହିଅଛି । ଆମର ପ୍ରଭୁ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଯେ, “ଅନିଶା” ଏକ ସୁସ୍ଥ ସବଳ ସନ୍ତାନ କୁ ଜ-ନ୍ମ ଦିଅନ୍ତୁ । ବନ୍ଧୁଗଣ ଆପଣଙ୍କୁ “ଆନିଶା” ଏବଂ “ଶୁଭାଶିଷ” (ମଣ୍ଟୁ) ଙ୍କ ଯୋଡି କିଭଳି ଲାଗେ ନିଜ ମତାମତ ଆମ୍ଭକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *