ପ୍ରାୟତଃ ଇଣ୍ଟରଭିୟୁରେ କେତେ ଥର ଏମିତି କିଛି ପ୍ରଶ୍ନ ପଚାରି ଦିଅନ୍ତି କି ଯାହାର ଉତ୍ତର କ୍ୟାଣ୍ଡିଡେଟକୁ ଜଣା ନ ନ ଥାଏ କିମ୍ବା ଏହା ବିଷୟରେ ତାକୁ କୌଣସି ଅନ୍ଦାଜ ବି ନ ଥାଏ । କହିବାକୁ ଗଲେ ଏହିଭଳି ପ୍ରଶ୍ନ କରି ଅଫିସରମାନେ କ୍ୟାଣ୍ଡିଡେଟର ଜବାବ, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପରୀକ୍ଷଣ କରିଥାନ୍ତି ।
ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ପ୍ରଶ୍ନ ନେଇ ଆସିଛୁ ଯାହାର ଉତ୍ତର ଆପଣଙ୍କୁ ବି ଜଣା ନ ଥିବ । କିନ୍ତୁ ଆପଣ ବି ତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।
ପ୍ରଶ୍ନ – ସବୁଠୁ ବଡ ଗ୍ରହ କିଏ ଅଟେ ?
ଉତ୍ତର – ବୃହସ୍ପତି ଗ୍ରହ
ପ୍ରଶ୍ନ – ରାମକୃଷ୍ଣ ମିଶନର ସ୍ଥାପନା କିଏ କରିଥିଲେ ?
ଉତ୍ତର – ସ୍ଵାମୀ ବିବେକାନନ୍ଦ
ପ୍ରଶ୍ନ – ଉଦୟ ହେଉଥିବା ସୂର୍ଯ୍ୟର ଭୂମି କାହାକୁ କୁହାଯାଏ ?
ଉତ୍ତର – ଜାପାନ
ପ୍ରଶ୍ନ – ପୃଥିବୀରେ କେତୋଟି ମହାସାଗର ଅଛି ?
ଉତ୍ତର – ୫
ପ୍ରଶ୍ନ – କୱିରାଜ କାହାକୁ କୁହନ୍ତି ?
ଉତ୍ତର – ସମୁଦ୍ରଗୁପ୍ତ
ପ୍ରଶ୍ନ – ଭାରତରେ ସବୁଠୁ ଶସ୍ତା ପେଟ୍ରୋଲ କେଉଁଠି ମିଳିଥାଏ ?
ଉତ୍ତର – ଗୋଆ
ପ୍ରଶ୍ନ – ସବୁଠୁ ବଡ ଅଣ୍ଡା କେଉଁ ପକ୍ଷୀର ହୋଇଥାଏ ?
ଉତ୍ତର – ଶତୁରମୁର୍ଗ
ପ୍ରଶ୍ନ – କେଉଁ ରଙ୍ଗରୁ ବ୍ଲଡ ପ୍ରେସର ବଢିଥାଏ ?
ଉତ୍ତର – ନାଲି ରଙ୍ଗ
ପ୍ରଶ୍ନ – ଭାରତୀୟ କ୍ୟାଲେଣ୍ଡରର ଅନ୍ତିମ ମାସର ନାଁ କଣ ?
ଉତ୍ତର – ଫାଲ୍ଗୁନ
ପ୍ରଶ୍ନ – ସୁରର ଦେଶ କାହାକୁ କୁହନ୍ତି ?
ଉତ୍ତର – ଫ୍ରାନ୍ସ
ପ୍ରଶ୍ନ – ଭାରତର ସବୁଠୁ ବଡ ସିନେମାଘର କେଉଁ ସ୍ଥାନରେ ଅଛି ?
ଉତ୍ତର – ଜୟପୁର
ପ୍ରଶ୍ନ – ଇଟାଲୀର ଗଙ୍ଗା କାହାକୁ କୁହନ୍ତି ?
ଉତ୍ତର – ପୋ ନଦୀ
ପ୍ରଶ୍ନ – ଥାଇଲ୍ୟାଣ୍ଡର ରାଜଧାନୀର ନାଁ କଣ ଅଟେ ?
ଉତ୍ତର – ବ୍ଯାଂକକ
ପ୍ରଶ୍ନ – ଭାରତର ସବୁଠୁ ବଡ ପାଗଲାଖାନା କେଉଁଠି ଅବସ୍ଥିତ ?
ଉତ୍ତର – ଆଗ୍ରା
ପ୍ରଶ୍ନ – କୋଶିକାର ବିଜୁଳିଘର କାହାକୁ କୁହନ୍ତି ?
ଉତ୍ତର – ମାଇଟୋକନ୍ଡ୍ରିୟା
ପ୍ରଶ୍ନ – ରଙ୍ଗିଲା ବାଦଶାହ କାହାକୁ କୁହନ୍ତି ?
ଉତ୍ତର – ମୂହମ୍ମଦ ଶାହ
ପ୍ରଶ୍ନ – କଳା ସୁନା କାହାକୁ କୁହନ୍ତି ?
ଉତ୍ତର – ଅଫିମ
ପ୍ରଶ୍ନ – ଶିମଳା ବୁଝାମଣା କେବେ ହୋଇଥିଲା ?
ଉତ୍ତର – ୧୯୪୫
ପ୍ରଶ୍ନ – ଭାରତର କେଉଁ ରାଜ୍ଯରେ ସବୁଠୁ ଅଧିକ ବର୍ଷା ହୋଇଥାଏ ?
ଉତ୍ତର – ମେଘାଲାୟ
ପ୍ରଶ୍ନ – ଦୁନିଆର ସବୁଠୁ ବଡ ମେଳା କେଉଁ ସ୍ଥାନରେ ଲାଗିଥାଏ ?
ଉତ୍ତର – ପ୍ରୟାଗରାଜ
ପ୍ରଶ୍ନ – ରାଷ୍ଟ୍ରଗୀତର ଆରମ୍ଭ କେଉଁ ଦେଶରେ ହୋଇଥିଲା ?
ଉତ୍ତର – ଜାପାନ
ପ୍ରଶ୍ନ – ବାଙ୍ଗୋର ସହର କାହାକୁ କୁହନ୍ତି ?
ଉତ୍ତର – ଲଖନଊ
ପ୍ରଶ୍ନ – ପ୍ରିଟିଙ୍ଗ ପ୍ରେସର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?
ଉତ୍ତର – ଜର୍ମନୀ
ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ମାଛ ଅଛି ?
ଉତ୍ତର – ଭାରତ
ପ୍ରଶ୍ନ – ବିହୁ କେଉଁ ରାଜ୍ୟର ଉତ୍ସବ ଅଟେ ?
ଉତ୍ତର – ଆସାମ
ପ୍ରଶ୍ନ – ତମ୍ବାକୁର ସବୁଠୁ ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?
ଉତ୍ତର – ଚୀନ
ପ୍ରଶ୍ନ – ସାପେକ୍ଷତାର ସିଦ୍ଧାନ୍ତ କିଏ ଦେଇଥିଲା ?
ଉତ୍ତର – ଆଇଷ୍ଟିନ
ପ୍ରଶ୍ନ – ବଙ୍ଗାଲର ଶୋକ କେଉଁ ନଦୀକୁ କୁହନ୍ତି ?
ଉତ୍ତର – ଦାମୋଦର ନଦୀ
ପ୍ରଶ୍ନ – ଶରୀରରେ ଆଇରନର ଅଭାବରେ କେଉଁ ରୋଗ ହୋଇଥାଏ ?
ଉତ୍ତର – ଏନିମିୟା
ପ୍ରଶ୍ନ – କେସରର ସବୁଠୁ ଅଧିକ ଉତ୍ପାଦନ କେଉଁ ସ୍ଥାନରେ ହୋଇଥାଏ ?
ଉତ୍ତର – ଜାମ୍ମୁ – କାଶ୍ମୀର
ପ୍ରଶ୍ନ – ଭାରତର କୋହିନୁର କେଉଁ ରାଜ୍ୟକୁ କୁହନ୍ତି ?
ଉତ୍ତର – ଆନ୍ଧ୍ର ପ୍ରଦେଶ
ପ୍ରଶ୍ନ – ତୁମର ପିତାର ମୁଁ ମାମୁଁ ଅଟେ
ତୁମର ମାର ବି ମୁଁ ମାମୁଁ
ତୁମର ବି ମାମୁଁ
ତୁମର ମାମୁଁର ବି ମୁଁ ମାମୁଁ
କୁହ ମୁଁ କିଏ ?
ଉତ୍ତର – ଜହ୍ନ ମାମୁଁ
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।