IAS Interview Questions: ତୁମ ପିତାର ମୁଁ ମାମୁଁ, ତୁମ ମାର ବି ମୁଁ ମାମୁଁ, ତୁମର ବି ମାମୁଁ, ତୁମ ମାମୁଁର ବି ମୁଁ ମାମୁଁ, କୁହ ମୁଁ କିଏ ?

ପ୍ରାୟତଃ ଇଣ୍ଟରଭିୟୁରେ କେତେ ଥର ଏମିତି କିଛି ପ୍ରଶ୍ନ ପଚାରି ଦିଅନ୍ତି କି ଯାହାର ଉତ୍ତର କ୍ୟାଣ୍ଡିଡେଟକୁ ଜଣା ନ ନ ଥାଏ କିମ୍ବା ଏହା ବିଷୟରେ ତାକୁ କୌଣସି ଅନ୍ଦାଜ ବି ନ ଥାଏ । କହିବାକୁ ଗଲେ ଏହିଭଳି ପ୍ରଶ୍ନ କରି ଅଫିସରମାନେ କ୍ୟାଣ୍ଡିଡେଟର ଜବାବ, ମାନସିକ ସ୍ଥିତି ଓ ବୋଧିକ କ୍ଷମତା ପରୀକ୍ଷଣ କରିଥାନ୍ତି ।

ଆଜି ଆମେ ଆପଣଙ୍କ ପାଇଁ ଏହିଭଳି କିଛି ପ୍ରଶ୍ନ ନେଇ ଆସିଛୁ ଯାହାର ଉତ୍ତର ଆପଣଙ୍କୁ ବି ଜଣା ନ ଥିବ । କିନ୍ତୁ ଆପଣ ବି ତ୍ତର ଦବା ପାଇଁ ପ୍ରୟାସ କରନ୍ତୁ ।

ପ୍ରଶ୍ନ – ସବୁଠୁ ବଡ ଗ୍ରହ କିଏ ଅଟେ ?

ଉତ୍ତର – ବୃହସ୍ପତି ଗ୍ରହ

ପ୍ରଶ୍ନ – ରାମକୃଷ୍ଣ ମିଶନର ସ୍ଥାପନା କିଏ କରିଥିଲେ ?

ଉତ୍ତର – ସ୍ଵାମୀ ବିବେକାନନ୍ଦ

ପ୍ରଶ୍ନ – ଉଦୟ ହେଉଥିବା ସୂର୍ଯ୍ୟର ଭୂମି କାହାକୁ କୁହାଯାଏ ?

ଉତ୍ତର – ଜାପାନ

ପ୍ରଶ୍ନ – ପୃଥିବୀରେ କେତୋଟି ମହାସାଗର ଅଛି ?

ଉତ୍ତର – ୫

ପ୍ରଶ୍ନ – କୱିରାଜ କାହାକୁ କୁହନ୍ତି ?

ଉତ୍ତର – ସମୁଦ୍ରଗୁପ୍ତ

ପ୍ରଶ୍ନ – ଭାରତରେ ସବୁଠୁ ଶସ୍ତା ପେଟ୍ରୋଲ କେଉଁଠି ମିଳିଥାଏ ?

ଉତ୍ତର – ଗୋଆ

ପ୍ରଶ୍ନ – ସବୁଠୁ ବଡ ଅଣ୍ଡା କେଉଁ ପକ୍ଷୀର ହୋଇଥାଏ ?

ଉତ୍ତର – ଶତୁରମୁର୍ଗ

ପ୍ରଶ୍ନ – କେଉଁ ରଙ୍ଗରୁ ବ୍ଲଡ ପ୍ରେସର ବଢିଥାଏ ?

ଉତ୍ତର – ନାଲି ରଙ୍ଗ

ପ୍ରଶ୍ନ – ଭାରତୀୟ କ୍ୟାଲେଣ୍ଡରର ଅନ୍ତିମ ମାସର ନାଁ କଣ ?

ଉତ୍ତର – ଫାଲ୍ଗୁନ

ପ୍ରଶ୍ନ – ସୁରର ଦେଶ କାହାକୁ କୁହନ୍ତି ?

ଉତ୍ତର – ଫ୍ରାନ୍ସ

ପ୍ରଶ୍ନ – ଭାରତର ସବୁଠୁ ବଡ ସିନେମାଘର କେଉଁ ସ୍ଥାନରେ ଅଛି ?

ଉତ୍ତର – ଜୟପୁର

ପ୍ରଶ୍ନ – ଇଟାଲୀର ଗଙ୍ଗା କାହାକୁ କୁହନ୍ତି ?

ଉତ୍ତର – ପୋ ନଦୀ

ପ୍ରଶ୍ନ – ଥାଇଲ୍ୟାଣ୍ଡର ରାଜଧାନୀର ନାଁ କଣ ଅଟେ ?

ଉତ୍ତର – ବ୍ଯାଂକକ

ପ୍ରଶ୍ନ – ଭାରତର ସବୁଠୁ ବଡ ପାଗଲାଖାନା କେଉଁଠି ଅବସ୍ଥିତ ?

ଉତ୍ତର – ଆଗ୍ରା

ପ୍ରଶ୍ନ – କୋଶିକାର ବିଜୁଳିଘର କାହାକୁ କୁହନ୍ତି ?

ଉତ୍ତର – ମାଇଟୋକନ୍ଡ୍ରିୟା

ପ୍ରଶ୍ନ – ରଙ୍ଗିଲା ବାଦଶାହ କାହାକୁ କୁହନ୍ତି ?

ଉତ୍ତର – ମୂହମ୍ମଦ ଶାହ

ପ୍ରଶ୍ନ – କଳା ସୁନା କାହାକୁ କୁହନ୍ତି ?

ଉତ୍ତର – ଅଫିମ

ପ୍ରଶ୍ନ – ଶିମଳା ବୁଝାମଣା କେବେ ହୋଇଥିଲା ?

ଉତ୍ତର – ୧୯୪୫

ପ୍ରଶ୍ନ – ଭାରତର କେଉଁ ରାଜ୍ଯରେ ସବୁଠୁ ଅଧିକ ବର୍ଷା ହୋଇଥାଏ ?

ଉତ୍ତର – ମେଘାଲାୟ

ପ୍ରଶ୍ନ – ଦୁନିଆର ସବୁଠୁ ବଡ ମେଳା କେଉଁ ସ୍ଥାନରେ ଲାଗିଥାଏ ?

ଉତ୍ତର – ପ୍ରୟାଗରାଜ

ପ୍ରଶ୍ନ – ରାଷ୍ଟ୍ରଗୀତର ଆରମ୍ଭ କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଜାପାନ

ପ୍ରଶ୍ନ – ବାଙ୍ଗୋର ସହର କାହାକୁ କୁହନ୍ତି ?

ଉତ୍ତର – ଲଖନଊ

ପ୍ରଶ୍ନ – ପ୍ରିଟିଙ୍ଗ ପ୍ରେସର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉତ୍ତର – ଜର୍ମନୀ

ପ୍ରଶ୍ନ – କେଉଁ ଦେଶରେ ସବୁଠୁ ଅଧିକ ମାଛ ଅଛି ?

ଉତ୍ତର – ଭାରତ

ପ୍ରଶ୍ନ – ବିହୁ କେଉଁ ରାଜ୍ୟର ଉତ୍ସବ ଅଟେ ?

ଉତ୍ତର – ଆସାମ

ପ୍ରଶ୍ନ – ତମ୍ବାକୁର ସବୁଠୁ ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?

ଉତ୍ତର – ଚୀନ

ପ୍ରଶ୍ନ – ସାପେକ୍ଷତାର ସିଦ୍ଧାନ୍ତ କିଏ ଦେଇଥିଲା ?

ଉତ୍ତର – ଆଇଷ୍ଟିନ

ପ୍ରଶ୍ନ – ବଙ୍ଗାଲର ଶୋକ କେଉଁ ନଦୀକୁ କୁହନ୍ତି ?

ଉତ୍ତର – ଦାମୋଦର ନଦୀ

ପ୍ରଶ୍ନ – ଶରୀରରେ ଆଇରନର ଅଭାବରେ କେଉଁ ରୋଗ ହୋଇଥାଏ ?

ଉତ୍ତର – ଏନିମିୟା

ପ୍ରଶ୍ନ – କେସରର ସବୁଠୁ ଅଧିକ ଉତ୍ପାଦନ କେଉଁ ସ୍ଥାନରେ ହୋଇଥାଏ ?

ଉତ୍ତର – ଜାମ୍ମୁ – କାଶ୍ମୀର

ପ୍ରଶ୍ନ – ଭାରତର କୋହିନୁର କେଉଁ ରାଜ୍ୟକୁ କୁହନ୍ତି ?

ଉତ୍ତର – ଆନ୍ଧ୍ର ପ୍ରଦେଶ

ପ୍ରଶ୍ନ – ତୁମର ପିତାର ମୁଁ ମାମୁଁ ଅଟେ

ତୁମର ମାର ବି ମୁଁ ମାମୁଁ

ତୁମର ବି ମାମୁଁ

ତୁମର ମାମୁଁର ବି ମୁଁ ମାମୁଁ

କୁହ ମୁଁ କିଏ ?

ଉତ୍ତର – ଜହ୍ନ ମାମୁଁ

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *