ACF ସୋମ୍ୟରଞ୍ଜନାଙ୍କ ମୃତ୍ୟୁ ଘଟଣାକୁ ନେଇ ଏଭଳି ପ୍ରଶ୍ନ କରିଲେ ପୂର୍ବତନ ଡିଜି, କି ଶୁଣି ଜିଲ୍ଲା ପୋଲିସଙ୍କ ଉଡିଲା ହୋସ….. ଦେଖନ୍ତୁ Video

ପାରଳାଖେମୁଣ୍ଡି ଏସିଏଫ ସୋମ୍ୟରଞ୍ଜନଙ୍କ ମୃ-ତ୍ୟୁ ଘଟଣା ରେ ନୂଆ ମୋଡ ଆସିଛି । ସୋମ୍ୟଙ୍କ ମୃ-ତ୍ୟୁ ମାମଲାରେ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ କୁ ଦାୟିତ୍ଵ ଦିଆ ଯାଇଛି । ପୋଲିସ ସଠିକ ଭାବେ ତଦନ୍ତ କରି ନାହି । ପୂର୍ବତନ ଡିଜି ସଂଜୀବ ମାରିକ ସିଧା ସଳଖ ପୋଲିସ ଉପରକୁ ଆଙ୍ଗୁଳି ଉଠାଇଛନ୍ତି । ଡିଜି ପ୍ରଶ୍ନ କରିଛନ୍ତି ତଦନ୍ତ ପୂର୍ବରୁ କଣ ପାଇଁ ଡିଏଫଓଙ୍କୁ କ୍ଳିନ ଚିଟ ଦିଆଗଲା ।

ଏହା ପରେ ଦିତୀୟ ପ୍ରଶ୍ନ ରହିଛି ସୋମ୍ୟଙ୍କ ମୃ-ତ୍ୟୁ ପରେ କେଉ କାରଣରୁ ତାଙ୍କ ବାସ ଭବନକୁ ସିଲ କରାଯାଇ ନାହି । ଯେଉଁ ଘରେ ସୋମ୍ୟଙ୍କ ଦୁ-ର୍ଘ-ଟ-ଣା ଘଟିଥିଲା ସେଠାରେ ପ୍ରମାଣ ଥିଲା ଓ କେହି ତାକୁ ନଷ୍ଟ କରିଦେଇ ପାରେ ବୋଲି ଡିଜି କହିଛନ୍ତି ।

ଲ୍ଯାମ୍ପ କିରୋସିନୀରେ ୭୦ରୁ ୮୦% ପୋଡିବା ଅସମ୍ଭବ ବୋଲି ଡିଜି କହିଛନ୍ତି । ଯେଉଁ ମାନେ ସୋମ୍ୟଙ୍କ ମୃ-ତ୍ୟୁ ମାମଲାରେ ଦାୟୀ ବୋଲି ତାଙ୍କ ପରିବାର ଅ-ଭି-ଯୋ-ଗ କରିଛନ୍ତି ସେମାନଙ୍କୁ ତଦନ୍ତର ଆରମ୍ଭରେ କ୍ଳିନ ଚିଟ ଦେବା ଭୁଲ ବୋଲି ଡିଜି ପ୍ରଶ୍ନ କରିଛନ୍ତି ।

ସୋମ୍ୟଙ୍କ ଶରୀର ଏତେ ମାତ୍ରାରେ ପଡିବା ଏକ ଘଟଣା ନୁହେଁ ବୋଲି ଡିଜି କହିଛନ୍ତି । ପୋଲିସ ଯେଉଁ ଷ୍ଟେଟମେଣ୍ଟ ଦେଇଛି ସେଥିରେ କ୍ରାଇମବ୍ରାଞ୍ଚ ସାଟିସଫାଏ ନୁହେଁ ବୋଲି ଡିଜି କହିଛନ୍ତି । ପୋଲିସର ଅବହେଳା ଯୋଗୁ ପ୍ରମାଣ ନଷ୍ଟ ହୋଇ ଥାଇପାରେ ବୋଲି ଡିଜି କହିଛନ୍ତି । ଏହା ଛଡା ପୋଲିସ ତଦନ୍ତ କରିବା ପରେ କିଛି ଭୁଲ ରହିଛି ବୋଲି ଡିଜି କହିଛନ୍ତି ।

ଘଟଣା ସ୍ଥଳରେ ଅନେକ ତଥ୍ୟ ଥାଇପାରେ କିନ୍ତୁ ପୋଲିସର ଅବହେଳା ଯୋଗୁ ସେହି ପ୍ରମାଣ ହୁଏ ତ ଅ-ପ-ରା-ଧୀ ନଷ୍ଟ କରି ଦେଇଥିବ ତାହାକୁ ନେଇ ଡିଜି ପ୍ରଶ୍ନ କରିଛନ୍ତି । ଯଦି ସୋମ୍ୟ ଙ୍କ ଉପରେ ଲ୍ଯାମ୍ପ ପଡି ଯାଇଥିଲା ତେବେ ସଙ୍ଗେ ସଙ୍ଗେ ନିଆଁ ଲିଭା ଯାଇ ପାରିଥାନ୍ତା ।

ଏତେ ପ୍ରତିଶତ ପୋଡିବା ଏକ ଦୁ-ର୍ଘ-ଟ-ଣା ନୁହେଁ ବୋଲି ଡିଜି କହିଛନ୍ତି । ପୁଣି ଥରେ ସୋମ୍ୟ ଙ୍କ ମୃ-ତ୍ୟୁ ମାମଲା କୁ ନେଇ କ୍ରାଇମ ବ୍ରାଞ୍ଚ ଆରମ୍ଭ ରୁ ତଦନ୍ତ କରିବ ବୋଲି ଡିଜି କହିଛନ୍ତି । ଏହା ଛଡା ସୂଚନା ଅନୁସାରେ ପୂର୍ବ ରୁ ମଧ୍ୟ ପୋଲିସ କୁ କ୍ରାଇମ ବ୍ରାଞ୍ଚର କିଛି ଅଫିସର ସାହାଜ୍ଯ କରିଥିଲେ ତଦନ୍ତ ସମୟରେ । କିନ୍ତୁ ଆଜି ଯାଏଁ ଦୋ-ଷୀ କିଏ ତାହା ଜଣା ପଡି ନାହି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଯଦି ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *