ତାଲିବାନ ତରଫରୁ ଭାରତକୁ ଖୋଲା ଧମକ! ଦେଖନ୍ତୁ News Agencyକୁ Call କରି କଣ କହିଲେ

ଏକ ସାମ୍ବାଦିକ ଙ୍କ ଦ୍ଵାରା ପଚରା ଯାଇଥିବା କିଛି ପ୍ରଶ୍ନ ଯାହା ସେ ତାଲିବାନ ର ଅଫିସର ମାନଙ୍କୁ ପଚାରିଥିଲେ । ସେ କହିଥିଲେ କି ମିଷ୍ଟାର ସାହୀନ ଏବେ ଦେଖିବା ପାଇଁ ମିଳୁଛି କି ତାଲିବାନ ଅଧିକ ରୁ ଅଧିକ ଜାଗା ହଡପ ବା ଅଧିକାର କରିବା ପାଇଁ ଲାଗିଛି ।

ଏହା ଦ୍ଵାରା ଅଧିକ ରୁ ଅଧିକ ହିଂ-ସା ବଢିବାରେ ଲାଗିଛି । ଆପଣ ଏହି ସ-ମ୍ପ-ର୍କ ରେ କଣ କହିବା ପାଇଁ ଚାହୁଁ ଛନ୍ତି ଏହା କୁ କଣ ଆପଣ ସଠିକ ବୋଲି ଭାବୁ ଛନ୍ତି କି ? କିମ୍ବା ଆପଣ ଏହାକୁ ଅଟକାଇ ଏହା ପାଇଁ ଦ-ଣ୍ଡ ସ୍ଥିର କରିବା ପାଇଁ ଭାବୁ ଛନ୍ତି । ପ୍ରଥମେ ଆମେ ଜିଲାରେ ସୁରକ୍ଷା କରିବା । ଏହା ନିଜ ଉପରେ ନିର୍ଭର କରେ କି ସେମାନେ କଣ କରିବା ପାଇଁ ଚାହୁଁ ଛନ୍ତି କିନ୍ତୁ ଆପଣ ମାନେ ଦେଖିବା କୁ ପାଇ ଥିବେ କି ସେମାନେ ଆମ ଆଡକୁ ଆସୁଛନ୍ତି କାବୁଲ ସରକାର ତରଫ ରୁ ଆମକୁ ଯୋଗ ଦାନ କରିବା ପାଇଁ ।

ଏହାକୁ ଆପଣ ଭିଡିଓ ରେ ଦେଖି ଥିବେ କି ସହ ସହ ଲୋକ କିମ୍ବା ହଜାର ହଜାର ସିପାହୀ ନିଜ ସରକାର ଙ୍କ ଇଚ୍ଛା ରେ ଆମ ସହ ମିଶିବା ପାଇଁ ଆସୁଛନ୍ତି । ସେମାନେ ଆମ ସହ ମିଶିବ ର ଅର୍ଥ ଏହା ନୁହେଁ କି ଆମେ ସେମାନଙ୍କ ସହ ମିଶି ହିଂ-ସା କରୁଛୁ । ଆମେ କେବବଳ ସେମାନଙ୍କୁ ସ୍ଵାଗତ କରୁଛୁ । ହିଂ-ସା କଣ କିଛି ଜାଣି ନ ଥିବା କେଉଁ ଜିନିଷ କିମ୍ବା ଘଟଣା ସହ ଜଡିତ ନଥିବା ନିରୀହ ଲୋକଙ୍କୁ ମା-ରି-ବା କୁ ହିଂ-ସା କୁହା ଯାଏ ।

ଆମେ ଦେଖିବା ପାଇ ଗଲେ କହି ପାରିବ ଆକି ଯେଉଁ ମାନେ ହିଂ-ସା କରିବେ ଆମେ ତାଙ୍କୁ ଦ-ଣ୍ଡ ଦେବୁ କିନ୍ତୁ । ଏହା ସମ୍ପୂର୍ଣ ରୂପେ ଭିନ୍ନ ଅଟେ । ଏହା ସତ୍ୟ ଅଟେ କି ବିଭିନ୍ନ ମତ ମାନ ଅଛି ଅନେକ ଜିନିଷ ଅଛି । କିନ୍ତୁ ଏହାର ମାନେ ଏହା ନୁହେଁ କି ସେମାନେ ହିଂ-ସା କରୁଛନ୍ତି କିମ୍ବା ହିଂ-ସା କୁ ବଢେଇବା ପାଇ ଚେଷ୍ଟା କରୁ ଛନ୍ତି ।

ଏହା ଅସତ୍ୟ ଅଟେ । ଦେଖିବା ପାଇ ଗଲେ ଅନେକ କୂଟ ନୀତି ସାଶକ କିମ୍ବା କମ୍ୟୁନିଟି ପାଇଁ କାହାକୁ କରିବା ଅସମ୍ଭବ ନୁହେଁ । ସେମାନେ କାହାକୁ ଭି ଜ-ବ-ର ଦ-ସ୍ତି ନିଜ ସହ ମିଶାଇବା ପାଇଁ ଚାହିଁ ବେ । ଏମିତିକି ଭାରତ କୁ ମଧ୍ୟ ମିଶା ଇବା ଅପାଇନ ଚେଷ୍ଟା କରି ପାରନ୍ତି ।

ଭାରତ ମଧ୍ୟ ଅନେକ ପ୍ରୋଜେକ୍ଟ କରିଛି ଏହା ପାଇଁ କିନ୍ତୁ ଯଦି ତାଲିବାନ କାଲୀ ଯଦି ଭାରତ କୁ ଆସିବା ନିଜ ଶକ୍ତି ପ୍ରଦର୍ଶନ ପାଇଁ କଣ ନୂଆ ଦିଲ୍ହି ରେ କଣ ଭୟ ଖେଳି ଜୀବ କି ? କିନ୍ତୁ ଦେଖିବା ପାଇ ଆମେ କେଉଁ ଭି ଆମ୍ବାଶୀ ଉପରେ ଆକ୍ରମଣ କରିବା ପାଇ ଚାହୁଁ ନାହୁଁ ।

ତେଣୁ କରି ଆମେ କେବଳ ଏତିକି କହିବା ପାଇ ଚାହୁଁ ଛୁ କି ଆମ ତରଫରୁ କିଛି ଭି ହିଂ-ସା ହେଉନି କି ଆମେ କାହାକୁ ଟା-ର୍ଗେ-ଟ କରିନୁ । ଆମେ କାହା ସହ ଭି ଝ-ଗ-ଡା କରିବା ପାଇଁ ଚାହୁଁ ନୁ କି ସେଭଳି କିଛି କରିବାର ଉଦେଶ୍ୟ ନାହି ।

Leave a Reply

Your email address will not be published. Required fields are marked *