1.କେଉଁ ଚଢେଇ ପ୍ରଥମେ ବସା କରି ନଥାଏ ?
ଉତ୍ତର – କୋଇଲି
2.କେଉଁ ଯିବର ହୃଦୟ ୧ ମିନିଟ ରେ ୯ ଥର ଧଡକେ ?
ଉତ୍ତର – ବ୍ଲୁ ୱ୍ହେଲ ମାଛ
3.କେଉଁ ଜୀବ ଜୋତା ପିନ୍ଧିକି ସୋଇଥାଏ ?
ଉତ୍ତର – ଘୋଡା
4.କେଉଁ ଫୁଲର ଓଜନ ୧୦ କିଲୋଗ୍ରାମ ଥାଏ ?
ଉତ୍ତର – ରେପ୍ଲିସିଆ
5.ସଂସାର ର ସବୁ ଠାରୁ ବଡ କଇଁଛ କେଉଁ ଜାଗାରେ ଦେଖା ଯାଏ ?
ଉତ୍ତର – ଅଷ୍ଟ୍ରେଲିଆ
6.ଚିନୀ କେଉଁ ଦେଶ ରେ ଖୋଜା ଯାଇଥିଲା ?
ଉତ୍ତର – ଭାରତ
7.ମଶାକୁ ସବୁ ଠାରୁ କେଉଁ ରଙ୍ଗ ପସନ୍ଦ ଥାଏ ?
ଉତ୍ତର – ନୀଳ ରଙ୍ଗ
8.ଭାରତ ର କେଉଁ ରାଜ୍ୟ ରେ ଲୋକ ସାପର ତେଲ ରେ ତରକାରୀ କରନ୍ତି ?
ଉତ୍ତର – ସିକ୍କିମ ରାଜ୍ୟର ମେରା ଗାଁ ରେ
9.ସୁଦ୍ଧ ଜଳର ପିଏଚ କେତେ ଥାଏ ?
ଉତ୍ତର – ସାତ
10.ପତ୍ର ର ରଙ୍ଗ ହଳଦିଆ କେଉଁ କାରଣରୁ ହୋଇ ଥାଏ ?
ଉତ୍ତର – କାରୋଟେନେ
11.କାଚର ର ହଳଦିଆ ରଙ୍ଗ କେଉଁ କାରଣ ରୁ ହୋଇଥାଏ ?
ଉତ୍ତର – ଫେରିକ ଆକ୍ସାଇଡ
12.ମହାତ୍ମା ଗାନ୍ଧୀଙ୍କ ନାମ ଆଗରେ ମହାତ୍ମା କେବେ ଲାଗିଥିଲା ?
ଉତ୍ତର – ଚମ୍ପାରନ ଆନ୍ଦୋଳନ ବେଳେ
13.ଭାରତ ରେ ସବୁ ଠାରୁ ଅଧିକ ମନ୍ଦିର କେଉଁ ରାଜ୍ୟରେ ଅଛି ?
ଉତ୍ତର – ତାମିଲନାଡୁ
14.କେଉଁ ଦେଶରେ ସାପ ଦେଖାଯାଏ ନି ?
ଉତ୍ତର – ଆଇୟାର ଲାଣ୍ଡ, ଆଇଷ ଲାଣ୍ଡ, ନିଉଜିଲାଣ୍ଡ
15.କେଉଁ ଦେଶର ଲୋକ ସାପ କ୍ଷାନ୍ତି ?
ଉତ୍ତର – ଚାଇନା
16.କେଉଁ ଫୁଲ ୧୨ ବର୍ଷରେ ଥରେ ହିଁ ହୋଇଥାଏ ?
ଉତ୍ତର – ନୀଳକୁରଞ୍ଜି
17.ବିଶ୍ଵର ଆକାଶର ବିଜୁଳି କେଉଁ ଜାଗାରେ ପ୍ରଥମେ କେଉଁ ଜାଗାରେ ପଡିଥାଏ ?
ଉତ୍ତର – ଆଫ୍ରିକା
18.ଭାରତ ର କେଉଁ ରାଜ୍ୟରେ ଇଂରାଜୀ ଭାଷା ଚଳାଇଛି ?
ଉତ୍ତର – ନାଗାଲାଣ୍ଡ
19.ଫୁଟବଲ ରେ କେଉଁ ଗ୍ଯାସ ଭରା ଯାଏ ?
ଉତ୍ତର – ହାଇଡ୍ରୋଜେନ
20.ମଣିଷ ଶରୀର ରେ କେଉଁ ଜାଗାରେ ସବୁ ଠାରୁ ଛୋଟ ହାଡ ଅଛି ?
ଉତ୍ତର – କାନ ରେ
21.ମସାର ଜୀବନ କାଳ କେତେ ଦିନ ଅଟେ ?
ଉତ୍ତର – ୧୪ ରୁ ୫୬ ଦିନ ।
22.ଆକାଶ ରେ ଦେଖା ଯାଉଥିବା ତାରାର ରଙ୍ଗ କେତେ ପ୍ରକାର ହୋଇଥାଏ ?
ଉତ୍ତର – ୩
23.ମହାତ୍ମା ଗାନ୍ଧୀ ଙ୍କ ପତ୍ନୀ ଙ୍କ ନାମ କଣ ଥିଲା ?
ଉତ୍ତର – କସ୍ତୁରିବା
24.ନବାବ ଙ୍କ ସହର କାହାକୁ କୁହାଯାଏ ?
ଉତ୍ତର – ଲକ୍ଷ୍ନୌ
25.ସ୍ତ୍ରୀ ଲୋକ ମାନେ ନିଜ ଜୀବନରେ କେତେ ପିଲା ଜନ୍ମ କରି ପାରିବେ ?
ଉତ୍ତର – ୪୦
26.ଦୁନିଆର କେତେ ପ୍ରତିଶତ ଲୋକ ମାନେ ନିଜ ବାମ ହାତର ବ୍ୟବହାର କରିଥାନ୍ତି ?
ଉତ୍ତର – ୧୧ %
27.କେଉଁ ଶହରରେ ପାଞ୍ଚଟି ସୂର୍ଯ୍ୟ ଦେଖା ଯାଏ ?
ଉତ୍ତର – ଶିଙ୍ଘ ନାଇଟ ଚୁ
29.କେଉଁ ତରକାୟ ଖାଇବା ଦ୍ଵାରା ଦାନ୍ତ ସଫା ହୋଇ ଥାଏ ?
ଉତ୍ତର – ଅମୃତଭଣ୍ଡା
30.କେଉଁ ନଦୀର ପାଣି ସବୁ ବେଳେ ଗରମ ଥାଏ ?
ଉତ୍ତର – ନୀଳ ନଦୀ